ନାବାଳିକାଙ୍କୁ ବଳାତ୍କାର କଲେ ୧୪ ଜଣ
ପୁଣେ,୮।୯: ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ପୁଣେ ରେଲଓ୍ବେ ଷ୍ଟେଶନ ନିକଟରେ ବିଭିନ୍ନ ସ୍ଥାନରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଅପରାଧରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ସୋମବାର ଏହି ଗଣବଳାତ୍କାର ମାମଲାରେ…
ଭାରତୀୟ ଦଳକୁ ଫେରିଲେ ଧୋନୀ
ନୂଆଦିଲ୍ଲୀ,୮।୯: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏଥର ଖେଳାଳି ଭାବେ ନୁହେଁ। ସପୋର୍ଟ ଷ୍ଟାଫର ସଦସ୍ୟ ଭାବେ ଧୋନୀ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ରେ ଉପସ୍ଥିତ ରହିବେ। ଆସନ୍ତା…
ଭାରତୀୟ ଟି୨୦ ବିଶ୍ୱକପ୍ ଦଳ ଘୋଷିତ: ବାଦ୍ ପଡ଼ିଲେ ସିନିୟର ଖେଳାଳି
ମୁମ୍ବାଇ,୮।୯: ଆସନ୍ତା ଅକ୍ଟୋବରରେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଦଳରୁ ୟୁଜବେନ୍ଦ୍ର ଚହଲ ଓ ଶିଖର ଧାଓ୍ବନଙ୍କ ଭଳି ବରିଷ୍ଠ ଖେଳାଳି…
ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଗଲା ଜୀବନ
କଟକ ଅଫିସ୍,୮।୯: ବିଧାନସଭା ଆଗରେ ବୁଧବାର ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ଜଗତସିଂହପୁର ଜିଲା କୁଜଙ୍ଗର ଦୁଷ୍ମନ୍ତ ଦାସ । ସେ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ…
ମାଞ୍ଚେଷ୍ଟର ଟେଷ୍ଟ ଲାଗି ଟିମ୍ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ
ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଅପରାଜେୟ ସ୍ଥିତିରେ ଥିବା ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟରେ ଓହ୍ଲାଇପାରେ। ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ସମ୍ପୂର୍ଣ୍ଣ ଫିଟ୍। ଗୋଇଠି ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଥିବାରୁ…
୨୪ ଘଣ୍ଟାରେ ୧୦୨ ପିଲା ପଜିଟିଭ
ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ତଳ ହେଉଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଏବେ ସମସ୍ତ ଚିନ୍ତା ବଢ଼ାଉଛି। ୭ ଦିନରେ ରାଜ୍ୟରେ ୭୯୪ ପିଲା କରୋନାରେ ସଂକ୍ରମଣ ହୋଇସାରିଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮ବର୍ଷରୁ କମ୍ ୧୦୨…
ଆଜି ହୋଇପାରେ ବିଶ୍ୱକପ୍ ଟିମ୍ ଘୋଷଣା; ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ…
ନୂଆଦିଲ୍ଲୀ,୮।୯: ବିଶ୍ୱକପ୍ ଟି-୨୦ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି। ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିଏ। ଏଥିରେ ଭାଗ ନେବାକୁ ଥିବା ଦଳମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କିଛି ଦେଶ ବିଶ୍ୱକପ୍ ଲାଗି ନିଜର ଟିମ୍ ମଧ୍ୟ…
ଇଂଲଣ୍ଡ ସହ ଦିନିକିଆ, ଟି୨୦ ସିରିଜ୍ ଖେଳିବ ଭାରତ
ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ବୁଧବାର କୁହାଯାଇଛି। ଏବେ ଇଂଲଣ୍ଡ…
କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ପାହାଡ଼ରୁ ଡେଇଁଲେ ମନ୍ତ୍ରୀ
ମସ୍କୋ,୮।୯: ଜଣେ କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ରୁଷର ଜରୁରୀକାଳୀନ ମନ୍ତ୍ରୀ ଜିନଚେଭଙ୍କ ମୃତ୍ୟୁ ହୋଇଛି। ସୈନ୍ୟ ଅଭ୍ୟାସ ବେଳେ କ୍ୟାମେରାମ୍ୟାନ ପାହାଡ଼ରୁ ଖସି ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବା ପାଇଁ ଜିନଚେଭ ପାହାଡ଼ରୁ ଡେଇଁ ପଡ଼ିଥିଲେ। କିନ୍ତୁ…
ବାପ-ପୁଅଙ୍କୁ ଧକ୍କା ଦେଲା ତହସିଲଦାରଙ୍କ ଗାଡ଼ି
ଦେବଗଡ଼, ୮ା୯(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ବାରକୋଟ ତହସିଲଦାରଙ୍କ ଗାଡ଼ି ଧକ୍କାରେ ଜଣେ ଯୁବ ବ୍ୟବସାୟୀ ଓ ତାଙ୍କର ୧୧ବର୍ଷର ପୁଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ…
ଦୁର୍ଘଟଣା ପରେ ପୋଲରେ ଓହଳି ରହିଲା ଟ୍ରକ୍
ଜମନକିରା,୮ା୯(ଡି.ଏନ.ଏ.): ଜମନକିରା ଥାନା ବଡ଼ରମା ପିଠାମାରେନ ପୋଲରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଘଣ୍ଟା ରାସ୍ତା ଜାମ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୋଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ସମ୍ବଲପୁରରୁ କେନ୍ଦୁଝର…
ଗୋରୁଙ୍କୁ ଉଦ୍ଧାର କରିବାକୁ ଯାଇ ଜଳି ଗଲେ ମା’, ପୁଅ
ଭଦ୍ରକ ଅଫିସ,୮।୯: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗ୍ରାମର ପୁରସ୍ତମ ସାହୁଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କ ସ୍ତ୍ରୀ ମନୋରମା ଓ ପୁଅ ହୃଦାନନ୍ଦ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ,…

