ବିଶ୍ୱ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି: ସୁଶୀଲଙ୍କୁ ଅଣଦେଖା, ମାନ୍ଙ୍କ ସ୍ଥାନରେ ଅମିତ
ନୂଆଦିଲ୍ଲୀ, ୨୩।୪(ପି.ଟି.)-ଆସନ୍ତା ବିଶ୍ୱ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳରେ ନ୍ୟାଶନାଲ ଗୋଲ୍ଡ ମେଡାଲିଷ୍ଟ ସନ୍ଦୀପ ମାନ୍ଙ୍କ ସ୍ଥାନରେ ପୂର୍ବତନ ଏସୀୟ ଚାମ୍ପିୟନ ଅମିତ ଧନକର (୭୪ କେଜି)ଙ୍କୁ ସାମିଲ କରାଯାଇଛି। ଭେଟେରାନ ସୁଶୀଲ କୁମାରଙ୍କୁ ଅଣଦେଖା…
ବଜାରରେ ନକଲି ଫାଇଜର ଟିକା
ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍ଟେକ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ। ଅପରାଧୀମାନେ ଏହାକୁ ସୁଯୋଗ ଭାବେ ନେଇ ଅର୍ଥ ଉପାର୍ଜନ କରିବା ପାଇଁ ିଫାଇଜର କମ୍ପାନୀ…
ଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା
କୋଲକାତା/ନୂଆଦିଲ୍ଲୀ,୨୩ା୪: ଭାରତ କୋଭିଡ୍-୧୯କୁ ପରାଜିତ କରିଦେଇଛି ବୋଲି ଅନେକଙ୍କ ଭ୍ରାନ୍ତ ଧାରଣା ଥିଲା। ଏବେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସରିଯାଇଛି ଆଉ ଶବାଗାରରେ ଗଦାଗଦା ମୃତଦେହ ପଡ଼ିରହିଛି। ଦେଶ ଏକ ଚରମ ଦୁର୍ଦ୍ଦଶାର ଟ୍ରାଜେଡିକୁ ଅଙ୍ଗେ ନିଭାଉଛି। ଭୂତାଣୁର ଅଭୂତପୂର୍ବ ସଂକ୍ରମଣ ପାଇଁ…
ଆକଳନ କରିପାରୁ ନାହାନ୍ତି ସିଡିଏମ୍ଓ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍-୧୯ର ଦ୍ୱିତୀୟ ଲହର ସମଗ୍ର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ ଗୁରୁତର ସଂକ୍ରମିତଙ୍କୁ ବଞ୍ଚାଇବା ପାଇଁ ଆବଶ୍ୟକ ମେଡିକାଲ୍ ଅକ୍ସିଜେନ ମିଳୁନାହିଁ। ଗତ କିଛିଦିନ ହେବ ଓଡ଼ିଶାରେ ମଧ୍ୟ…
ଟ୍ରିପଲ୍-ମ୍ୟୁଟାଣ୍ଟ ଚିନ୍ତାଜନକ
କୋଲକାତା, ୨୩ା୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍। ଉକ୍ତ ନୂଆ ରୂପ ଅଧିକ…
ଜାତୀୟ ଜରୁରୀ ପରିସ୍ଥିତି
ନୂଆଦିଲ୍ଲୀ,୨୩ା୪:ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍-୧୯ ସ୍ଥିତିକୁ ସୁପ୍ରିମକୋର୍ଟ ନ୍ୟାଶନାଲ ଏମର୍ଜେନ୍ସି ବା ଜାତୀୟ ଜରୁରିକାଳୀନ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ, ଶଯ୍ୟା ଓ ଆଣ୍ଟାଇ-ଭାଇରାଲ ଡ୍ରଗ୍ ରେମ୍ଡେସିଭିର ସଙ୍କଟକୁ ନେଇ ୬ ହାଇକୋର୍ଟରେ କେତେକ ପିଟିଶନର ଶୁଣାଣି ଚାଲିଥିବାବେଳେ…
ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ
ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ ଗାଣିତିକ ସୂତ୍ର ଅନୁଯାୟୀ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା…
ଏଭଳି ରେକର୍ଡ କରିବାରେ ଆଇପିଲର ପ୍ରଥମ ବ୍ୟାଟ୍ସମ୍ୟାନ କୋହଲି
ମୁମ୍ବାଇ,୨୨।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଗୁରୁବାର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ପୂରଣ କରିଛନ୍ତି ୬ ହଜାର ରନ୍। କ୍ୟାରିୟରର ୧୯୬ ତମ ଆଇପିଏଲ ମ୍ୟାଚ୍ ସେ ଏହି ମାଇଲଷ୍ଟୋନ…
ପଶ୍ଚିମବଙ୍ଗର ଟ୍ରିପଲ୍-ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବଢାଉଛି ଚିନ୍ତା
କୋଲକାତା, ୨୨।୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍। ଉକ୍ତ ନୂଆ ରୂପ ଦ୍ରୁତ…
ଅତିସହଜରେ ରୟାଲ ଲଢ଼େଇ ଜିତିଲା ଆର୍ସିବି
ମୁମ୍ବାଇ,୨୨।୪ : ପ୍ରଥମେ ବୋଲିଂ ଓ ତା’ ପରେ ଦେବଦତ୍ତ ପାଡିକଲ ଏବଂ ବିରାଟ କୋହଲିଙ୍କ ଓପନିଂ ଭାଗିଦାରୀ ଯୋଗୁ ୧୦ ଉଇକେଟରେ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଚଳିତ ଆଇପିଏଲରେ ଏହା ଦଳର କ୍ରମାଗତ ୪ର୍ଥ…
ଚିଠି ସହ ଚୋର ଫେରାଇଲା କୋଭିଡ୍ ଟିକା ଭର୍ତ୍ତି ବ୍ୟାଗ୍
ଚଣ୍ଡିଗଡ଼,୨୨।୪ : ହରିୟାଣର ରାଜଧାନୀ ଚଣ୍ଡିଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଗୁରୁବାର ୧୭୦୦ କୋଭିଡ୍-୧୯ ଟିକା ଭର୍ତ୍ତି ଥିବା ଏକ ବ୍ୟାଗ ଚୋରି କରିଥିଲା। କିନ୍ତୁ ବ୍ୟାଗରେ କ’ଣ ଅଛି ଜାଣିବା ପରେ ବଦଳି ଯାଇଥିଲା ତା’ର…
ମାସ୍କ ନ ପିନ୍ଧି ପୋଲିସ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ
ବଲାଙ୍ଗୀର ଅଫିସ, ୨୨ା୪: ବଲାଙ୍ଗୀର ସହରରେ ଗୁରୁବାର ୩ଜଣ ପୋଲିସ କନ୍ଷ୍ଟେବଳଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ୩ କନଷ୍ଟେବଳ ଏକ କାରରେ ବସି ବେପରୁଆ ଗାଡି ଚାଳନା କରିଥିଲେ। ଏନେଇ ସ୍ଥାନୀୟ ଭାଗିରଥି ଛକରେ କିଛି ଲୋକ…
Archives


