Home Left

କରୋନା ଟିକା ନ ନେଲେ ହରାଇବାକୁ ପଡିବ ଚାକିରି

ଓଟାୱା,୯ ।୯: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏୟାର ଲାଇନ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । କମ୍ପାନୀ କହିଛି ଯେଉଁ କର୍ମଚାରୀମାନେ ଏପର୍ଯ୍ୟନ୍ତ କରୋନା ଟିକା ନେଇ ନାହାନ୍ତି ସେମାନଙ୍କୁ ଚାକିରି ହରାଇବାକୁ ପଡିପାରେ । କିମ୍ବା ବିନା ଦରମାରେ…

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ଏକ ବର୍ଷ ପୂର୍ବେ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟିମ୍‌ରେ କେହି ଜାଣି ନ ଥିଲେ,…

ଫ୍ଲାଟରୁ ମିଳିଲା କଶ୍ମୀର ନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୯।୯: ରାଜଧାନୀସ୍ଥିତ ମୋତି ନଗର ଅଞ୍ଚଳର ଏକ ଫ୍ଲାଟରୁ ଗୁରବାର ମିଳିଛି ଜମ୍ମୁ କଶ୍ମୀରର ନେତା ୱାଜିରଙ୍କ ମୃତଦେହ । ରହସ୍ୟମୟ ପରିସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାରୁ ହତ୍ୟା କରାଯାଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଏ ନେଇ…

ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ ବଡ଼ ବିଜୟ ହାସଲ କରିଛି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର। ଫଳରେ ଦିଲ୍ଲୀ ମେଟ୍ରୋରୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର…

ଟଙ୍କା ପାଇଁ ମଝି ରାସ୍ତାରେ ଫୁଟିଲା ଗୁଳି: ଦୁର୍ବୃତ୍ତ ଝାମ୍ପିନେଲେ ବ୍ୟାଗ; ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ବ୍ୟବସାୟୀ

କଟକ ସଦର,୯।୯(ଡି.ଏନ୍‌.ଏ.): ଟଙ୍କା ପାଇଁ ମଝି ରାସ୍ତାରେ ଫୁଟିଲା ଗୁଳି। ଏଭଳି ଘଟଣା ଘଟିଛି କଟକ ଜିଲା କନ୍ଦରପୁର ଥାନା ଅଥଙ୍ଗାରେ ନିକଟରେ। ଏଥିରେ ଜଗତସିଂହପୁର ଜିଲା କେନ୍ଦାଳ ଗ୍ରାମର କ୍ଷୀରୋଦ ସାହୁ ନାମକ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। କ୍ଷୀରୋଦଙ୍କ…

କେବଳ ଏହି ସର୍ତ୍ତରେ ମେଣ୍ଟର ହେବାକୁ ରାଜି ହୋଇଛନ୍ତି ଧୋନୀ; ବିଶ୍ୱକପ୍‌ ଶେଷ ହେବା ପରେ…

ନୂଆଦିଲ୍ଲୀ,୯।୯: ଆଗାମୀ ଦିନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ଘୋଷଣା କରାଯାଇଛି। ଏଥିସହ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ୱକପ୍‌ରେ ଜଣେ ମେଣ୍ଟର୍‌ ଭାବେ ନିଯୁକ୍ତ କରାଯାଇଛି। ଧୋନୀଙ୍କ ମାର୍ଗଦର୍ଶକରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ…

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ କହ୍ନେୟାଙ୍କ…

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡୁନ,୯ ।୯: ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି ଆଗକୁ ବି ସେ ଦେବଭୂମୀର…

ଚାଇନାର ଚାଲାକି: ପଡୋଶୀ ଦେଶକୁ ସାହାଯ୍ୟ କରି ଭାରତକୁ ଘେରିବାକୁ କରୁଛି ଚେଷ୍ଟା

ବେଜିଂ,୯।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ, ଅବଶିଷ୍ଟ ବିଶ୍ୱ ଅପେକ୍ଷା ନୀତି ଆପଣାଇଛି। କିନ୍ତୁ ଚାଇନା ଆଫଗାନିସ୍ତାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ତାଲିବାନକୁ ୩୧ ମିଲିୟନ୍‌ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି। ଏହାସହ ଆଫଗାନିସ୍ତାନରେ ବିଶୃଙ୍ଖଳାକୁ…

କଲେଜ ଛକରେ ବସିଥିଲେ ଯୁବକ: ୧୦ରୁ ଅଧିକ ଆସି ନିର୍ଧୂମ ଛେଚିଲେ

ପଦ୍ମପୁର,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜ ଆଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ। ବୁଧବାର ରାତିରେ ପ୍ରଫୁଲ୍ଲ କରଞ୍ଜ ଆଡ଼ିଆ କଲେଜ ଛକଠାରେ ବସିଥିବା ବେଳେ ୧୦ରୁ…

ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ ପାଇଁ କୋଠରୀ ଯୋଗାଇ ଦେବାକୁ ନେଇ ଭାଜପାର ବିରୋଧ ପ୍ରଦର୍ଶନ

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ କରିବାକୁ କୋଠରୀ ଯୋଗାଇ ଦେବାକୁ ବିରୋଧ କରି ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଶହ ଶହ କର୍ମୀ ବିଧାନସଭା ଘେରାଉ ପାଇଁ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର…

ଖୁସି ଖବର ଦେଲେ ସୌରଭ ଗାଙ୍ଗୁଲି

ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପ୍ରଶଂସକଙ୍କ ସହ ଏକ ବଡ଼ ଖବର ବାଣ୍ଟିଛନ୍ତି। ଟୁଇଟର୍‌ରେ ଗାଙ୍ଗୁଲି ତାଙ୍କ ବାୟୋପିକ ବିଷୟରେ ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ଲଭ ଫିଲ୍ମସ ତାଙ୍କର ବାୟୋପିକ କରୁଛି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?