ରାଜନୀତି ପରେ ଏବେ ବକ୍ସିଂରେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ରାଜନୀତି ଛାଡ଼ି ବକ୍ସିଂରେ ଯୋଗଦେବାକୁ ଯାଉଛନ୍ତି। ସେ ବକ୍ସିଂ ରିଙ୍ଗ୍‌ରେ ଫାଇଟ୍‌ କରିବେନି। ମାତ୍ର ବକ୍ସି ଜଗତ ସହିତ ଜଡ଼ିତ ରହିବେ। ବକ୍ସିଂରେ ଏବେ ଟ୍ରମ୍ପ୍‌ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ। ଟ୍ରମ୍ପ୍‌ ବକ୍ସିଂ ଏକ ମୁକାବିଲାରେ କମେଣ୍ଟ୍ରି କରିବେ। ଏଥିରେ ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ଇଓ୍ବାଣ୍ଡର ହୋଲିଫିଲ୍ଡ୍‌ ଏବଂ ଭିଟୋର ବେଲଫୋର୍ଟ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମ ଫ୍ଲୋରିଡ଼ାର ହଲିଉଡ୍‌ରେ ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ହୋଲିଫିଲ୍ଡ୍‌ ଏବଂ ବେଲଫୋର୍ଟଙ୍କ ମଧ୍ୟରେ ବକ୍ସିଂ ମ୍ୟାଚ୍‌ ହେବ। ଟ୍ରମ୍ପ୍‌ଙ୍କ ସହିତ ତାଙ୍କ ପୁଅ ଡୋନାଲ୍ଡ ଜୁନିୟର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ମ୍ୟାଚ୍‌ ଏଫ୍‌ଆଇଟିଇ ଡଟ୍‌ ଟିଭିରେ ପ୍ରସାରିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଖୁଣ୍ଟରେ ପିଟି ହେଲା ବିମାନ, ୯୦ ହଜାର ଘର ଅନ୍ଧାର

ମୌଟଗୋମରି,୨୮ ।୧୧: ଆମେରିକା ମେରିଲ୍ୟାଣ୍ଡରେ ମୌଟଗୋମରିରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ଛୋଟ ବିମାନ କ୍ରାସ ହୋଇ ବିଜୁଳି ଖୁଣ୍ଟରେ...

କରୋନାକୁ କରନ୍ତୁନି ହେୟଜ୍ଞାନ; ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି କରିବ ଭୟଙ୍କର ସ୍ଥିତି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ...

ଟ୍ୟୁନିସିଆର ପ୍ରଥମ ମହିଳା ମୁଖିଆ

ଟୁନିସ୍‌: ଟ୍ୟୁନିସିଆରେ ପ୍ରଥମ କରି ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି କାଏସ୍‌ ସଇଦ୍‌ ଆଶ୍ଚର୍ଯ୍ୟଜନକ ଭାବେ ୬୩ ବର୍ଷୀୟା ରାଓଧା ବୁଡେଣ୍ଟ ରାମାଧାନେଙ୍କ ନାଁ...

କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ...

ଚାଇନାରେ ଦୁର୍ନୀତି ବିରୋଧରେ ଜିନପିଙ୍ଗଙ୍କ କଠୋର ପଦକ୍ଷେପ: ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା…

ବେଜିଂ,୩୦।୫ : ଦୁର୍ନୀତି ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଚାଇନାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୩ର...

ବ୍ରିଟିଶ୍‌ ସଂସଦରେ କୃଷକ ଆନ୍ଦୋଳନ ଚର୍ଚ୍ଚା: ଭାରତ ପକ୍ଷରୁ ବିରୋଧ

ନୂଆଦିଲ୍ଲୀ/ଲଣ୍ଡନ,୯।୩: କୃଷି ଆଇନ ବିରୋଧରେ ଭାରତରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବ୍ରିଟିଶ୍‌ ସଂସଦରେ ଆଲୋଚନା କରାଯାଇଛି। ଏଭଳି ଆଲୋଚନାକୁ...

ରୁଷିଆର ବେସରକାରୀ ସେନା ୟୁକ୍ରେନ ସୈନ୍ୟବାହିନୀକୁ ଘେରି ରହିବେ, ୪୨ଟି ସହରରେ ୱାଗନର୍‌ ନିଯୁକ୍ତି କେନ୍ଦ୍ର…

ମସ୍କୋ,୧୧।୩ : ରୁଷିଆର ସେନା କ୍ରମାଗତ ବିମାନ ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ସହରକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି। ଏହି ସମୟରେ, ଏହି ଯୁଦ୍ଧରେ...

ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ହେଲେ ଏୟାରଲାଇନ୍‌ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା

ଲଣ୍ଡନ,୨୫।୮: ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସ ଏବେ ତା’ର ଯାତ୍ରୀଙ୍କ ପାଇଁ ଏକ ଭଲ ଅଫର ନେଇ ଆସିଛି। ଏବେ ଏୟାରଲାଇନ୍ସ ତା’ର ସମସ୍ତ ଯାତ୍ରୀଙ୍କର...

Advertisement
Archives

Model This Week