କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍କୁ ନେଇ ବଡ଼ ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ,୨୬।୪: ଭାରତରେ ବଢୁଥିବା କରୋନା ସଙ୍କଟ ମଧ୍ୟରେ ଆଇପିଏଲ ୨୦୨୧ର ସୁରକ୍ଷିତ ବାୟୋ ବବୁଲରେ ଖେଳାଳିଙ୍କୁ ଚିନ୍ତାରେ ପକାଇଛି। ଭାରତର ଅଭିଜ୍ଞ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟତୀତ କିଛି ଅଷ୍ଟ୍ରେଲୀୟ ଖେଳାଳି ମଧ୍ୟଭାଗରେ ଲିଗ ଛାଡିଛନ୍ତି। କିନ୍ତୁ ଖେଳ ଜାରି ରହିବ…
କେଉଁଠି ସ୍ତ୍ରୀଙ୍କ କୋଳରେ ସ୍ବାମୀ ତ ଅନ୍ୟ କେଉଁଠି କାର ଛାତରେ ମୃତଦେହ: ତାଣ୍ଡବ ରଚିଛି କରୋନା…
ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଦୁଃଖ ବଢ଼ିବାରେ ଲାଗିଛି। କରୋନା ତାଣ୍ଡବରେ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ପ୍ରିୟଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହଧାର ଝରିବାରେ ଲାଗିଛି। ଏବେ ଉତ୍ତରପ୍ରଦେଶର ଆଗ୍ରା ସହରର…
କଦଳୀ ପତ୍ରରେ ଅଭିନେତ୍ରୀଙ୍କ ଅବିକଳ ଡ୍ରେସ୍ ତିଆରି କରନ୍ତି ଏହି ଯୁବକ, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ୍
ସୋସିଆଲ ମିଡିଆ ଆସିବା ପୂର୍ବରୁ ଅଧିକାଂଶ ଲୋକଙ୍କଠାରେ ଭରପୂର ପ୍ରତିଭା ଥିଲା ମାତ୍ର ପ୍ଲାଟ୍ଫର୍ମର ଅଭାବ ଯୋଗୁ ଲୋକଲୋଚନକୁ ଆସି ପାରୁ ନ ଥିଲେ। ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ଏସବୁ ପ୍ରତିଭା ଏବେ ପ୍ରସ୍ଫୁଟିତ ହେବାରେ ଲାଗିଛି।…
ପୁଣି ଗର୍ଜିଲେ ଯୁକ୍ତ ଦୁଇ ଛାତ୍ରୀଛାତ୍ର: ବାତିଲ ହେଉ ପରୀକ୍ଷା
ଭୁବନେଶ୍ୱର,୨୬।୪(ବ୍ୟୁରୋ): ପରୀକ୍ଷା କେବେ ହେବ ଏଯାବତ୍ ସ୍ଥିର ହୋଇ ନାହିଁ, ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅନେକ ଅସୁବିଧା ହେବ । ତେଣୁ ଶୀଘ୍ର ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଉ। ଏପରି ଦାବି କରି ସୋମବାର…
କରୋନାରେ ଆଖିବୁଜିଲେ ପୂର୍ବତନ ଏମ୍ପି
ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲାର ପୂର୍ବତନ ଏମ୍ପି ସୁଗ୍ରୀବ ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସିଂ ରବିବାର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ର୍ତ୍ତିି ହୋଇଥିଲେ।…
ରେଡ୍ ଜୋନ୍ରେ ଗଞ୍ଜାମ: ଦିନକରେ ୩୨୩ ପଜିଟିଭ, ଜିଲାକୁ ଫେରିଛନ୍ତି ପ୍ରବାସୀ
ଛତ୍ରପୁର,୨୬।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲା ରେଡ୍ ଜୋନ୍ରେ ରହିଛି। ପୂର୍ବରୁ ଦୈନିକ କରୋନା ପଜିଟିଭ ସଂଖ୍ୟା ୨୦୦ ତଳେ ରହୁଥିଲା ସୋମବାର ଦିଆଯାଇଥିବା ସୂଚନା ଅନୁସାରେ ଦିନକରେ ପଜିଟିଭ୍ ସଂଖ୍ୟା…
ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ
ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ ହୋଇଛି ଓ୍ବାଶିଂଟନ୍ରେ। ଭାଇଙ୍କ ୫ମ…
୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ ନୁହେଁ କରୋନା ମହାମାରୀ ଗତ ୨୫ ହଜାର ବର୍ଷ ଧରି ମାନବ ସଭ୍ୟତାକୁ କନ୍ଦାଉଛି।…
ସକାଳେ ବିଳମ୍ବରେ ଉଠିଲେ…
ସକାଳ ହେବା ମାତ୍ରେ ଉଠିବା ଏକ ଭଲ ଅଭ୍ୟାସ। ହେଲେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସକାଳୁ ଉଠିବାରେ ବିଳମ୍ବ କରିଥାଆନ୍ତି। କିଛି ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। ତେବେ ସକାଳୁ ବିଳମ୍ବରେ ଉଠିଲେ ତାହାର ପ୍ରଭାବ…
ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…
ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ ନେଇ ସନ୍ତୁଷ୍ଟ ନ ହୋଇ ଆଉ କିଛି ଇଚ୍ଛା ରଖିଥାନ୍ତି, ଯେମିତି କି ତାଙ୍କ…
ଭାରତକୁ ସହାୟତା ପାଇଁ ଆଗେଇ ଆସିଲା ଗୁଗ୍ଲ, ମାଇକ୍ରୋସଫ୍ଟ
ଓ୍ବାଶିଂଟନ୍,୨୬।୪: ସମଗ୍ର ଦେଶରେ ଦ୍ରୁତ ଗତିରେ କରୋନା ବ୍ୟାପି ଚାଲିଛି। ଏହି ସଙ୍କଟ ମଧ୍ୟରେ ଗୁଗଲର ସିଇଓ ସୁନ୍ଦର ପିଚାଇ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଭାରତକୁ ୧୩୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ସୁନ୍ଦର ପିଚାଇ…
ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..
ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଠାରେ ସ୍ବାମୀ ଏବଂ ସନ୍ତାନଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କ…
Archives


