Posted inଫୁରସତ

୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…

ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର ମୋହବତାବାଦ ଅଞ୍ଚଳରେ ଘଟିଛି। ଏହି ଝରଣା ମହାଭାରତ ସମୟ ସହିତ ଜଡିତ ରହିଥିବା କୁହାଯାଉଛି। ଆରାବଳୀ ପାର୍ବତ୍ୟ ରେଞ୍ଜର ଏହି ଝରଣାଟି ଲଗାତାର ଖଣି ଖନନ ଏବଂ କମ ବର୍ଷା ଯୋଗୁ ଶୁଖି ଯାଇଥିଲା। ତେବେ ଚଳିତ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଭଲ ବର୍ଷା ହେବାରୁୁ ପୁଣି ଝରଣାଟି ନିଜର ପୁରୁଣା ରୂପକୁ ଫେରି ଆସିଛି।

ଏହା ମହାଭାରତ ସମୟ ସହିତ ଜଡିତ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଗ୍ରାମବାସୀ ଜୟକିଶନ, ଲଲିତ ଭରଦ୍ୱାଜ ଏବଂ ରାଜପାଲ ସିଂ କହିଛନ୍ତି ଯେ ମହାଭାରତ ସମୟର ଏହି ଝରଣା ପାଣ୍ଡବମାନଙ୍କୁ ଇନ୍ଦ୍ରପ୍ରସ୍ଥ ରାଜଧାନୀ ପ୍ରତିଷ୍ଠା କରାଇବାରେ ସହାୟତା ପ୍ରଦାନ କରିଥିଲା। ପାଣ୍ଡବଙ୍କ ତପସ୍ୟା ବଳରେ ଏହି ଝରଣା ସୃଷ୍ଟି ହୋଇଥିଲା। ଏହି ସ୍ଥାନ ଉଦୟଲକ ମୁନିଙ୍କର ତପୋଭୂମି ଥିଲା। ଏଠାକାର ପାହାଡ଼ ଗୁମ୍ଫାରେ ମୁନି ତପସ୍ୟା କରୁଥିଲେ। ଗୁମ୍ଫାରେ ମୁନିଙ୍କ ପ୍ରତିମା ମଧ୍ୟ ସ୍ଥାପିତ ହୋଇଛି ଯାହାଙ୍କୁ ଲୋକେ ପୂଜା କରିଥାନ୍ତି। ଝରଣା ପ୍ରବାହିତ ହେଉଥିବା ଅଞ୍ଚଳରେ ଆରାବଳୀ ପର୍ବତ ଉପରେ ୭ ଟି କୁଣ୍ଡ ନିର୍ମାଣ କରାଯାଇଥିଲା। ତଳେ ଏକ ପୁଷ୍କରିଣୀ ମଧ୍ୟ ରହିଛି। ଏବେ ଏଠାକୁ ପର୍ଯ୍ୟଟକ ବୁଲିବାକୁ ବି ଆସୁଥିବା ଗ୍ରାମବାସୀମାନେ କହିଛନ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri