Home Left

କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କର ପ୍ରସବ କିପରି ହେବ ସେ ନେଇ ପରିବାର ଲୋକେ ଚିନ୍ତିତ ଥିଲେ।…

ଲୁଟ୍‌ ବେଳେ ପହଞ୍ଚିଗଲା ପୋଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ପଳାଇଲେ ଲୁଟେରା

ଟିଟିଲାଗଡ଼, ୨୬।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟ୍‌ପାଟ୍‌ ବଢି ଚାଲିଛି। ସୋମବାର ଟଙ୍କା, ସୁନା ଲୁଟିବା ବେଳେ ଲୁଟେରା ପାଟ୍ରୋଲିଂ କରୁଥିବା ପୋଲିସ ସହ ମୁହଁାମୁହିଁ ହେବା ପରେ ଲୁଟ୍‌ ସାମଗ୍ରୀ ଛାଡି ପଳାଇଛନ୍ତି। ଏପରି କି ଲୁଟେରାଙ୍କ ନମ୍ବର…

ପଞ୍ଜାବକୁ ୧୨୩ ରନ୍‌ରେ ରୋକିଲା କୋଲକାତା

ଅହମ୍ମଦାବାଦ,୨୬।୪ : କିଙ୍ଗ୍ସ ପଞ୍ଜାବୁ ମାତ୍ର ୧୨୩ ରନ୍‌ରେ ରୋକି ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଫେଲ୍‌ ମାରିଥିଲା ପଞ୍ଜାବର ବ୍ୟାଟିଂ ଲାଇନ ଅପ୍‌। ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ…

ମେ’ ୩୧ ସୁଦ୍ଧା ଶେଷ ହେବ ସ୍କୁଲରେ ନାମଲେଖା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ। ମେ’ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୋମବାର ବିଦ୍ୟାଳୟ…

ଭୁବନେଶ୍ୱରରେ ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୨୬।୪: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୫୭ ସଂକ୍ରମିତ ହୋଇଥିବା ବିଏମସି ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ…

ପୋଲିସରେ ଅଭିଯୋଗ କଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୬।୪ : ଫେକ୍‌ ଟୁଇଟର ଆକାଉଣ୍ଟରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିତ୍ବା ପୋଲିସରେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନା। ଶନିବାର ନୂଆ ସିଜେଆଇ ଭାବେ ଶପଥ ଗ୍ରହଣ କରିଥିବା ରମନାଙ୍କ ଟୁଇଟର କିମ୍ବା ଅନ୍ୟ କୌଣସି ସୋସିଆଲ…

ମେ’ ୨ ଯାଏ ବନ୍ଦ ରହିବ ବଜାର

ଭବାନୀପାଟଣା,୨୬।୪ କଳାହାଣ୍ଡି ବଣିକ ସଂଘ ପକ୍ଷରୁ ଆସନ୍ତା ୨୮ ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରାଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଏ ନେଇ ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିବା ସଂଘ…

ବାୟୋ ବବଲ ଅଧିକ ସୁରକ୍ଷିତ : ଏମ୍‌ଆଇ ଖେଳାଳି

ମୁମ୍ବାଇ,୨୬।୪ : ଅଷ୍ଟ୍ରେଲିଆର ୩ ଖେଳାଳି ଭାରତରେ ବଢ଼ୁଥିବା ସଂକ୍ରମଣ ହାର ଭୟରେ ଆଇପିଏଲରୁ ଓହରି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଘରକୁ ଫେରିବାଠାରୁ ବାୟୋ ବବଲରେ ଅଧିକ ସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି ଅଷ୍ଟ୍ରଲିଆନ ପେସର ନାଥନ କୁଲ୍ଟର-ନାଇଲ। କୋଭିଡ୍‌-୧୯ ସଂକ୍ରମଣ…

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଦିଲ୍ଲୀରେ ପହଞ୍ଚି ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି…

ବୋଲିଂ ବାଛିଲା କେକେଆର

ଅହମ୍ମଦାବାଦ,୨୬।୪ : ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ସୋମବାର ଆରମ୍ଭ ହୋଇଯାଇଛି। କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି।…

ପିପିଲି ଉପନିର୍ବାଚନ: ବିଶ୍ୱକେଶନ ଦାଖଲ କଲେ ପ୍ରାର୍ଥିପତ୍ର

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ବିଶ୍ୱକେଶନ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ଥିଲେ। ପୁରୀ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ…

ଅନ୍ୟ ଦଳଠାରୁ ଖେଳାଳି ଆଣିପାରେ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ,୨୬।୪ : ବିଭିନ୍ନ କାରଣରୁ ବିଦେଶୀ ଖେଳାଳି ଚଳିତ ଆଇପିଏଲରୁ ଓହରି ଯିବା ପରେ ରାଜସ୍ଥାନ ରୟାଲ୍ସ ଅନ୍ୟ ଆଇପିଏଲ ଦଳଠାରୁ ଲୋନ ଆକାରରେ ଖେଳାଳିଙ୍କୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛି। ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚ୍ଚର ଆହତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri