ପିଏମ୍ କେୟାର ଫଣ୍ଡ୍କୁ ବିଦେଶୀ ଖେଳାଳି ଦେଲେ ୩୭ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୨୬।୪ : କୋଭିଡ୍-୧୯ ମହାମାରୀ ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍କୁ ଅଷ୍ଟ୍ରେଲିଆନ ପେସର ଓ କୋଲକାତା ନାଇଟ୍ ରାଇଡର୍ସ ଷ୍ଟାର ପାଟ କୁମିନ୍ସ ସୋମବାର ୫୦ ହଜାର ଆମେରିକୀୟ ଡଲାର ଦାନ କରିଛନ୍ତି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ…
ଜନ୍ମଦିନ ପାଳନ କରନ୍ତି ନାହିଁ ସୋନୁ ସୁଦ: ଜାଣନ୍ତୁ କାହିଁକି
ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। କରୋନା ଯୋଗୁ ଲକ୍ଡଉନ୍ ହେବା ପରଠାରୁ ଲୋକଙ୍କୁ ସହାୟତାର ହାତ ବଢାଇଆସୁଛନ୍ତି ସୋନୁ ସୁଦ। ତାଙ୍କ ବିଷୟରେ ଏକ ରୋଚକ ତଥ୍ୟ ରହିଛି। ସୋନୁ ତାଙ୍କ ଜନ୍ମଦିନ…
ଔଷଧ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ
ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟଠାରେ ସେମବାର ସ୍ବାସ୍ଥ୍ୟ ସେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ବ୍ୟସ୍ତ ବହୁଳ ୪୯ନଂ. ରାଜପଥ ପାର୍ଶ୍ୱରେ ଏକ ଔଷଧ ଦୋକାନ ବାରଣ୍ଡାରେ ଜଣେ ରୋଗୀଙ୍କୁ…
ଜାଣନ୍ତୁ ୪ ଦିନରେ ଓଡ଼ିଶାରୁ ପଠାଗଲା କେତେ ଅକ୍ସିଜେନ
କଟକ ଅଫିସ,୨୬।୪: କୋଭିଡ୍ କାୟାରେ ସାରା ଭାରତବର୍ଷ। ଏ ନେଇ ବର୍ତ୍ତମାନ ସମୟରେ ଅମ୍ଳଜାର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢ଼ାଇ ଓଡ଼ିଶା ସରକାର ମହାନତା ଦେଖାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକୁ ଟ୍ୟାଙ୍କର ଟ୍ୟାଙ୍କର ଅକ୍ସିଜେନ ପଠାଉଛି ଓଡ଼ିଶା।…
୧୮ ବର୍ଷ ପୂରଣ ହେବା ପୂର୍ବରୁ ମା’ ହୋଇଥିଲେ ଏହି ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ସୋମବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଏପ୍ରିଲ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା…
ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..
ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩ ଲକ୍ଷ ୫୩ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୮୦୦ରୁ ଅଧିକ ଲୋକଙ୍କର…
ରିକମ୍ବିନାଣ୍ଟ ଡିଏନ୍ଏ
ପ୍ଲାସମିଡ୍ମାନେ କ୍ରୋମୋଜୋମାଲ ଡିଏନ୍ଏ ଉପରେ ନିର୍ଭର ନ କରି ସ୍ବାଧୀନଭାବେ ନିଜ ପ୍ରତିରୂପ ତିଆରି କରି ପାରନ୍ତି।ବ୍ୟାକ୍ଟେରିଆ ଓ ଆର୍କିଆ ଅଣୁଜୀବଙ୍କଠାରେ ପ୍ଲାସମିଡ୍ ମିଳିଥାଏ। ଅତିକମରେ ଗୋଟିଏ ଦରକାରୀ ଜିନ୍ ସେମାନେ ଆମନ୍ତ୍ରକ କୋଷିକା ନିମନ୍ତେ ଧାରଣ କରିଥାନ୍ତି। ୧୯୭୨ ମସିହାରେ…
ସବୁଠୁ ମହଙ୍ଗା ଛାଡ଼ପତ୍ର: ପିତାଙ୍କ ପକ୍ଷରୁ ପୁଅ ମା’ଙ୍କୁ ଦେବେ ୭୬୦ କୋଟି ଟଙ୍କା, ଜାଣନ୍ତୁ ପୂରା ମାମଲା…
ଲଣ୍ଡନ,୨୬।୪: ଅଧିକାଂଶ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଥାଏ। ଯେଉଁଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଭରଣପୋଷଣ ବାବଦ ବହୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ନଜିର ରହିଛି। ମାତ୍ର ବ୍ରିଟେନ୍ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ…
ଲୋକଙ୍କ ନିକଟରେ ଖାଦ୍ୟ ପ୍ୟାକେଟ ପହଞ୍ଚିବା ପୂର୍ବରୁ ମାନ ଯାଞ୍ଚ କଲେ ସଲମାନ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ମହାରାଷ୍ଟ୍ରରେ ଲକ୍ଡାଉନ୍ ଯୋଗୁ ସେ କରୋନା ଯୋଦ୍ଧାମାନଙ୍କ ପାଇଁ ଜଳଖିଆ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ମାତ୍ର ଏହା ସେମାନଙ୍କ ନିକଟରେ ପହଞ୍ଚିବା…
ବିପଦ ବେଳର ବନ୍ଧୁ: ମଜଭୁତ ରହିବା ପାଇଁ ଭାରତକୁ ନିଆରା ବାର୍ତ୍ତା ଦେଲା ୟୁଏଇ
ଆବୁଧାବି,୨୬।୪: ଭାରତ କରୋନା ମହାମାରୀ ସହ ସଂଘର୍ଷ କରୁଛି। ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହି ଗୁରୁତର ସଙ୍କଟବେଳେ ଅନେକ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି। କରୋନା ବିରୋଧରେ ଯୁଦ୍ଧରେ ଜିତିବା ପାଇଁ ନିଆରା ଢଙ୍ଗରେ ଭାରତର…
ଏପ୍ରିଲ ୨୭ରୁ ୧୪ ଦିନିଆ ଲକ୍ଡାଉନ୍ ଘୋଷଣା
ବେଙ୍ଗାଲୁରୁ,୨୬।୪: କରୋନାର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। କ୍ରମାଗତ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କର୍ନାଟକରେ କରୋନା ସଂକ୍ରମଣର ବେଗରେ ବ୍ରେକ ଲଗାଇବା ପାଇଁ ଏପ୍ରିଲ ୨୭…
ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍
କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍ ବାଧ୍ୟତାମୂଳକ। ସରପଞ୍ଚ ଓ ଓ୍ବାଡମେମ୍ବର ତଥା ସାମାଜିକ କର୍ମୀମାନେ ସଚେତନତା ସୃଷ୍ଟି କରିବା ସହ ବାହାରୁ ଆସୁଥିବା…
Archives


