Home Left

ଚରଣାମୃତ ଭଳି ମିଳୁଛି ଅକ୍ସିଜେନ

ନୂଆଦିଲ୍ଲୀ,୨୭ା୪: ନୋଭେଲ କରୋନା ଭାଇରସ୍‌ର ପ୍ରଚଣ୍ଡ ପ୍ରହାର ଓ ଏହାର ମୁକାବିଲାରେ ବିଫଳତା ଭାରତୀୟ ଅର୍ଥନୀତିକୁ ଉଜାଡ଼ିଦେଇଛି। ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖି ଛିଡ଼ା ନ ହେଉଣୁ ସ୍ଥିତି ସୁଧୁରିଯାଇଛି ବୋଲି ତରବରିଆ ଭାବେ ପ୍ରଚାର କରିଦିଆଯିବାରୁ ଘାତକ ଭୂତାଣୁ ପୁଣି…

ସିଜେଆଇଙ୍କ ନାମରେ ଜାଲ୍‌ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ, ୨୭।୪: ଭାରତର ୪୮ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶନିବାର ଶପଥ ଗ୍ରହଣ କରିଥିବା ଜଷ୍ଟିସ୍‌ ଏନ୍‌.ଭି. ରମାନାଙ୍କର ଟୁଇଟର କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆରେ ଆକାଉଣ୍ଟ ନାହିଁ। କେହି ଜଣେ ତାଙ୍କ ନାମରେ ଜାଲ୍‌ ଟୁଇଟର ଆକାଉଣ୍ଟ…

ଆଣ୍ଟାସିଡ୍‌ ଏବଂ ପାକସ୍ଥଳୀ

ପେଟଜନିତ କିଛି ସମସ୍ୟା ଥିଲେ ଡାକ୍ତର ଆମକୁ କେତେକ ଔଷଧ ବ୍ୟତୀତ ଆଣ୍ଟାସିଡ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଏହାକୁ ଦୀର୍ଘଦିନ ଧରି ଖାଇଲେ ତାହାର ପ୍ରଭାବ ପାକସ୍ଥଳୀ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ…

କୁମିନ୍ସ ଦାନ କଲେ ୫୦ ହଜାର ଡଲାର

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଭାରତରେ କୋଭିଡ୍‌ ବିରୋଧରେ ଲଢେଇ ପାଇଁ ସହାୟତାର ହାତ ବଢାଇଛନ୍ତି କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ପ୍ୟାଟ୍‌ କୁମିନ୍ସ। ସୋମବାର ସେ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦,୦୦୦ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛନ୍ତି।…

ରାଣୀଙ୍କ ସମେତ ମହିଳା ହକି ଦଳର ୭ଙ୍କୁ କରୋନା

ନୂଆଦିଲ୍ଲୀ, ୨୭।୪(ପି.ଟି.)-ଭାରତୀୟ ମହିଳା ହକି ଅଧିନାୟିକା ରାଣୀ ରାମପାଲଙ୍କ ସମେତ ଦଳର ୭ ସଦସ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଟ୍ରେନିଂ କ୍ୟାମ୍ପ ପୂର୍ବରୁ ଖେଳାଳିମାନଙ୍କ ସହ ୨ ଜଣ ସପୋର୍ଟ…

ବାର୍ସିଲୋନାରେ ନାଡାଲଙ୍କୁ ୧୨ତମ ଟାଇଟଲ

ବାର୍ସିଲୋନା, ୨୭ା୪ (ଏପି)-ସ୍ପେନ୍‌ର ଷ୍ଟାର ଖେଳାଳି ରାଫାଲ ନାଡାଲ ୧୨ ଥର ବାର୍ସିଲୋନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଗ୍ରୀସ୍‌ର ଷ୍ଟିଫାନ୍‌ସ ସିତ୍‌ସିପାସ୍‌ଙ୍କୁ ୬-୪, ୬-୭ (୬), ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ଏହି କ୍ଲେ କୋର୍ଟ ଟୁର୍ନାମେଣ୍ଟରେ…

ପହଞ୍ଚୁନି ପ୍ରକଳ୍ପ ପାଣି

ବଇଣ୍ଡା,୨୭ା୪(ପରିକ୍ଷିତ ସାହୁ) ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଏହି କାରଣରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁ…

ଭାଙ୍ଗିଲା କେକେଆର୍‌ର ପରାଜୟ ଧାରା

ଅହମ୍ମଦାବାଦ, ୨୬।୪- ପ୍ରଥମେ ଭଲ ବୋଲିଂ ଓ ଫିଲ୍ଡିଂ ବଳରେ ପ୍ରତିପକ୍ଷ କିଙ୍ଗ୍ସ ପଞ୍ଜାବକୁ ୧୨୩ ରନ୍‌ରେ ରୋକିଲା କୋଲକାତା ନାଇଟ୍‌ ରାଇଡର୍ସ। ସାମ୍ନାରେ ଥିଲା ୧୨୪ ରନ୍‌ର ଛୋଟିଆ ଲକ୍ଷ୍ୟ। ଏହାସତ୍ତ୍ୱେ ସଂଘର୍ଷ କରିଥିଲା କେକେଆର। କିନ୍ତୁ ଅଧିନାୟକ ଇଆନ…

ଯେଉଁଠି ଚିକିତ୍ସା କରୁଥିଲେ ସେଠାରେ ଡାକ୍ତରଙ୍କୁ ମିଳିଲା ନାହିଁ ଭେଣ୍ଟିଲେଟର

ଲକ୍ଷ୍ନୌ, ୨୬।୪: ପ୍ରୟାଗରାଜର ୮୫ ବର୍ଷୀୟ ଡାକ୍ତର ଜେ.କେ. ମିଶ୍ରାଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ସ୍ବରୂପରାଣୀ ନେହେରୁ (ଏସ୍‌ଆର୍‌ଏନ୍‌) ହସ୍ପିଟାଲରେ ଦୀର୍ଘ ୫୦ ବର୍ଷ ରୋଗୀଙ୍କ ଚିକିତ୍ସା କରିଥିଲେ। ଉକ୍ତ ହସ୍ପିଟାଲ ଭେଣ୍ଟିଲେଟର ଯୋଗାଇବାରେ ସମର୍ଥ ନ ହେବାରୁ ସେଠାରେ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବ ଭାରତୀୟ ମହିଳା କ୍ରିକେଟ ଦଳ

ଦୁବାଇ, ୨୬।୪- ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ଏହି ମଲ୍ଟି ସ୍ପୋଟର୍‌ସ ଇଭେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି କ୍ରିକେଟ। ଭାରତ ସହ ଅନ୍ୟ ୫ ଦଳ ଇଭେଣ୍ଟରେ ଭାଗ ନେବେ। ଆୟୋଜକ ଇଂଲଣ୍ଡ…

ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଥିଲା। ବନ୍ଦ ଡାକରା ଯୋଗୁ ଜିଲାରେ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ…

କମିପାରେ କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ,୨୬।୪ : କମିପାରେ କରୋନା ଟିକାର ମୂଲ୍ୟ। ଟିକାର ମୂଲ୍ୟ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ସୃଷ୍ଟି ହୋଇଛି ଏଭଳି ସମ୍ଭାବନା। ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଓ ଭାରତ ବାୟୋଟେକ୍‌କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri