ସ୍ପୋଟର୍‌ସ କାର୍‌ ପାଇଁ ଚର୍ଚ୍ଚାରେ ରାମଚରଣ

ଚେନ୍ନାଇ,୧୪।୯: ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ ମର୍ସିଡିଜ ମେବ୍ୟାକ ଜିଏଲଏସ ୬୦୦ କିଣିଛନ୍ତି। ଏହି ସ୍ପୋଟର୍‌ସ କାରର ମୂଲ୍ୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ। ସେ ପ୍ରଥମ ଭାରତୀୟ ଭାବେ ଏହି ମଡେଲର କାର କିଣିଛନ୍ତି।

କୌତୁହଳର କଥା, ରାମଚରଣ କାର୍‌ କିଣିବାର ଗୋଟିଏ ସପ୍ତାହ ପୂର୍ବରୁ ତାଙ୍କ ‘ଆର୍‌ଆର୍‌ଆର୍‌’ ଫିଲ୍ମର କୋ ଷ୍ଟାର ଜୁନିୟର ଏନ୍‌ଟିଆର୍‌ ଲାମ୍ବୋରଘିନି ରସ ଗ୍ରାଫାଇଟ୍‌ କ୍ୟାପସୁଲ କିଣିଥିଲେ। ଲାମ୍ବୋରଘିନିର ଏହି ମଡେଲକୁ ପ୍ରଥମ ଭାରତୀୟ କିଣିଥିଲେ ଏନ୍‌ଟିଆର୍‌। ଦୁଇ ଷ୍ଟାର ନିକଟରେ ଆଗାମୀ ବିଗ୍‌ ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ଫିଲ୍ମନିର୍ମାତା ଏସ୍‌ ଏସ୍‌ ରାଜମୋଲି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ: ବାହୁବଳୀ ରିଲିଜ୍‌ ହେବା ପରେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍‌ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ...

ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ...

କେବେ ମା’ ହେବେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ହେଲେ ସେ କେବେ ମା’...

ଶାହାରୁଖଙ୍କୁ ଟାର୍ଗେଟ କରାଯିବାର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଅର୍ଯ୍ୟନ ଖାନଙ୍କ ସପକ୍ଷରେ ବାହାରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ଏକଦା ଏହି ହିରୋଙ୍କୁ ପିଟିପିଟି ମାରି ଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ।...

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ...

ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ...

ମିଛକୁ ଘୃଣା କରେ, ବାବୁସାନ୍‌ ମୋର ପ୍ରଥମ କ୍ରସ୍‌ : ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା।...

Advertisement
Seven Jackpot


Archives

Model This Week