ଆମେରିକା ପତାକା ବଞ୍ଚାଇ ଦେଲା ବିଲେଇର ଜୀବନ

ୱାଶିଂଟନ,୧୪।୯: ନୂଆ ଜୀବନ ପାଇଲା ବିଲେଇ। ଆମେରିକାର ମିଆମିସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ରବିବାର ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏକ ବିଲେଇ ଉପର ମହଲାରୁ ଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ହଠାତ୍‌ ଦର୍ଶକଙ୍କ ଧ୍ୟାନ ଖେଳ ଠାରୁ ଦୂରେଇ ଯାଇଥିଲା। ନିଜ ଜୀବନ ବଞ୍ଚାଇବାକୁ ବିଲେଇଟି ପଞ୍ଝା ଦ୍ୱାରା ଅନେକ ଚେଷ୍ଟା ସତ୍ତ୍ୱେ ତଳକୁ ଖସି ପଡ଼ିଥିଲା। ଭାଗ୍ୟବଶତଃ ତଳେ ଦର୍ଶକମାନେ ଆମେରିକାର ପତାକା ଧରିଥିଲେ। ଫଳରେ ବିଲେଇର ଜୀବନ ବଞ୍ଚିଯାଇଥିଲା। ବିଲେଇଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଷ୍ଚାଡିୟମର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍‌ ବ୍ୟାପିବା ଆଶଙ୍କା…

ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍‌ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା...

ବିପର୍ଯ୍ୟୟ ପଥେ ବିଶ୍ୱ

ଜାତିସଂଘ,୨୮ା୧୦:ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟକୁ ସାମ୍ନା କରୁଥିବା ପୃଥିବୀ ଏକ ବୃହତ୍‌ ବିପର୍ଯ୍ୟୟ ଆଡ଼କୁ ମୁହଁାଇଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘ...

ସାତ ଦିନ ମଧ୍ୟରେ ସରକାର ଗଠନ କରନ୍ତୁ ରାଜନୈତିକ ଦଳ, ରାଷ୍ଟ୍ରପତି ଭଣ୍ଡାରି ଦେଲେ ଅଲଟିମେଟମ

କାଠମାଣ୍ଡୁ,୧୯ ।୧୨: ନେପାଳରେ ନିର୍ବାଚନ ସରିଥିଲେ ବି ଏବେ ପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇପାରି ନାହିଁ । ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ...

ଚିଲି ଜଙ୍ଗଲରେ ନିଆଁ: ୧୩ ମୃତ, ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ସାଣ୍ଟିଆଗୋ,୪ ।୨: ଦକ୍ଷିଣ ଆମେରିକା ଦେଶ ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ...

ନ୍ୟାୟିକ ପ୍ରକ୍ରିୟାରେ ସୃଷ୍ଟି ହେବ ନୂଆ ଇତିହାସ: କୋର୍ଟରେ ତର୍କ କରିବେ ରୋବୋ ଆଇନଜୀବୀ…

ନ୍ୟୁୟର୍କ,୧୧।୧ : ନ୍ୟାୟିକ ପ୍ରକ୍ରିୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ରୋବୋ ଆଇନଜୀବୀ ଆସନ୍ତା ମାସରେ କୋର୍ଟରେ ଜଣେ ବ୍ୟକ୍ତିଙ୍କ ପକ୍ଷ ରଖି...

କରୋନା ଟିକାକୁ ଅନୁମତି ଦେଲା ୟୁରୋପିୟ ସଂଘ

ଆମଷ୍ଟାରର୍ଡମ,୨୨ ।୧୨: ଏବେ ସାରା ବିଶ୍ୱର ନଜର କରୋନା ଟିକା ଉପରେ । ଏହି କ୍ରମରେ ୟୁରୋପିୟ ସଂଘ ବାୟୋଏନଟେକ ଓ ଫାଇଜର ଦ୍ୱାରା ମିଳିତ...

ଚାଇନାର ଧମକ ମଧ୍ୟରେ ତାଇୱାନକୁ ବଡ ଝଟ୍‌କା, ମିଶାଇଲ ପ୍ରଡକଶନ ଲିଡ କରୁଥିବା ଅଧିକାରୀଙ୍କ ମିଳିଲା ମୃତଦେହ

ତାଇପେଇ ସିଟି,୬ ।୮: ଚାଇନାର ଉସକାଇବା ଭଳି ଯୁଦ୍ଧାଭ୍ୟାସ ସମୟରେ ତାଇୱାନକୁ ବଡ ଝଟ୍‌କା ଲାଗିଛି । ତାଇୱାନର ମିଶାଇଲ ପ୍ରଡକଶନରେ ଲିଡ କରୁଥିବା ଜଣେ...

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

ୱାଶିଂଟନ,୨୩ ।୭: ଆମେରିକା ଆଫଗାନିସ୍ତାନ ଭିତରେ ଥିବା ତାଲିବାନର ଶିବିରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି । ଏହାର ସୂଚନା ଆମେରିକାର ପ୍ରତିରକ୍ଷା ବିଭାଗ...

Advertisement
Archives

Model This Week