ଏବେ ସୋସିଆଲ ମିଡିଆରେ ଏକ ଧଳା ସେଓର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆମେ ସମସ୍ତେ ପ୍ରାୟ ଲାଲ ସେଓ, କଳା ସେଓ ଦେଖିଛେ ବା ଖାଇଛେ । ହେଲେ ଏବେ ଏହି ଧଳା ସେଓ ସମସ୍ତଙ୍‌କ ଦୃଷ୍ଟି ଆକର୍ଷଣ କରିଛି । ଭିଡିଓରେ ଜଣେ ବ୍ୟକ୍ତି ଏକ ଧଳା ସେଓ କାଟି ଦେଖାଉଥିବା ଦେଖାଯାଇଛି । ଆଉ ଏହା ବେଶ୍ ଲୋଭନୀୟ ବି ହୋଇଛି । ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାର ମତ ଦେଉଛନ୍ତି । କେହି କହୁଛନ୍ତି କେଉଁଠି ମିଳୁଛି ଏହି ସେଓ ମୋତେ ଦରକାର । ଆଉ କେହି କହୁଛନ୍ତି ଏହା ସେଓ ନା ମୋତି । ସତକୁ ସତ ଏହା ଖୁବ୍ ସୁନ୍ଦର ଦେଖାଯିବା ସହ ସ୍ୱାଦ ମଧ୍ୟ ଭଲ ହୋଇଥିବ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି।...

ବନାରସ ଯାଉଥିଲେ ବା ଯିବାକୁ ଯୋଜନା କରିଥିଲେ…

ଆଧ୍ୟାତ୍ମିକ ଓ ସଙ୍କିର୍ତ୍ତନର ସହର ବନାରସ। ଯେଉଁ ସହରରେ ନା ରେ ରହିଛି ରସ। ତେବେ ସେହି ସହରର ଖାଦ୍ୟ ପଦାର୍ଥ କେତେ ସ୍ବାଦିଷ୍ଠ ହୋଇ...

ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର

ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ...

ସମ୍ପର୍କରେ ଠକୁଥିବା ସାଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହାନ୍ତି ଅଧିକାଂଶ ଭାରତୀୟ..

ସମୟ ସହ ଡେଟିଂ ଏବଂ ସାଥୀଙ୍କୁ ନେଇ ଲୋକଙ୍କ ପସନ୍ଦ ବଦଳିଥାଏ। ଏହା ଜାଣିବା ପାଇଁ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ‘ଗ୍ଲିଡେନ୍‌’ ନିକଟରେ ଭାରତୀୟମାନଙ୍କ...

ପ୍ରତ୍ୟେକ ଦିନ ଖୋସା କଲେ କ’ଣ ହେବ?

ପୂର୍ବରୁ ଅଧିକାଂଶ ମହିଳା ନିଜ ଚୁଟିରେ ଖୋସା କରିଥାନ୍ତି। ତାହା ଏବେ ଆଉ ସେମିତି ଦେଖିବାକୁ ମିଳୁ ନ ଥିବା ବେଳେ ଚୁଟିରେ ବନ କରିବା...

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି।...

ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ...

ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର…

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର...

Advertisement


Archives

Model This Week