Home Left

ପ୍ରଥମ ରାଜ୍ୟ ଭାବେ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କଲା ଉତ୍ତରପ୍ରଦେଶ

ଲକ୍ଷ୍ନୌ,୨୭।୪: ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନା ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କରିଛି ଉତ୍ତର ପ୍ରଦେଶ। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସମୁଦାୟ ୪,୦୧,୪୧,୩୫୪…

ମୃତ୍ୟୁ ସଂଖ୍ୟା ଉପରେ ଆଲୋଚନା କରି କିଛି ଲାଭ ନାହିଁ : ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୪ : ବର୍ତ୍ତମାନ ସଙ୍କଟ ସ୍ଥିତିରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଅଧିକ ସଂଖ୍ୟାରେ ଆକ୍ରାନ୍ତମାନେ କେଉଁ ଭଳି ଆରୋଗ୍ୟ ଲାଭ କରିବେ, ତାହା ଉପରେ ଗୁରୁତ୍ୱ ଦେବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି…

ଗୋଟିଏ ଆମ୍ବୁଲାନ୍ସରେ ୨୨ ମୃତଦେହ ଶ୍ମଶାନ ଯିବା ଘଟଣା: ହାଇକୋର୍ଟ ମାଗିଲେ ଜବାବ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଭୟାବହ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଏହାସହ ମୃତଦେହ ପୋଡିବା ପାଇଁ ଶ୍ମଶାନରେ ଯାଗା ମିଳୁନାହିଁ। ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ, କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ…

କରୋନା ଆକ୍ରାନ୍ତ ବେସରକାରୀ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା

ଲକ୍ଷ୍ନୌ,୨୭।୪ : କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢ଼ୁଥିବାବେଳେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିଛି ଖୁସି ଖବର। କରୋନା ସଂକ୍ରମିତ ହେଲେ ବେସରକାରୀ କର୍ମଚାରୀଙ୍କ ଦରମା ଆଉ କଟା ଯିବ ନାହିଁ। ଏଭଳି ଏକ ନିର୍ଦ୍ଦେଶ…

ଆଉନାହାନ୍ତି ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଯାତ୍ରା ଜଗତର ବର୍ଷିଆନ ହାସ୍ୟ କଳାକାର ଜଗବନ୍ଧୁ ରାଉତ ଓରଫ ଜଗାବୁଢ଼ାଙ୍କ କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ…

ବିଦେଶୀ ଖେଳାଳିଙ୍କୁ ଆଶ୍ୱାସନା ଦେଲା ବିସିସିଆଇ: ତୁମ ସମସ୍ତଙ୍କୁ ଘରେ ପହଞ୍ଚାଇବା ଆମର ଦାୟିତ୍ୱ

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୧କୁ ନେଇ ଏବେ ଚିନ୍ତାରେ ପଡିଆଯାଇଛି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)। କରୋନା ଯୋଗୁ ଆଇପିଏଲ୍‌ରେ ଭାଗ ନେଉଥିବା ଅନେକ ବିଦେଶ ଖେଳାଳି ଭୟରେ ଟୁର୍ନାମେଣ୍ଟ ଅଧାରୁ ଛାଡି ସ୍ବଦେଶ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର…

ନା ଅକ୍ସିଜେନ୍‌-ନା ଆମ୍ବୁଲାନ୍ସ: ଭୋ ଭୋ ହୋଇ କାନ୍ଦି ଝିଅର ମୃତଦେହକୁ ବାଇକ୍‌ରେ ବୋହିନେଲେ ବାପା

ଫିରୋଜାବାଦ,୨୭।୪: କରୋନା ମହାମାରୀକୁ ନେଇ ପ୍ରତିଦିନ ଯେଭଳି ଦୃଶ୍ୟ ବା ଘଟଣା ସାମ୍ନାକୁ ଆସୁଛି ତାହାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି। କରୋନା ସଙ୍କଟ ସହିତ ଅକ୍ସିଜେନ ଅଭାବର ଭୟାବହସ୍ଥିତି ଛାତି ଥରାଇ ଦେଉଛି। ନିକଟରେ ଉତ୍ତରପ୍ରଦେଶର ଫିରୋଜାବାଦ ସହରରୁ ଏକ…

ଆଇପିଏଲ୍‌ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ

ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମଙ୍ଗଳବାର କହିଛନ୍ତ। ଭାରତରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୂର୍ବରୁ…

ମହିଳାଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ୫୦ହଜାର ଟଙ୍କା

ପଦ୍ମପୁର,୨୭।୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଇରମ -ପଢ଼ୁଆଁ ଟ୍ରେକର ଷ୍ଟାଣ୍ଡ ନିକଟରେ ଭାଟପଡା ଗ୍ରାମର ଦୁଇ ଜଣ ମହିଳାଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଛନ୍ତି ଦୁର୍ବୃତ୍ତ। ପଲସର ବାଇକରେ ଆସିଥିବା ଦୁଇ ଯୁବକ…

ମେଡିଟେସନ ନିଶ୍ଚୟ କରନ୍ତୁ

ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ ନିଶ୍ଚୟ କରନ୍ତୁ… ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା ପରେ ସମୟ ବାହାର କରନ୍ତୁ। ବାଲକୋନିରେ ଥିବା ଗଛ କିମ୍ବା ବଗିଚାରେ ପ୍ରକୃତି ସହ…

ବଢ଼ାନ୍ତୁ ପିଲାଙ୍କ ଇମ୍ୟୁନିଟି

କରୋନାର ଦ୍ୱିତୀୟ ଲହର ଏବେ ପିଲାମାନଙ୍କ ପାଇଁ ବେଶି କ୍ଷତିକାରକ ବୋଲି ଜଣାପଡ଼ିଛି। କମ୍‌ ଇମ୍ୟୁନିଟି ଥିବା ପିଲାମାନେ ଖୁବ୍‌ଶୀଘ୍ର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଯିବେ। ତେଣୁ ମା’ମାନେ ପିଲାମାନଙ୍କର ଇମ୍ୟୁନିଟି ବଢ଼ାଇବାକୁ ନିଜକୁ ପ୍ରସ୍ତୁତ କରନ୍ତୁ। ପିଲାମାନଙ୍କୁ ସୁଷମ…

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ସେ ଟୁଇଟର୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଦୂରରେ ରହିଆସିଛନ୍ତି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri