୧୦୦ ଫୁଟ ଉପରୁ ହଠାତ୍ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…
ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ କଏଦର ହୋଇଥିବା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଭିଡଓରେ…
ବୋଲ୍ଡ ଲୁକ୍ରେ ନଜର ଆସିଲେ ଏହି ଅଭିନେତ୍ରୀ
ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ ଫେରିଛନ୍ତି। କିଛି କିଛି କଳାକାର ଦୁଇ ଦୁଇଥର ମଧ୍ୟ ଏଠାକୁ ଯାଇସାରିଲେଣି। ଏଠାକୁ ଯାଉଥିବା…
ରାଇନାଙ୍କ ଦ୍ୱିଶତକ
ନୂଆଦିଲ୍ଲୀ,୧।୫ : ଚିନ୍ନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଆଇପିଏଲରେ ଖେଳିଛନ୍ତି ୨୦୦ତମ ମ୍ୟାଚ୍। ଶନିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବ୍ୟାଟ୍ସମ୍ୟାନ।…
ମୁମ୍ବାଇ ଷ୍ଟେଶନରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍
ନୂଆଦିଲ୍ଲୀ,୧।୫ : ଲଗାତାର ୫ ବିଜୟ ହାସଲ କରିବା ପରେ ଅଟକିଛି ଚେନ୍ନାଇ ଏକ୍ସକ୍ରେସ୍। କେହି ଅଟକାଇ ପାରିଲେ ନାହିଁ କିରନ ପୋଲାର୍ଡଙ୍କ ଝଡ଼କୁ। ସାମ୍ନାରେ ୨୧୯ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ…
ଲେଡି ଗାଗାଙ୍କ କୁକୁର ଅପହରଣ : ୫ ଗିରଫ
ଲସ୍ ଏଞ୍ଜେଲ୍ସ,୧।୫ : ଅନ୍ତର୍ଜାତୀୟ ଗାୟକ ଲେଡି ଗାଗାଙ୍କ କୁକୁରକୁ ଅପହରଣ ଘଟଣାରେ ଲସ୍ ଏଞ୍ଜେଲ୍ସ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜେମ୍ସ ଜ୍ୟାକସନ (୧୮), ଜେଲିନ ହ୍ବାଇଟ୍ (୧୯) ଓ ଲାଫାଏଟ ଓ୍ବାଲେ (୨୭) କୁକୁରକୁ…
ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ଚାଲିଗଲା ପଡ଼ୋଶୀର ଜୀବନ
ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଏକ ଅଘଟଣ ଘଟିଛି । ସହରର ମନ୍ଦାରବଗିଚାପଡ଼ାରେ ରାଜୁ ରଣା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରୁଥିଲେ। ଭଡା ଘରେ ରହୁଥିବା ପଡୋଶୀ ରବୀନ୍ଦ୍ର ପାତ୍ର ଛଡାଇବାକୁ ଆସିଥିଲେ। ହେଲେ…
କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ
ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ ଧରି…
ହେଲମେଟ ପିନ୍ଧି ନ ଥିବାରୁ ଫାଇନ ଗଣିଲେ ଟ୍ରକ୍ ଡ୍ରାଇଭର
ଚିତ୍ରଡ଼ା,୧।୫: ୨ ହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ଜଣେ ପୋଲିସ ଏସ୍ଆଇ ଦେଖାଇଛନ୍ତି ଦବଙ୍ଗଗିରି। ସିଟ୍ବେଲ୍ଟ ସହ ହେଲମେଟ ପିନ୍ଧି ନ ଥିବା କହି ଟ୍ରକ୍ ଡ୍ରାଇଭରଙ୍କ ନାମରେ ଚାଲାଣ କାଟିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି…
ମୁମ୍ବାଇ ବୋଲରଙ୍କୁ କ୍ଷମାଦେଲେ ନାହିଁ
ନୂଆଦିଲ୍ଲୀ,୧।୫ : ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରାଙ୍କ ଭଳି ଘାତକ ବୋଲରଙ୍କୁ ମଧ୍ୟ କ୍ଷମାଦେଲେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ସବୁ ବୋଲରଙ୍କୁ ମନ ଦେଇ ଧୋଇଲେ ସିଏସ୍କେ ବ୍ୟାଟ୍ସମ୍ୟାନମାନେ। ଆରମ୍ଭରୁ ଫାଫ ଡୁ’ ପ୍ଲେସି ଓ ମୋଇନ ଅଲି। ଶେଷ…
କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଚାପରେ ଡାକ୍ତରଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୧।୫ : ଅଧିକରୁ ଅଧିକ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବଢ଼ୁଛି ମାନସିକ ଚାପ। ଦିଲ୍ଲୀର ଏକ ବେସରକାରୀ ମେଡିକାଲର କୋଭିଡ୍ ଓ୍ବାର୍ଡରେ କାମ କରୁଥିବା ଡାକ୍ତର ପ୍ରବଳ ଚାପର ସମ୍ମୁଖୀନ ହୋଇ ନ ପାରି…
‘ ମୁଣ୍ଡ ଉପରକୁ ଚାଲିଗଲାଣି ପାଣି ’
ନୂଆଦିଲ୍ଲୀ,୧।୫ : ଯେମିତି ବି ହେଲେ ଶନିବାର ସୁଦ୍ଧା ଦିଲ୍ଲୀର ସମସ୍ତ ହସ୍ପିଟାଲକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଅ। ଏକ ଯାଚିକାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। “ ମୁଣ୍ଡ ଉପରକୁ ଚାଲିଗଲାଣି ପାଣି।…
ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଟିକା
ନୂଆଦିଲ୍ଲୀ,୧।୫: ରୁଷରେ ପ୍ରସ୍ତୁତ ସ୍ପୁଟନିକ-ଭି କରୋନା ଟିକା ଶନିବାର ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ପରେ ରୁଷର ସ୍ପୁଟନିକ-ଭି ଟିକା ମଧ୍ୟ ଦେଶବାସୀଙ୍କୁ ଦିଆଯିବ । ବର୍ତ୍ତମାନ ଭାରତରେ କରୋନା…
Archives


