କରୋନାରେ ବାପାଙ୍କୁ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨।୫: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। କରୋନା ଦ୍ୱାରା କେବଳ ସାଧାରଣ ଲୋକ ନୁହେଁ, ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ରବିବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାପା କରୋନାରେ ପ୍ରାଣ…
ମରିଗଲାଣି ଏମାନଙ୍କ ମାନବିକତା: ୪ କିଲୋମିଟର ରାସ୍ତା ପାଇଁ ଆମ୍ବୁଲାନ୍ସ ଭଡ଼ା ନେଲା ୧୦,୦୦୦ ଟଙ୍କା, ଲୋକେ କହିଲେ…
ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ନ ପାଇ ଅନେକ ପ୍ରାଣ ହରାଉଛନ୍ତି। ଗୋଟିଏ ପଟେ କିଛି ଲୋକ ସହାୟତା ପାଇଁ ଆଗକୁ…
ଟସ୍ ଜିତିଲା ହାଇଦ୍ରାବାଦ୍: ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍କା
ନୂଆଦିଲ୍ଲୀ,୨।୫: ଆଇପିଏଲ୍ ସିଜିନ ୧୪ର ୨୮ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି। ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଜବାବରେ ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍କା ଲାଗିଛି। ଓପନର୍ ଜଶସ୍ବୀ ଜଶଓ୍ବାଲ ମାତ୍ର ୧୨ ରନ୍…
କରୋନା ପଜିଟିଭ୍ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’
ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି। କିଛି ଦିନ ମଧ୍ୟରେ ବଲିଉଡ୍ ଏବଂ ଟେଲିଜଗତର ଅନେକ କଳାକାର କରୋନା ସଂକ୍ରମିତ ହୋଇଛନ୍ତି।…
ଚେନ୍ନାଇ ବିପକ୍ଷରେ ଶେଷ ବଲ୍ରେ ଜିତିଲା ମୁମ୍ବାଇ: ହିଟ୍ମ୍ୟାନ୍ ଦେଲେ ଏଭଳି ବୟାନ
ନୂଆଦିଲ୍ଲୀ,୨।୫: ଶନିବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏଥିରେ ବାଜିମାରିଥିଲା ରୋହିତ ଶର୍ମାଙ୍କ ଦଳ। ଚେନ୍ନାଇ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍ କରିଥିଲା। ଜବାବରେ ମୁମ୍ବାଇ ନିର୍ଧାରିତ ୨୦ ଓଭରରେ…
ଶଟ୍ଡାଉନ୍ରେ ଚାରିଆଡ଼େ ଖାଁ ଖାଁ: ଗୋପିିନୀ ସାହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ପାରଳାଖେମୁଣ୍ଡି:୨।୫(ଡି.ଏନ୍.ଏ.): ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍ଏସିରେ ଶଟ୍ଡାଉନ୍ କଡ଼ାକଡ଼ି କରାଯାଇଛି। ଏହାର ପ୍ରଭାବରେ ସହର ଖାଁ ଖାଁ ହୋଇଯାଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନ ଥିବା ବେଳେ ବିନା କୌଣସି କାରଣ…
ବାଡ଼ିରେ ପିନ୍ଧାଇଲେ ବରଣମାଳା..
ପାଟନା,୨।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କେତେକ ବ୍ୟକ୍ତି ପ୍ରୟାସ କରୁଛନ୍ତି। ସମ୍ପ୍ରତି ବିହାରର ବେଗୁସରାଇରେ ଏକ ବିବାହ ଉତ୍ସବରେ ବରକନ୍ୟା ସଚେତନତା ସୃଷ୍ଟି ଲାଗି ବାଡ଼ିରେ ବରଣମାଳା ଧରି ପରସ୍ପରକୁ…
ମୁମ୍ବାଇ ବିପକ୍ଷ ପରାଜୟକୁ ନେଇ ଦୁଃଖି ସିଏସ୍କେ ଅଧିନାୟକ: କହିଲେ ସବୁଠାରୁ ବଡ଼ ଭୁଲ ହେଲା…
ନୂଆଦିଲ୍ଲୀ,୨।୫: ଅରୁଣ ଜେଟଲୀ ଷ୍ଟାଡିୟମରେ ଶନିବାର ଖେଳାଯାଥିବା ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏକୁଟିଆ କିରୋନ ପୋଲାର୍ଡ ବିରୋଧୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳ ବୋଲର୍ଙ୍କୁ ଘାଇଲା କରିଦେଇଥିଲେ। ଆଇପିଏଲ୍ ଇତିହାସରେ ମୁମ୍ବାଇ ପ୍ରଥମ ଥର ସଫଳତାର ସହ…
ଲଣ୍ଡନ ଯାତ୍ରାରୁ ଫିଲ୍ମ ନିର୍ଦ୍ଦେଶକ : ଇଚ୍ଛା ନ ଥିଲେ ବି ଏମିତି ବଦଳିଥିଲା ଭାଗ୍ୟ
ଦାଦା ସାହେବ ଫାଲକେଙ୍କ ପରେ ଭାରତୀୟ ସିନେମାରେ ସବୁଠାରୁ ବଡ ନାମ ସତ୍ୟଜିତ ରାୟଙ୍କର । କୁହାଯାଏ ଯଦି ସେ ନ ଥାନ୍ତେ, ନା ହିନ୍ଦୀ ସିନେମା ଅଗ୍ରଗତି କରିଥାନ୍ତା, ନା ଆଜି ଆମେ ସିନେମାକୁ ଏତେ ଗଭୀର ଭାବରେ ଜାଣିଥାନ୍ତୁ…
ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନରେ ପଶିଲା ହାତୀ
ବାରଙ୍ଗ,୨।୫(ଡି.ଏନ୍.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ମାତିଛି ମାକେନା ହାତୀ। ଚନ୍ଦକା ଜଙ୍ଗଲର ଏହି ମାକେନା ହାତୀ ଶନିବାର ବିଳମ୍ବିତ ରାତିରେ ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନର ସୀମାକୁ ପଶିଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ାତେବେ ମାକେନା ନନ୍ଦନକାନନ…
ମା’ଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ମୁହଁ ଲଗାଇ ଅକ୍ସିଜେନ ଦେଲେ ଝିଅ, ଭିଡିଓ ଭାଇରାଲ
ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶରେ ଅକ୍ସିଜେନ ଅଭାବ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥିତିରେ ବହରାଇଚ ଜିଲା ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଚାଲିଆସିବ। ଯେତେବେଳେ ଆପଣାର ଲୋକ କିଏ ଅକ୍ସିଜେନ ଅଭାବରୁ…
ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ଆରଡ଼ି,୨।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଶନିବାର ସନ୍ଧ୍ୟାଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ସାଧାରଣ ଦର୍ଶନ ଉପରେ ଅଙ୍କୁଶ ଲଗାଯାଇଛି। କେବଳ ସେବାୟତମାନେ…
Archives


