ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ
ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବ ବେଶ୍ ଗୋପନୀୟ ଭାବେ କରାଯାଇଛି। ଏଥିରେ କେବଳ ପରିବାର…
ଅଫ୍ଲାଇନ୍ରେ ପିଡିଏସ୍ ସାମଗ୍ରୀ ଦେବାକୁ ଦାବି
ଖଜୁରିପଡ଼ା/ବଲସକୁମ୍ପା,୧ା୫(ଡି.ଏନ.ଏ.)-ପିଡିଏସ୍ ସାମଗ୍ରୀ ଅଫ୍ଲାଇନ୍ ମାଧ୍ୟମରେ ଯୋଗାଇଦେବା ପାଇଁ ଶୁକ୍ରବାର ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୮ବର୍ଷ…
ବିବାହର ନଅ ବର୍ଷ ପରେ ବାପା ହେଲେ ଏହି ଅଭିନେତା, ଘରକୁ ଆସିଲା କୁନି ଅତିଥି
ବମ୍ବେ: ବିବାହର ନଅ ବର୍ଷ ପରେ ‘କସୌଟି ଜିନ୍ଦେଗୀ କି-୨’ ଫେମ୍ ସାହିଲ ଆନନ୍ଦଙ୍କ ଘରକୁ ଆସିଛି ନୂଆ ଅତିଥି। ସେ ବାପା ହୋଇଥିବା ନେଇ ଶୁକ୍ରବାର ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଗତ ଏପ୍ରିଲ ୧୪ରେ ଅଭିନେତାଙ୍କ ସ୍ତ୍ରୀ ରଜନୀତ୍ ମୋଙ୍ଗା…
କରୋନାରେ ଚାଲିଗଲା ସରପଞ୍ଚଙ୍କ ସ୍ବାମୀଙ୍କ ଜୀବନ
ଲୋଇସିଂହା,୧।୫(ଡି.ଏନ୍.ଏ.): କରୋନାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ସରପଞ୍ଚ ରୀନା ବିଶିଙ୍କ ସ୍ବାମୀ ଗୋପୀନାଥ ବିଶି(୪୯)ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବଲାଙ୍ଗୀର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ…
ଗୋଲିଆରେ କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ
ବୁଗୁଡ଼ା,୧ା୫(ଡି.ଏନ.ଏ.)-ବୁଗୁଡ଼ା ଏନ୍ଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସରକାରୀ ଭାବେ କୋଭିଡ୍ରେ କୌଣସି ମୃତ୍ୟୁ ହୋଇ ନ ଥିବା କୁହାଯାଉଥିଲେ ମଧ୍ୟ ଶନିବାର ସୁଦ୍ଧା ୩ ଜଣଙ୍କ…
ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ ୭ ଷ୍ଟାଫ୍ କରୋନା ପଜିଟିଭ୍
ଲୋଇସିଂହା,୧।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୦ ଦିନରେ ଡାକ୍ତରଙ୍କ ସମେତ ୭ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଛନ୍ତି। ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ, ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ ୫ ଡାକ୍ତର…
ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍; ଦୂରରେ ଥାଇ ବି…
ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି। ବିପଦର ଏଭଳି ପରିସ୍ଥିତିରେ ମନୋରଞ୍ଜନଜଗତ ସହ ଜଡ଼ିତ ଅନେକ କଳାକାର ସହାୟତା ପାଇଁ ଆଗେଇ…
ବଜ୍ରପାତରେ ଜଳିଗଲା ବାସଗୃହ
ରୂପସା, ୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଡ଼ିଆ ଗ୍ରାମରେ ବଜ୍ରପାତ ହୋଇ ଅଗ୍ନିକାଣ୍ଡ ଘଟି ଗୋପାଳ ଜେନାଙ୍କ ବାସଗୃହ ଜଳିଯାଇଛି। ଶୁକ୍ରବାର ସାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଦମକଳ ବାହିନୀ ଓ ଗାଁ ଲୋକେ ମିଶି…
ଅପରାହ୍ନ ୨ଟା ପରେ ଗଣ୍ଡିବେଡ ବଜାର ବନ୍ଦ
ଖଇରା, ୧ା୫(ଡି.ଏନ.ଏ.)-କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ବଣିକ ସଂଘ ଡାକରାରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାର ବଣିକ ସଂଘ ତରଫରୁ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ପରଦିନ ସକାଳ ପର୍ଯ୍ୟନ୍ତ ବଜାର…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ
ବାଲେଶ୍ବର ଅଫିସ, ୧ା୫-ବାଲେଶ୍ବର ସହର ସହଦେବଖୁଣ୍ଟା ଅଞ୍ଚଳରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ୧କେଜି ୩୬୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟିର ଊର୍ଦ୍ଧ୍ୱ ହେବ। ଏହି କାରବାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସହଦେବଖୁଣ୍ଟା ଅଞ୍ଚଳରେ…
୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ
ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ ଅଶ୍ଚର୍ଯ୍ୟ ହୋଇଛନ୍ତି। ବ୍ରିଟେନର ଅକ୍ସଫୋର୍ଡସ୍ଥିତ ଏଷ୍ଟନ ଅଞ୍ଚଳରେ ଏପରି ମାମଲା ସାମ୍ନାକୁ ଆସିଛି। ଏଠାକାର…
କରୋନାରେ ଶାହାବୁଦ୍ଦିନ୍ଙ୍କ ପରଲୋକ…
ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍ପି ମହମ୍ମଦ ଶାହାବୁଦ୍ଦିନ୍ଙ୍କ ପରଲୋକ ଶନିବାର ଘଟିଛି। ସେ ଦିଲ୍ଲୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ଏହି ଖବରକୁ ଗୁଜବ…
Archives


