ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨।୫: ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ଅନ୍ୟ ରାଜ୍ୟର ବିଜେତା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।…
ମେଡିକାଲରେ ଭର୍ତ୍ତି ହେଲେ ରାହୁଲ
ଅହମ୍ମଦାବାଦ,୨।୫ : ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଯିବ। ଏହି କାରଣରୁ ତାଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଅତିକମ୍ରେ ଗୋଟେ ସପ୍ତାହ ପାଇଁ ସେ ଆଇପିଏଲରୁ ଦୂରେଇ ରହିବେ। ତାଙ୍କ ଅନୁପସ୍ଥିତିରେ…
ଗଛ ତଳେ କ୍ୱାରେଣ୍ଟିନ୍ ଥିଲେ କରୋନା ଆକ୍ରାନ୍ତ
କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି ସୁବିଧା ନ ଥିବାରୁ ଗାଁମୁଣ୍ଡ ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। ଘଟଣା ୩…
ବଦଳିଗଲା କ୍ୟାପଟେନ୍, ଭାଗ୍ୟ ନୁହେଁ
ନୂଆଦିଲ୍ଲୀ,୨।୫ : କ୍ରମାଗତ ବିଫଳତା ପରେ ବଦଳି ଦେଲେ ଅଧିନାୟକ। କିନ୍ତୁ ଫଳାଫଳରେ ଆସିଲା ନାହିଁ କୌଣସି ପରିବର୍ତ୍ତନ। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୫୫ ରନ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି। ଏହା ହାଇଦ୍ରାବାଦ୍ ଦଳର ଚଳିତ ଆଇପିଏଲରେ…
କଡ଼ା ଟକ୍କର ପରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ
କୋଲକାତା,୨।୫: କଡା ଟକ୍କର ମଧ୍ୟରେ ନନ୍ଦିଗ୍ରାମରୁ ବିଜୟ ହାସଲ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ୍ର ୧୯୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ କଡା ଟକ୍କର…
ଆଇପିଏଲ ଇତିହାସରେ ପ୍ରଥମ ଥର
ନୂଆଦିଲ୍ଲୀ,୨।୫ : ୨୦୦୯ରୁ ଆଇପିଏଲରେ ଖେଳି ଆସୁଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନର। କଦାପି ଖରାପ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ି ନ ଥିଲେ। ହେଲେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍ ଦଳର ଖରାପ ପ୍ରଦର୍ଶନ ଯୋଗୁ ଅଧିନାୟକ…
କୌଣସି ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବି ନାହିଁ – ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ଭାଜପା ୧୦୦ ଆସନରୁ ଅଧିକ ଜିତିବ ନାହିଁ, ଯଦି ଜିତିବ ନିର୍ବାଚନୀ ରଣନୀତି କାମରୁ ସନ୍ୟାସ ନେଇଯିବି। ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏଭଳି ଘୋଷଣ କରିଥିଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ପ୍ରଶାନ୍ତଙ୍କ ଦାବି ରବିବାର ସତ୍ୟ…
ଭାଜପା ଅଫିସ୍ରେ ଲାଗିଲା ନିଆଁ
କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଏପର୍ଯନ୍ତ ଟ୍ରେଣ୍ଡରେ ତୃତୀୟ ଥର ପାଇଁ ଟିଏମସି ସରକାର ଗଠନ କରିବାକୁ ଯାଉଥିବା ଦେଖାଯାଉଛି। ଫଳାଫଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ଏବଂ ଏହା ପୂର୍ବରୁ ହିଂସା ଆରମ୍ଭ ହୋଇଯାଇଛି।…
ଐତିହାସିକ ବିଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ଏମିତି ଅନୁରୋଧ କଲେ ମମତା
କୋଲକତା,୨।୫: ଦେଶର ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦୦ରୁ ଅଧିକ ଆସନ ଜିତିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ…
ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ ପାଲଟିଛି ଦିଲ୍ଲୀ
ନୂଆଦିଲ୍ଲୀ,୨।୫ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମ ଏବେ ପାଲଟିଛି ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ। ଶନିବାର ଭଳି ରବିବାର ମଧ୍ୟ ଏଠାରେ ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ ରାଜୁତି। ଜୋସ ବଟଲର(୧୨୪)ଙ୍କ ବିସ୍ଫୋରକ ଶତକ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୨୧ ରନ୍ର…
କ୍ରିକେଟ୍ର ଏଭଳି ରେକର୍ଡ ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ
ୱେଷ୍ଟଇଣ୍ଡିଜ ର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ପରେ ଯଦି କୌଣସି ଖେଳାଳି କ୍ରିକେଟ ଉପରେ ଅଧିକ ପ୍ରଭାବ ପକାଇଥିବେ, ତେବେ ସେ ହେଉଛନ୍ତି ଲାରା।…
ମମତାଙ୍କୁ ଶୁଭେଚ୍ଛାର ସୁଅ: ବହୁ ନେତା ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ପୁଣି ଥରେ କ୍ଷମତାକୁ ଫେରୁଥିବା ଜଣାପଡିଛି। ବିଧାନସଭା ନିର୍ବାଚନ ଫଳଫଳରେ ତୃଣମୂଳ କଂଗ୍ରେସ ୨୦୦ଟି ଆସନ ଅତିକ୍ରମ କରୁଥିବାବେଳେ ଭାରତୀୟ ଜନତା ପାର୍ଟି ଦୁଇ ଅଙ୍କ ବିଶିଷ୍ଟ ମାର୍କ ମାରିବାକୁ ସଂଘର୍ଷ…
Archives


