ରୋମାଣ୍ଟିକ୍‌ ଗୀତର ଶୁଟିଂ କଲେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ ପାଇଁ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ ଏକ ଜବରଦସ୍ତ ଶୁଟିଂ କରିଛନ୍ତି। ସଲ୍ଲୁ ଏବଂ କ୍ୟାଟ୍‌ ଗୁରୁବାର ଲଭ୍‌ ଲକ୍‌ ବ୍ରିଜରେ ଏକ ରୋମାଣ୍ଟିକ୍‌ ଗୀତର ଶୁଟିଂ କରିଛନ୍ତି। ଏହାପୂର୍ବରୁ ଦୁହେଁ ଫିଲ୍ମ ପାଇଁ ଅନେକ ଆକ୍ସନ ସିନ୍‌ର ଶୁଟିଂ କରିଥିଲେ। ଫିଲ୍ମର ଆକ୍ସନ ସିଡ୍ୟୁଲର ଶୁଟିଂ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଦୁହେଁ ରୋମାଣ୍ଟିକ୍‌ ଗୀତର ଶୁଟିଂ କରିଛନ୍ତି।

ସଲମାନ-କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଅଷ୍ଟ୍ରିଆରେ ଅଛନ୍ତି। ବର୍ତ୍ତମାନ ଉଭୟ ୧୦ ଦିନ ପାଇଁ ସାଲଜବର୍ଗରେ ରହିବେ। ଏକ ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ମନୀଷ ଶର୍ମା ଅଷ୍ଟ୍ରିଆରେ ଏହି ଗୀତର ଶୁଟିଂ କରୁଛନ୍ତି। ଅଷ୍ଟ୍ରିଆରେ ଶୁଟିଂ ଶେଷ ହେବା ପରେ ସଲମାନ ଏବଂ କ୍ୟାଟ୍ରିନା ମୁମ୍ବାଇ ଫେରି ଫିଲ୍ମର ବାକି ଗୀତର ଶୁଟିଂ କରିବେ। ‘ଟାଇଗର-୩’ ଫିଲ୍ମରେ ଇମ୍ରାନ ହାସମୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ନଜର ଆସିବେ। ଯାହାକି ପ୍ରଥମଥର ପାଇଁ ସଲମାନଙ୍କ ସହ ଅଭିନୟ କରିବେ ଇମ୍ରାନ।


Enter your email to get our daily news in your inbox.

All Right Reserved By Dharitri.Com

କରୀନାଙ୍କ ଏହି ମହଙ୍ଗା ହିଲ୍‌ର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ: ଦେଖିଲେ କହିବେ ଖାଲି ଚପଲ ଏହାଠୁ କେତେ ଭଲ

ଫ୍ୟାଶନ ଦୃଷ୍ଟିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ସମ୍ପୂର୍ଣ୍ଣ ଭିନ୍ନ। ସେ ଗର୍ଭାବସ୍ଥାରେ ଏପରି ଏକ ଷ୍ଟାଇଲିସ ଲୁକ୍‌ରେ ଦେଖାଯାଇଥିଲେ ଯେ ଅନ୍ୟମାନଙ୍କ ପାଇଁ...

ଥିଏଟର ଗ୍ରୁପରେ କିରଣଙ୍କ ସହ ଦେଖା ହୋଇଥିଲା ଅନୁପମଙ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିରଣ ଖେର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୪ ଜୁନ ୧୯୫୨ରେ ସେ ପଞ୍ଜାବରେ ଜନ୍ମ ହୋଇଥିଲେ...

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ରିଲିଜ୍‌

ବରୁଣ ଧାୱନ, କିଆରା ଆଡଭାନୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଏକ ପାରିବାରିକ ଡ୍ରାମା ଉପରେ...

ଅର୍ଜୁନଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ ଜୁନ୍‌ ୨୬ରେ ଥିଲା। ପ୍ରେମିକା ମଲାଇକା ଆରୋରା ସ୍ପେଶାଲ ଡେ’ରେ ତାଙ୍କୁ ସ୍ପେଶାଲ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି।...

ଅଭିନେତା ତାରକ ରତ୍ନଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ,୨୦।୨ : ଏନ୍‌.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଶନିବାର ଅକାଳ ବିୟୋଗ ହୋଇଛି। ତାଙ୍କୁ ୩୯ ବର୍ଷ...

ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଏବେ ବିଦେଶରେ ଛୁଟି କାଟୁଛନ୍ତ। ନ୍ୟୁୟର୍କରେ ସେ ଏବେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହ ଛୁଟି କାଟୁଥିବା...

ସାଉଥ୍‌ ସିନେମାର ପ୍ରଥମ, ଗ୍ରୀସରେ ରିଲିଜ୍‌ ହେବ ଫିଲ୍ମ

ସାଉଥ୍‌ ସିନେମାର ରକିଂ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’କୁ ଅପେକ୍ଷା କରିଛନ୍ତି ଦର୍ଶକ। ଏହି ଫିଲ୍ମଟି ଆସନ୍ତା ୧୪ ରେ ମୁକ୍ତିଲାଭ କରିବାକୁ ଯାଉଛି...

‘ଯଦି ମୋ ସହିତ କିଛି ଘଟେ, ନାନା ପାଟେକର ଦାୟୀ ରହିବେ’, ଏଭଳି କାହିଁକି କହିଲେ ଅଭିନେତ୍ରୀ?

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ୨୦୧୮ରେ ସୋସିଆଲ ମିଡିଆରେ ମିଟୁ ହ୍ୟାସଟ୍ୟାଗ ଆରମ୍ଭ କରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଦେଇଥିଲେ। ଯେଉଁଥିରେ ସେ ବଡ଼ ଖୁଲାସା କରିଥିଲେ।...

Advertisement
Archives

Model This Week