ଦରକାର ନ ଥିଲେ ଆର୍ଟି-ପିସିଆର୍ ଟେଷ୍ଟ କରନ୍ତୁ ନାହିଁ
ନୂଆଦିଲ୍ଲୀ, ୫ା୫: କୋଭିଡ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ନୂତନ ଗାଇଡ୍ଲାଇନ ଜାରି ହୋଇଛି। ଆବଶ୍ୟକ ନ ଥିଲେ ଆର୍ଟି-ପିସିଆର୍ ଟେଷ୍ଟ ନ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ବିଶେଷ କରି ଲାବୋରେଟୋରୀଗୁଡ଼ିକ ଉପରୁ ଚାପ…
ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ନେଇ ପାରିବେ ନାହିଁ କରୋନା ଟିକା
ଭୁବନେଶ୍ୱର,୫।୫: ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ବୁଧବାର ଏହି ସୂଚନା ଦେଇଛନ୍ତି ଏସ୍ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ମୁଖ୍ୟ ତୁଷାର ଜ୍ୟୋତି କର। ଏପରି କି କରୋନା ସଂକ୍ରମଣ ସମୟରେ ଗର୍ଭ…
ବାପାଙ୍କ ଜୁଇ ଉପରକୁ ଡେଇଁଲା ଝିଅ
ବର୍ମେର,୫।୫ : ରାଜସ୍ଥାନର ବର୍ମେରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ବାପାଙ୍କ ଜୁଇ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୩୪ ବର୍ଷୀୟା ମହିଳା। ମହିଳାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ପୋଲିସ…
୧୦ରୁ ଊର୍ଦ୍ଧ୍ୱ ଜିଲାରେ ବଜ୍ରପାତ ସମ୍ଭାବନା
ଭୁବନେଶ୍ବର,୫।୫: ରାଜ୍ୟର ବିଭିନ୍ନ ଜିଲାରେ କାଳବେଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସମ୍ପୃକ୍ତ ଜିଲାଗୁଡିକୁ ୟେଲୋ ୱାର୍ନିଂ ଜାରି କରି ଲୋକଙ୍କୁ ସତର୍କ ରହିବାକୁ…
ଲଣ୍ଡନରେ ପହଞ୍ଚିଲେ ୮ ଇଂଲଣ୍ଡ ଖେଳାଳି, ଏବେ ବି ଅଟକିଛନ୍ତି ମୋର୍ଗାନ
ନୂଆଦିଲ୍ଲୀ,୫।୫ : ଆଇପିଏଲ ସ୍ଥିଗିତ ହେବା ପରେ ଇଂଲଣ୍ଡର ୮ ଖେଳାଳି ବୁଧବାର ଲଣ୍ଡନ ଫେରିଛନ୍ତି। ବିଶ୍ୱର ବିତ୍ତଶାଳୀ କ୍ରିକେଟ ଲିଗ୍ ସ୍ଥଗିତ ରଖାଯିବା ପରେ ଇଂଲଣ୍ଡ ଦଳର ସଦସ୍ୟମାନେ ଦିଲ୍ଲୀରୁ ଫ୍ଲାଇଟ୍ ନେଇଥିଲେ। ଜନ୍ନି ବେଆରଷ୍ଟୋ, ଜୋସ ବଟଲର, ସାମ…
ଲକ୍ଡାଉନର ପ୍ରଥମ ଦିନରେ କଡ଼ାକଡ଼ି ଯାଞ୍ଚ
ରାଇକିଆ,୫।୫(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଲକ୍ଡାଉନ୍ର ପ୍ରଥମ ଦିନର ପ୍ରଭାବ ଦେଖିବାକୁ ମିଳିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି । ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡି କରଯାଇଛି । ବିଶେଷ…
ବ୍ରେକ୍ଅପ ପରେ ଷ୍ଟାର: ଏହି ପ୍ରସିଦ୍ଧ ଗାୟିକାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ଏକ୍ସ
ଆଜି ପ୍ରସିଦ୍ଧ ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଜନ୍ମଦିନ। ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ଅଡେଲେ। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ତାଙ୍କ ଷ୍ଟାର ହେବା ପଛରେ ଏକ ମଜାଦାର କାହାଣୀ…
ଡରାଉଛି କରୋନା: କୋଭିଡରେ ଆଖି ବୁଜିଲେ ଯୋଦ୍ଧା
ବଲାଙ୍ଗୀର ଅଫିସ,୫।୫: ବଲାଙ୍ଗୀର ଜିଲା ଚୁଡାପାଲି ହସ୍ପିଟାଲରେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରି ଲୋକପ୍ରିୟତା ହାସଲ କରିଥିବା କୋଭିଡ ଯୋଦ୍ଧା ଫାର୍ମାସିଷ୍ଟ ଦିବାକର ପରିଡ଼ାଙ୍କ ମଙ୍ଗଳବାର ପରୋଲୋକ ଘଟଇଛି। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ…
ଏହି ପ୍ରସିଦ୍ଧ ଗାୟିକାଙ୍କ ଆଜି ଜନ୍ମ ଦିନ: ରାତାରାତି ଅଲ୍ବମ୍ କରିଦେଲା ଷ୍ଟାର
ଜଣାଶୁଣା ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଆଜି ଜନ୍ମଦିନ। ସେ ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଅବସରରେ ସାରା ବିଶ୍ୱରୁ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଡେଲେଙ୍କ ନାମ ସେହି ଗାୟକମାନଙ୍କ ସହ ଆସିଥାଏ,…
ବିବାହ ଉତ୍ସବ ଆୟୋଜନ ନ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ…
ପାଟନା,୫।୫: ବିହାରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ସ୍ବତନ୍ତ୍ର ଅନୁରୋଧ କରିଛନ୍ତିି। ସେ କହିଛନ୍ତି ଯେ, କେହି ଏବେ ବିବାହ ଉତ୍ସବ ଆୟୋଜନ ନ କରିବା ଆବଶ୍ୟକ। ଏକାଠି ବହୁ ଲୋକ ଜମା ହେଲେ ସଂକ୍ରମଣ…
ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଲଗାତର ତୃତୀୟ ଥର ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଶପଥ ନେଇଛନ୍ତି। ରାଜ ଭବନରେ ରାଜ୍ୟପାଳ ଜଗଦୀପ ଧନକଡ ତାଙ୍କୁ ଶପଥ ପାଠ କରାଇଥିଲେ। କରୋନାକୁ ଦୃଷ୍ଟିରେ ରଖି ଏହି ଶପଥ…
କ୍ଷତିରେ ପଡିଲା ବିସିସିଆଇ: ବୁଡିଲା ଏତିକି ଟଙ୍କା
ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ବୋର୍ଡର କ୍ଷତି ବିଷୟରେ ଏବେ ଚର୍ଚ୍ଚା ହେଉଛି। ବିସିସିଆଇ ଆଇପିଏଲ୍ର ପ୍ରତି ସିଜିନରୁ ହାରାହାରି ୪ ହଜାର କୋଟି ଟଙ୍କା ରୋଜଗାର କରେ। କିନ୍ତୁ ଚଳିତ…
Archives


