Home Left

୨ ଗ୍ରାମ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍‌ଏସି ଅଧୀନ ମିରିଗିଣି ଗ୍ରାମରେ ୩୧ରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଜିଲାପାଳ କେ. ସୁଦର୍ଶନ…

ହାଇକୋର୍ଟରେ ପରୀ ମାମଲା : ୭ରେ ପରବର୍ତ୍ତୀ ଶୁଣାଣି

ନୟାଗଡ଼ ଅଫିସ, ୫।୫: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ବୁଧବାର ନାବାଳକ କଲେଜ ଛାତ୍ରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି । ବିଚାରପତି ଏସ୍‌.କେ. ପାଣିଗ୍ରାହୀ ଏହାର ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ…

କୋଭିଡ୍‌ ବେଳେ ଯୋଗୀ ଆଦିତ୍ୟନାଥଙ୍କ ଗୋରୁ ସୁରକ୍ଷା ଚିନ୍ତା

ଲକ୍ଷ୍ନୌ, ୫ା୫ : କୋଭିଡ୍‌-୧୯ କାରଣରୁ ଉତ୍ତର ପ୍ରଦେଶରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଗୋରୁ ସୁରକ୍ଷାକୁ ପ୍ରଧାନ୍ୟ ଦେଉଛି ଯୋଗୀ ଆଦିତ୍ୟନାଥଙ୍କ ସରକାର। ରାଜ୍ୟର ପ୍ରତ୍ୟେକ ଜିଲାରେ ଗୋରୁଙ୍କ ସୁରକ୍ଷା ଲାଗି ହେଲ୍ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ…

ପୋଲିସ ଅଧିକାରୀଙ୍କ ପ୍ରତାରଣା: ଷ୍ଟାଫ୍‌ନର୍ସଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୫ା୫: ଖାକିରେ ପୁଣି ଲାଗିଛି କଳଙ୍କର ଦାଗ। ଝାରସୁଗୁଡ଼ା ଜିଲାର ଜଣେ ପୋଲିସ ଅଧିକାରୀଙ୍କ ପ୍ରତାରଣା ସହି ନ ପାରି ମହିଳା ଷ୍ଟାଫ୍‌ନର୍ସ ଆତ୍ମହତ୍ୟା କରିଛନ୍ତି। ଏ ନେଇ ବନହରପାଲି ଥାନା ପୋଲିସ ଏକ ମାମଲା(ନଂ.୫୪/୨୧) ରୁଜୁ କରି ତଦନ୍ତ…

‘ ମମତାଙ୍କ ହାତରେ ଲାଗିସାରିଛି ରକ୍ତ ’

କୋଲକାତା, ୫ା୫ – ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ଲାଗିସାରିଛି ରକ୍ତ। ଗତ ବର୍ଷ ଅମ୍ଫାନ, ଏଥର ପଶ୍ଚିମବଙ୍ଗବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମମତା ଫାନ। ନିର୍ବାଚନୀ ପରବର୍ତ୍ତୀ ହିଂସା ପରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିବା ଭାଜପା…

୩୯ ପୋଲିସ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ ଦିନରାତି ଏକ କରିଦେଇଛି। ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ, କୋଭିଡ୍‌ ସଚେତନତା, ଆମାନିଆଙ୍କୁ ସାବାଡ୍‌…

ପୁଣି ୨ ମାସ ମିଳିବ ମାଗଣା ଖାଦ୍ୟ

ନୂଆଦିଲ୍ଲୀ, ୫।୫: କରୋନା ସଙ୍କଟ ବେଳେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ ୨ ମାସ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର…

ଚାକିରି ପ୍ରଲୋଭନ ଦେଇ ଯୁବତୀ ଚାଲାଣ

କୋରୁକୋଣ୍ଡା, ୫ା୫- ଚାକିରି ପ୍ରଲୋଭନ ଦେଇ ୪୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନିଆଯାଉଥିଲା ତାମିଲନାଡୁ। ସେମାନଙ୍କୁ କୁହାଯାଇଥିଲା ବଲାଙ୍ଗୀରର ଏକ ସିଲେଇ କମ୍ପାନୀରେ ଦିଆଯିବ ନିଯୁକ୍ତି। ପ୍ରଥମେ ୪୦ରୁ ଅଧିକ ଆଦିବାସୀ ଝିଅଙ୍କୁ ଏକ ପ୍ରାଥମିକ ବିଦ୍ୟାଳୟରେ ୧ ମାସ ଧରି ଦିଆଯାଇଥିଲା…

କ୍ଷେତରେ ଅନେଇ ରହିଥିଲା ମୃତ୍ୟୁ, ଏକାଠି ଚାଲିଗଲେ ୨ ସାଙ୍ଗ

କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ ଭତ୍ରା। ପ୍ରକାଶ ଯେ, ଊର୍ମିଳା, ହୀରାଦେଈ, ଲତା କେଉଟ ଓ ମେନକା ଭତ୍ରା ସାଙ୍ଗ…

‘ ମାର୍ଚ୍ଚ ଆରମ୍ଭରୁ ଭୟାବହତା ନେଇ ସରକାରଙ୍କୁ ଚେତାଇ ଦେଇଥିଲୁ ’

ନୂଆଦିଲ୍ଲୀ,୫।୫ : ମାର୍ଚ୍ଚ ଆରମ୍ଭରୁ ସରକାରଙ୍କ ନିକଟରେ କୋଭିଡ୍‌-୧୯ର ନୂଆ ଭ୍ୟାରିଆଣ୍ଟ୍ସ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିିଥିଲୁ। ଏହା ଦ୍ୱାରା ଦେଶରେ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ଢ଼େର ବୃଦ୍ଧି ପାଇବ। ଏକ ସାକ୍ଷାତ୍‌କାରରେ ଏହା ସ୍ପଷ୍ଟ କରିଛନ୍ତି ପ୍ରମୁଖ ବୈଜ୍ଞାନିକ…

ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଭର୍ଚୁଆଲି ବିଭିନ୍ନ ଆଲୋଚନାରେ ଯୋଗଦେବେ…

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୁପକ୍ଷ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସେମାନଙ୍କ ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri