Home Left

ଘରୋଇ ହସ୍ପିଟାଲକୁ ମାଗଣାରେ ଟିକା

ଭୁବନେଶ୍ୱର,୭ା୫(ବ୍ୟୁରୋ):ସମଗ୍ର ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଟିକା ନେବା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ଆଦର୍ଶ ସାଜିଛି ଅଙ୍ଗନଓ୍ବାଡି

ଢେଙ୍କାନାଳ ଅଫିସ, ୭।୫ ପରିଷ୍କାର ପରିଚ୍ଛନ୍ନ ବାତାବରଣ। ନୂଆ ରଙ୍ଗରେ ଝଲସୁଛି କୋଠା। ଅଙ୍କା ଯାଇଛି ଭଳିକି ଭଳି ରଙ୍ଗବେରଙ୍ଗ ଚିତ୍ର। ବାହାର ପରିବେଶଠୁ ଆହୁରି ଚମତ୍କାର ଭିତରର ଦୃଶ୍ୟ। ପଡ଼ିଛି ରଙ୍ଗିନ ପ୍ଲାଷ୍ଟିକ୍‌ ଚେୟାର, ଟେବୁଲ। କୁନି ପିଲାମାନେ ଯେପରି…

ଓଡ଼ିଶା ଏଫ୍‌ସି ଫୁଟ୍‌ବଲ କମିଟିରେ ଭିଲ୍ଲା

ଭୁବନେଶ୍ୱର, ୭।୫(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ କମିଟିରେ କିମ୍ବଦନ୍ତୀ ଫୁଟ୍‌ବଲର ଡେଭିଡ ଭିଲ୍ଲାଙ୍କୁ ସାମିଲ କରାଯାଇଛି। ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି। ସ୍ପେନ ଲିଜେଣ୍ଡ ଭିଲ୍ଲାଙ୍କୁ କ୍ଲବର ଗ୍ଲୋବାଲ ଫୁଟ୍‌ବଲ ଅପରେଶନ…

ଆଇପିଏଲ୍‌ର ଅବଶିଷ୍ଟାଂଶ ଆୟୋଜନ ପାଇଁ ୪ ଇଂଲିଶ କାଉଣ୍ଟି ଆଗ୍ରହୀ

ଲଣ୍ଡନ, ୭।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନ ପାଇଁ ୪ ଇଂଲିଶ ପ୍ରିମିୟର କାଉଣ୍ଟି ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ହେଲେ ମିଡିଲସେକ୍ସ, ସରେ, ଓ୍ବାରଓ୍ବିକଶାୟାର ଓ ଲଙ୍କାଶାୟାର। ଜୈବ ସୁରକ୍ଷିତ ପରିବେଶରେ ୪ ଖେଳାଳି…

ହସ୍ପିଟାଲ ବେଡ୍‌ ନ ମିଳିବାରୁ ବିଧାନସଭା ଆଗରେ ବିକ୍ଷୋଭ

ବେଙ୍ଗାଲୁରୁ , ୬ା୫ : କୋଭିଡ୍‌-୧୯ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ। ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ ମିଳିବାରୁ…

ପଶ୍ଚିମବଙ୍ଗ ଆସିଲେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କୋଲକାତା,୬।୫: ପଶ୍ଚିମବଙ୍ଗକୁ ବିମାନ, ଟ୍ରେନ୍‌ କିମ୍ବା ଆନ୍ତଃରାଜ୍ୟ ବସ୍‌ରେ ଆସିବାକୁ ଥିଲେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କରୋନା ସଂକ୍ରମିତ ଯାତ୍ରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ଶୁକ୍ରବାର ଏହି ନିୟମ…

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ବିଭାଗୀୟ ସଚିବ ଚିଠି ନଂ. ୧୩୬୩୫/୨୧ରେ ତାଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ଅଧିକ…

ସିଙ୍ଗଲ୍‌ ଡୋଜ ଟିକାକୁ ମିଳିଲା ଅନୁମତି

ମସ୍କୋ, ୬ା୫ : ରୁଷିଆର ସ୍ବାସ୍ଥ୍ୟ ଅଧିକାରୀ ସ୍ପୁଟନିକ-ଭି କରୋନା ଭାଇରସ ଟିକାର ସିଙ୍ଗଲ୍‌ ଡୋଜ ଭର୍ସନକୁ ଗୁରୁବାର ଅନୁମତି ଦେଇଛନ୍ତି। ଟିକା ପ୍ରସ୍ତୁତିରେ ଖର୍ଚ୍ଚ କରୁଥିବା ରୁଷିଆନ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ (ଆର୍‌ଡିଆଇଏଫ୍‌) ପକ୍ଷରୁ କୁହାଯାଇଛି, ସ୍ପୁଟନିକ ଲାଇଟ୍‌ କୋଭିଡ୍‌-୧୯…

ଯୁବତୀଙ୍କୁ ଗର୍ଭବତୀ କରି ସମ୍ପର୍କୀୟ କକା ଫେରାର

ସୁନ୍ଦରଗଡ,୬।୫: ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପର୍କୀୟ କକା ଗର୍ଭବତୀ କରି ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ଗ୍ରାମବାସୀଙ୍କ ସହିତ ମିଶି ଥାନାରେ ଏତଲା ଦେବା ପରେ ପୋଲିସ…

ଅକ୍ସିଜେନ ଅଭାବ ନୋଟିସ ଜାରି କରିବାରୁ ହସ୍ପିଟାଲ ବିରୋଧରେ ମାମଲା

ଲକ୍ଷ୍ନୌ, ୬ା୫ : ରାଜ୍ୟରେ ଅକ୍ସିଜେନ ଅଭାବ ଥିବା ମାନିବାକୁ ନାରାଜ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲକ୍ଷ୍ନୌର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ନୋଟିସ ଜାରି କରାଯିବାରୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଉତ୍ତର ପ୍ରଦେଶ ପୋଲିସ। ଅକ୍ସିଜେନ…

ମେ’ ୯ରୁ ୨୮ ଟ୍ରେନ ବାତିଲ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ ରାଜଧାନୀ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନକୁ ରେଳ ବିଭାଗ ବାତିଲ କରି ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ। ରେଳ ବିଭାଗ…

ରାଇନାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟ ପାଇଁ ପହଞ୍ଚିଲେ ସୋନୁ ସୁଦ

ଲକ୍ଷ୍ନୌ, ୬ା୫ : ସମ୍ପର୍କୀୟ ମାଉସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଅବସରପ୍ରାପ୍ତ କ୍ରିକେଟର ତଥା ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ତାଙ୍କ ସମ୍ପର୍କୀୟଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇଥିଲେ ଅଭିନେତା ସୋନୁ ସୁଦ। ରାଇନା ଗୁରୁବାର ଅପରାହ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri