ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ
ବାଲିଶଙ୍କରା,୬।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ କରୁଆାହାଲ ଗ୍ରାମରେ ବୁଧବାର ରାତିରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକ ଶିବଶଙ୍କର…
ଆଇସିୟୁରେ ଭର୍ତ୍ତି ହେଲେ ଆଶାରାମ ବାପୁ
ଯୋଧପୁର,୬।୫: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କୁ କିଛିଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ପରେ ସେ ଜେଲରେ ଚିକିତ୍ସିତ…
ପଶ୍ଚିମବଙ୍ଗ ଗଲେ ଆର୍ଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର,୬।୫(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ଆର୍ପିସିଆର ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଭୁବନେଶ୍ବର ରେଳ ଷ୍ଟେଶନରେ କଟକଣା ଲାଗୁ କରାଯାଇଛି। ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର…
୩.୫ କୋଟି ରେଜିଷ୍ଟ୍ରେଶନ୍: ୨ ପ୍ରତିଶତରୁ କମ୍ ନେଇଛନ୍ତି ପ୍ରଥର ଡୋଜ୍ ଟିକା
ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ କରାଯାଇଛି। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଓ୍ବିନ୍ ଏବଂ ଆରୋଗ୍ୟ ସେତୁ ଆପ୍ ଜରିଆରେ କରୋନା ଟିକାର ରେଜିଷ୍ଟ୍ରେସନ…
ପ୍ରଥମେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର, ଶେଷରେ ମାରିଦେବାକୁ ଉଦ୍ୟମ
ବନ୍ତ,୬।୫(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇ ଶେଷରେ ନଦୀକୁ ଠେଲି ମାରିଦେବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ…
୧୫ ଦିନରେ ୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୬।୫: ଦେଶରେ କରୋନା ମାମଲା ଦୁଇ କୋଟି ମାର୍କ ଅତିକ୍ରମ କରିଛି। ମାତ୍ର ୧୫ଦିନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଚତୁର୍ଥ ନମୁନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ଗୋଟିଏ…
ଗଛମୂଳରେ ଆଶ୍ରୟ ନେଇଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ଯୁବକଙ୍କ ଜୀବନ
ଠାକୁରମୁଣ୍ଡା,୬।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରଡ଼ିଆ ଡ୍ୟାମ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ଭୋଗପୁର ଗ୍ରାମର ଅନିଲ କୁମାର ନାଏକ(୨୭) ବୋଲି ଜଣାପଡ଼ିଛି। ଖବରପାଇ ମହୁଲଡିହା…
ଦେଶ ପାଇଁ ଆଗେଇ ଆସିଲେ ବିରାଟ କୋହଲି: କରୁଛନ୍ତି ଏହି କାମ
ମୁମ୍ବାଇ,୬।୫: ଆଇପିଏଲ ୨୦୨୧ର ୧୪ତମ ସିଜନ ସ୍ଥଗିତ ହେବା ମାତ୍ରେ ଭାରତୀୟ କ୍ରିକେଟ ଦଳ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ମୁମ୍ବାଇରେ ପହଞ୍ଚି କରୋନା ରିଲିଫ୍ କାମ ଆରମ୍ଭ କରିଛନ୍ତି। ସମୟକ୍ରମେ ବିରାଟ କୋହଲି କରୋନା ମହାମାରୀ…
ଏପର୍ଯ୍ୟନ୍ତ ଘରକୁ ଯାଇନାହାନ୍ତି ଧୋନୀ: କାରଣ ଜାଣିଲେ କରିବେ ସାଲ୍ୟୁଟ୍
ମୁମ୍ବାଇ,୬।୫:ଆଇପିଏଲ ୨୦୨୧ ଅର୍ନିଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ଧୀରେ ଧୀରେ ଖେଳାଳିମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଶଂସକଙ୍କ ହୃଦୟ ଜିତିଛି। ଆଇପିଏଲ୍ ସ୍ଥଗିତ ହେବା ପରେ ସାଥୀ…
ଗଛରେ ସାଲାଇନ୍ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…
ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଏଭଳି ଲୋକଙ୍କୁ ଚିକିତ୍ସା ଆଳରେ ବହୁ ଠକାମୀର ଶିକାର ହେବାକୁ ପଡୁଛି। କିଛି କରୋନା…
ଆଳୁ ଉପରେ କରୋନା ଛାଟ
ଗଞ୍ଜାମ,୬।୫(ଡି.ଏନ୍.ଏ.): ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ମେ ୫ରୁ ୧୯ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ପୂର୍ବଭଳି ଶନିବାର ରବିବାର ଶଟ୍ଡାଉନ ବଳବତ୍ତର ରହିଛି। ଏହାର…
ମା’ଙ୍କ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜ ମନ କଥା ଖୁଲାସା କହିଛନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ପରାମର୍ଶ ନିଅନ୍ତି। ଏକ ସାକ୍ଷାତକାରରେ ପୂଜାରା କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ସଫଳତାର ଚାବି…
Archives


