୧୫ ଘଣ୍ଟା ପଡ଼ିରହିଲା ବୃଦ୍ଧଙ୍କ ମୃତଦେହ, ଘର ଲୋକ ବି ପାଖ ମାଡ଼ିଲେନି; ପିପିଇ କିଟ୍ ପିନ୍ଧି ଶ୍ମଶାନ ନେଲେ ବିଡିଓ
ଛେଣ୍ଡିପଦା,୮।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଝି ଗୋହିରାପଶି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ କରୋନା ଭୟରେ କେହି ପାଖ ମାଡ଼ିଲେ ନାହିଁ। ଶେଷରେ ନିଜେ ବିଡିଓ ଏବଂ ସରପଞ୍ଚ…
ଘରେ ପଶିଲା ଆଳୁ ବୋଝେଇ ଟ୍ରକ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ବର୍ତ୍ତିଲେ ସ୍ବାମୀ
କେସିଙ୍ଗା,୮।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କନ୍ତେସିର ଗ୍ରାମର ଜାତୀୟ ରାଜପଥ ୨୬ ନିକଟରେ ଥିବା ଏକଘର ଭିତରେ ଶନିବାର ସକାଳେ ଆଳୁ ବୋଝେଇ ଟ୍ରକ ପଶିଯାଇଥିଲା। ଏଥିରେ ମନ୍ଦନୀ ରଣାଙ୍କ (୫୬) ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମନ୍ଦନୀ ରଣାଙ୍କ ସ୍ବାମୀ…
ରାସ୍ତାରେ ବୁଲି ମୋଜା ବିକ୍ରି କରୁଥିବା ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା…
ଲୁଧିଆନା,୮।୫: ପଞ୍ଜାବର ଲୁଧିଆନାରେ ରାସ୍ତାରେ ବୁଲି ମୋଜା ବିକ୍ରି କରି ପରିବାର ପୋଷୁଥିବା ଜଣେ ୧୦ ବର୍ଷ ବୟସ୍କ ନାବାଳକଙ୍କ ଭିଡ଼ିଓ ଶୁକ୍ରବାର ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା। ୧ ମିନିଟ୍ ୨୩ ସେକେଣ୍ଡର ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ…
ଏଥର ଖାଲି ପରିଚୟପତ୍ର ଦେଖାଇଲେ ବି ଛାଡ଼ିବନି ପୋଲିସ
ଭୁବନେଶ୍ୱର,୮।୫(ବ୍ୟୁରୋ): ଶନିବାରଠାରୁ ଭୁବନେଶ୍ୱର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିଚୟପତ୍ର ଦେଖାଇ ବାହାନା ମାରି ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଟୁଇନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…
୧୦୦ କୋଟିରୁ ଅଧିକ ରୋଜଗାର କରିଛି ଏସବୁ ଅଭିନେତାଙ୍କ ଫିଲ୍ମ : ଆଜି ପର୍ଯ୍ୟନ୍ତ ମିଳିନି ଶ୍ରେଷ୍ଠ ଅଭିନେତା ପୁରସ୍କାର
ବଲିଉଡ ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିବା ଅନେକ ଅଭିନେତା ଅଛନ୍ତି, ଯାହାଙ୍କୁ ଦର୍ଶକ ହୃଦୟରୁ ଭଲପାନ୍ତି। ଏହା ସହ ତାଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଅନେକ ପ୍ରକାରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବଲିଉଡ ପୁରସ୍କାର ବିଷୟରେ କହିବାକୁ…
ଚିନ୍ତା ବଢ଼ାଇଲାଣି କଟକ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା
କଟକ ଅଫିସ,୮।୫: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ମହାମାରୀ ଗୋଟିଏ ପରେ ଗୋଟିଏ ଜିଲାରେ ତା’ର କାୟା ବିସ୍ତାର କଲାଣି। ଏପରିକି ଦୈନିକ ସଂକ୍ରମଣ ୧୦୦୦୦ ଉପରେ ରହୁଛି। ବର୍ତ୍ତମାନ ସବୁଠୁ ଚିନ୍ତାଜନକ ବିଷୟ ହେଲା…
ନିଶୁଳ୍କ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର…
ଲକ୍ଷ୍ନୌ,୮।୫: ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନିଶୁଳ୍କ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଜାରି କରିଛନ୍ତି। ସହର ଅବା ଗ୍ରାମୀଣ ଅଞ୍ଚଳରେ ଥିବା ସମସ୍ତ ଶ୍ମଶାନ ଏହି ସୁବିଧା ଉପଲବ୍ଧ ହେବ ବୋଲି ସେ କହିଛନ୍ତି।…
ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍, ନଚେତ୍…
ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ…
କୋଭିଡ ଡ୍ୟୁଟି ପାଇଁ ଯିବା ବେଳେ ଡାକ୍ତରୀ ଛାତ୍ରଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ
ନୟାଗଡ଼ ଅଫିସ/ଦଶପଲ୍ଲା, ୮।୫,(ଡି.ଏନ୍. ଏ.): କୋଭିଡ ଡ୍ୟୁଟି ପାଇଁ କଟକ ଏସ୍ସିବିରୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ବସ ଶୁକ୍ରବାର ବିଳମ୍ବତ ରାତିରେ ନୟାଗଡ଼ ଜିଲାରେ ଦୁର୍ଘଟଣା ଘଟିଛି। କଟକରୁ କେତେକ ମେଡିକାଲ ଛାତ୍ରୀଛାତ୍ରଙ୍କୁ ନେଇ ରାଜ୍ୟ…
ଫୋନ୍ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା
ଲଣ୍ଡନ,୮।୫: ବ୍ରିଟେନ୍ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି ସମୟରେ ବାଥ୍ରୁମ୍ ଯାଇଥିଲେ। ତାଙ୍କ ବନ୍ଧୁ ଫୋନ୍ କରିବାରୁ କଥା ବି ହେଉଥିଲେ। ମାତ୍ର…
କରୋନାରେ ଖବରଦାତା ପ୍ରଦୀପ ସାହୁଙ୍କ ଦେହାନ୍ତ
ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁରରେ ଦୈନିକ ଖବରକାଗଜ ‘ସମ୍ବାଦ’ରେ ଗଞ୍ଜାମ ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ପ୍ରଦୀପ କିଶୋର ସାହୁ (୪୩)ଙ୍କ ଶୁକ୍ରବାର ପୂର୍ବାହ୍ନରେ ଦେହାନ୍ତ ହୋଇଛି। ସେ କରୋନା ଆକ୍ରାନ୍ତ ହୋଇ କନିଷିସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।…
ଭୋଜି ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ
ଆର.ଉଦୟଗିରି,୮।୫(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର କୋଭିଡ୍ ନିୟମ ଉଲ୍ଲଂଘନ କରି ଏକ ବାହାଘର ଭୋଜି ଚାଲିଥିଲା। ଖବରପାଇ ଆର୍. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ବନ୍ଦ କରିବାକୁ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ…
Archives


