ଆବଶ୍ୟକତାକୁ ଦେଖି ବ୍ୟଗ୍ର
ଭୁବନେଶ୍ୱର,୮।୫(ବ୍ୟୁରୋ) ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଏକ ଟିକା ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍) ସହ ୭ ବର୍ଷ ତଳେ ବୁଝାମଣାପତ୍ର(ଏମ୍ଓୟୁ)ସ୍ବାକ୍ଷର କରିଥିଲେ। ତେବେ ଉକ୍ତ କମ୍ପାନୀ ଓଡ଼ିଶା ୟୁନିଟକୁ ସେତେଟା ଗୁରୁତ୍ୱ ଦେଇ…
ମେ’ ୨୪ ପର୍ଯ୍ୟନ୍ତ ଲକ୍ଡାଉନ୍…
ଚେନ୍ନାଇ,୮।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ୨ ସପ୍ତାହ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ମେ’୧୦ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେଜରାତି ଦୋକାନ ସମେତ ଅନ୍ୟ ଖାଦ୍ୟ…
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ସୁନ୍ଦରଗଡ଼ ଆଗରେ
ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଶନିବାର ରାଜ୍ୟରେ ୧୧,୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬,୬୧୩ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୫,୧୯୪ ଜଣ ଲୋକାଲ କେସ୍ ଥିବା…
ଏସ୍ଏନ୍ଏଲ୍ ବିବାଦରେ ମସ୍କ
ଓ୍ବାଶିଂଟନ,୮ା୫: ଆମେରିକାର ଏନ୍ବିସି ‘ସଟର୍ଡେ ନାଇଟ୍ ଲାଇଭ୍’ (ଏସ୍ଏନ୍ଏଲ୍)ରେ ପ୍ରସାରିତ ବିଳମ୍ବିତ ରାତି ଟିଭି କମେଡି ଶୋ’ ମଚ୍ ଏଡୋ ଏବାଉଟ ନଥିଂ ଏହାର ୪୬ତମ ସିଜନ୍ରେ ବିବାଦ ଘେରକୁ ଆସିଛି। ସ୍ପେସେକ୍ସ-ଟେସ୍ଲା ସିଇଓ ତଥା ଅରବପତି ଏଲନ୍ ମସ୍କ ନିକଟରେ…
ଶେଷନାରାୟଣ ସିଂଙ୍କ ପରଲୋକ
ନୋଏଡ଼ା, ୮।୫: ବର୍ଷୀୟାନ ସାମ୍ବାଦିକ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଶେଷନାରାୟଣ ସିଂଙ୍କର ଉତ୍ତରପ୍ରଦେଶ ଗ୍ରେଟର ନୋଇଡ଼ାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଗଭର୍ନମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ଏନ୍.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ
ପଣ୍ଡିଚେରୀ, ୮।୫(ଆଇଏଏନ୍ଏସ୍): ଅଖିଳ ଭାରତ ଏନ୍ଆର୍ କଂଗ୍ରେସ (ଏଆଇଏନ୍ଆର୍ସି)ର ପ୍ରତିଷ୍ଠାତା ନେତା ଏନ୍. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
ଦୃଷ୍ଟିଶକ୍ତି ହରାଇଲେଣି ୧୪ ଜଣ
ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍ ଫଙ୍ଗସ୍ ବା ମୁକୋରମାଇକୋସିସ୍ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪ ଜଣ…
ଜଷ୍ଟିସ୍ ଇକ୍ବାଲଙ୍କ ଦେହାନ୍ତ
ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏମ୍.ଓ୍ବାଇ. ଇକ୍ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ପରଲୋକରେ ସିଜେଆଇ ଏନ୍.ଭି.…
କରୋନାରେ ଏନ୍ଜିଟି ରେଜିଷ୍ଟ୍ରାର ଜେନେରାଲଙ୍କ ପରଲୋକ
ନୂଆଦିଲ୍ଲୀ, ୮।୫: ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ମୁଖ୍ୟ ବେଞ୍ଚ୍, ନୂଆଦିଲ୍ଲୀର ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ୨୦୨୦ ଜାନୁୟାରୀ ୧୪ରେ ଗର୍ଗ ଏନ୍ଜିଟି ରେଜିଷ୍ଟ୍ରାର ଜେନେରାଲ ଭାବେ ଦାୟିତ୍ୱ…
ବ୍ୟବସ୍ଥା ନୁହେଁ, ମୋଦି ସରକାର ବିଫଳ
ନୂଆଦିଲ୍ଲୀ,୮ା୫: କୋଭିଡ୍-୧୯ ସଙ୍କଟରୁ ଦେଶକୁ ମୁକୁଳାଇବାରେ ବ୍ୟବସ୍ଥା ବିଫଳ ହୋଇନାହିଁ, ବରଂ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ମହାମାରୀ କରୋନା ସ୍ଥିତିକୁ ନେଇ କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟିର ଭର୍ଚୁଆଲ ବୈଠକରେ…
ଆକାଉଣ୍ଟ ଡିଲିଟ୍ କରିବନି ହ୍ବାଟ୍ସଆପ୍
ନୂଆଦିଲ୍ଲୀ,୮।୫: ହ୍ବାଟ୍ସଆପ୍ ଏହାର ନୂଆ ପ୍ରିଭେସି ନିୟମକୁ ନେଇ କୋହଳ ମନୋଭାବ ପୋଷଣ କରିଛି। ନୂଆ ନିୟମ ନ ମାନିଲେ ବି ବର୍ତ୍ତମାନ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହେବ ନାହିଁ। ଏହାଦ୍ୱାରା ୟୁଜରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। କମ୍ପାନୀର ଏହି…
ଅନ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇଲା ନାହିଁ କୁକୁର, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
Archives


