‘ମୁଁ ହୋଟେଲ ରୁମ୍ରେ କାନ୍ଦୁଥିଲି, ବିରାଟ ଭାଇ ଆସିଥିଲେ ଏବଂ…’; ସିରାଜ କହିଲେ ମନକଥା
ନୂଆଦିଲ୍ଲୀ,୧୨।୫: ଉପରକୁ ସହଜ ନଜର ଆସୁଥିଲେ ହେଁ ଖେଳାଳିଙ୍କ ଜୀବନ ସେତେଟା ସହଜ ନୁହେଁ। ଶୀର୍ଷସ୍ତରୀୟ ଖେଳାଳି ହେବାକୁ ହେଲେ କଠିନ ପରିଶ୍ରମଠାରୁ ଆରମ୍ଭ କରି ମାନସିକସ୍ତରରେ ସେମାନଙ୍କୁ ସୁଦୃଢ଼ ହେବାକୁ ପଡ଼ିଥାଏ। ସେଭଳି ଜଣେ ହେଉଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ…
କଲ୍ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍ ସେଣ୍ଟର
ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜର୍ମାନୀରେ ମଧ୍ୟ ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି। ଯେଉଁଠାରେ ଏକ ବେଶ୍ୟାଳୟକୁ…
ଯେମିତି ଆରମ୍ଭ କରିଥିଲୁ, ସେମିତି ଶେଷ କରିବାକୁ ପୁଣି ଫେରିବୁ: ଭାବୁକ କଲା ସିଏସ୍କେର ଭିଡିଓ…
ନୂଆଦିଲ୍ଲୀ,୧୨।୫: ଚଳିତ ଆଇପିଏଲ୍ ସିଜନ୍ରେ ଭଲ ପ୍ରଦର୍ଶନ କରୁଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍କେ ଟିମ୍ ଟୁର୍ନାମେଣ୍ଟ ସ୍ଥଗିତ ହେବା ଆଗରୁ ୭ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୫ ମ୍ୟାଚ୍ ଜିତିଥିଲା। ଏଥିସହ ସେ ପଏଣ୍ଟ…
ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ
ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ,ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନୂଆଦିଲ୍ଲୀ ପ୍ରତ୍ୟାହାର ନ କରିବା…
ବିବାହର ୫ ଘଣ୍ଟା ପରେ କନ୍ୟାଙ୍କ ହେଲା ମୃତ୍ୟୁ, ସ୍ବାମୀ ଦେଲେ ମୁଖାଗ୍ନି
ବିହାରର ମୁଙ୍ଗେରରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବେଶ୍ ହସଖୁସିରେ ଚାଲିଥିଲା ବିବାହ। ସାତଫେରା ଏବଂ ସିନ୍ଦୁରଦାନ ମଧ୍ୟ ସରିଥିଲା। ପରେ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ନିୟତିର ନୀତି…
ମାତ୍ର ୨୪ ବର୍ଷରେ କ୍ରିକେଟ୍ ପଡିଆରେ ଆଖିବୁଜିଲେ ଏହି କ୍ରିକେଟର୍
କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ପ୍ରାଣ ହରାଇଛନ୍ତି। ଇଂଲଣ୍ଡର ନଟିଂହାମଶାୟରରେ ମଧ୍ୟ ଏଭଳି ଘଟଣା ଘଟିଛି। ନଟିଂହାମଶାୟର କ୍ରିକେଟ ବୋର୍ଡ ପ୍ରିମିୟର ଲିଗରେ ଖେଳୁଥିବା କ୍ରିକେଟର ଜୋଶୁଆ ଡାଉନିଙ୍କ ଦେହାନ୍ତ ହୋଇଛି। ସେ ପଡ଼ିଆରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ହୃଦଘାତ ହୋଇଥିଲା।…
ମୋ ବାପା-ମା’ ବାଡେଇବେ; କାହିଁକି ଏମିତି କହିଲେ ସଲମାନ ଖାନ୍
ବଲିଉଡର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନେକ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ପାଇଁ ସେ ଖବରରେ ଥା’ନ୍ତି। କିନ୍ତୁ ଦର୍ଶକ ଦବଙ୍ଗ ଚଳଚ୍ଚିତ୍ରରେ ‘ଚୁଲବୁଲ ପାଣ୍ଡେ’ର ଚରିତ୍ରକୁ…
ମଦ ଦୋକାନରେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ…
ନୋଏଡା,୧୨।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ଜାରି ରହିଛି। ଉତ୍ତରପ୍ରଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କର ଚିନ୍ତା ବୃଦ୍ଧି ପାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ…
ଦେଶର ପ୍ରଧାନମନ୍ତ୍ରୀ ହେବେ କି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ସୋନୁ ସୁଦ
ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିବାର ରାହା ଦେଖାଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ବଲିଉଡ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟି ସୋନୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ଦେଶକୁ…
ପାକିସ୍ତାନ କାରାଗାରରେ ତିନି ବର୍ଷ ବନ୍ଦୀ ଥିଲେ ଏହି ଅଭିନେତା: ୫୦ ବର୍ଷରେ ବଲିଉଡରେ କରିଥିଲେ ପ୍ରବେଶ
ସିନେମା ଜଗତରେ ଏପରି ଅନେକ କଳାକାର ଅଛନ୍ତି, ଯାହାର ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଆଜିର ପିଢ଼ି ଅତୀତର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ବିଷୟରେ ଖୁବ କମ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଶ୍ରେଷ୍ଠ ଅଭିନେତା ବିଷୟରେ…
୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା
ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…
ଏଭରେଷ୍ଟରେ କୋଭିଡ୍ ରେଖା ଟାଣୁଛି ଚାଇନା
ବେଜିଂ, ୧୨ା୫: ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟରେ ଚାଇନା କୋଭିଡ୍ ରେଖା ଟାଣିବାକୁ ଯୋଜନା କରିଛି। ନେପାଳରେ କରୋନା ସଂକ୍ରମଣର ବ୍ୟାପକ ଭାବେ ବଢ଼ିଚାଲିଥିବାବେଳେ ସେହି ଦେଶର ପର୍ବତାରୋହୀ ଯେପରି ଚାଇନା ନାଗରିକଙ୍କୁ ଭୂତାଣୁ ନ ବାଣ୍ଟନ୍ତୁ ସେଥିପାଇଁ ବେଜିଂ ଏହି…
Archives


