Home Left

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁଯାୟୀ, କୋଭିଡ୍‌ କଟକଣା ତଦାରଖ ପାଇଁ ତହସିଲଦାର ଇନ୍ଦିରା ସାହୁ…

ଗାଁରେ ବ୍ୟାପୁଛି ଜ୍ବର: ବିନା ଟେଷ୍ଟରେ ଖାଉଛନ୍ତି ଔଷଧ

ଖପ୍ରାଖୋଲ, ୧୨ା୫: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଗାଁ ଗାଁରେ ଲୋକଙ୍କୁ ଜ୍ବର ହେଉଛି। ସଚେତନ ଲୋକେ କରୋନା ଟେଷ୍ଟ କରୁଥିବା ବେଳେ ଅନେକ ବିନା ଟେଷ୍ଟରେ ଔଷଧ ଖାଇ ଭଲ…

୧୦ ଦିନରେ ୨୦ କେଜି କୋଭିଡ୍‌ ଔଷଧ ସଂଗ୍ରହ କଲେ ଡାକ୍ତର ଦମ୍ପତି

ମୁମ୍ବାଇ,୧୨।୫: ମୁମ୍ବାଇର ଏକ ଡାକ୍ତର ଦମ୍ପତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କଠାରୁ ଔଷଧ ସଂଗ୍ରହ କରି ଗରୀବ କରୋନା ଆକ୍ରାନ୍ତଙ୍କୁ ବାଣ୍ଟୁଛନ୍ତି। ଡ. ମାର୍କସ ରାନ୍ନି ଓ ତାଙ୍କ ପତ୍ନୀ ଡ. ରାଇନା ଚଳିତ ମାସ ୧ ତାରିଖରେ ଅବ୍ୟବହୃତ…

କଟକଣା ସତ୍ତ୍ୱେ ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୨।୫: ଭୁବନେଶ୍ୱରରେ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ୱରେ ରହୁଛି। ବୁଧବାର ରାଜଧାନୀରୁ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୧୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩୧ ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ୱରରୁ ୮୦୩ ସୁସ୍ଥ ହୋଇଥିବା…

ଧୋନୀଙ୍କୁ ମିସ୍‌ କରୁଥିବା ସ୍ବୀକାର କଲେ କୁଲଦୀପ

ନୂଆଦିଲ୍ଲୀ,୧୨।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରୁଥିବା ସ୍ବୀକାର କରିଛନ୍ତି ସ୍ପିନର କୁଲଦୀପ ଯାଦବ। ଏହି ଚାଇନାମ୍ୟାନ ସ୍ପିନରଙ୍କୁ ୨୦୧୯ ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ନିୟମିତ ସୁଯୋଗ ମିଳୁନାହିଁ। ଏହି ବର୍ଷ ହିଁ ଧୋନୀ ଖେଳିଥିଲେ ଭାରତ…

ଅଞ୍ଜନା ଗଣବଳାତ୍କାର ମାମଲାର ଚାର୍ଜସିଟ ଦାଖଲ କଲା ସିବିଆଇ

ଭୁବନେଶ୍ୱର,୧୨।୫: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ସପ୍ଲିମେଣ୍ଟାରୀ ଚାର୍ଜସିଟ ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଛି। ତଦନ୍ତକାରୀ ଟିମ୍‌ ଏହି ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାମ ରହିଛି। ଅଞ୍ଜନା ଗଣବଳାତ୍କାର…

ଭାଙ୍ଗିଗଲା ସାଇନା, ଶ୍ରୀକାନ୍ତଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୧୨।୫: ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପକ୍ସରେ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ସତ୍ତ୍ୱେ ଟୋକିଓରେ ଚଳିତ ବର୍ଷ ହେବାକୁ ଯାଉଛି ଅଲିମ୍ପିକ୍ସ। ଏହି କ୍ରୀଡ଼ା…

ଭୟଭୀତ ହେଲେ ହ୍ରାସ ପାଇବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର,୧୨।୫: କରୋନା ଆକ୍ରାନ୍ତ ବ୍ୟକ୍ତି ଭୟଭୀତ ହୁଅନ୍ତୁ ନାହିଁ। ଶରୀରରେ ଭୟ ରହିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏଣୁ ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ଖାଇବା ଜରୁରୀ। ଏପରିକି ବିଭିନ୍ନ କାମରେ ନିଜକୁ ନିୟୋଜିତ…

ଡବ୍ଲ୍ୟୁଟିସି ଫାଇନାଲ ହେବ ଏହି କ୍ରିକେଟରଙ୍କ ଲାଗି ଅନ୍ତିମ ମ୍ୟାଚ୍‌

ଅକ୍‌ଲାଣ୍ଡ,୧୨।୫: ଇଂଲଣ୍ଡର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏହା ହୋଇପାରେ ନ୍ୟୁଜିଲାଣ୍ଡର ବରିଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌। ଏହି ମ୍ୟାଚ୍‌ ପରେ କ୍ରିକେଟର…

କାନ୍ଥରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଘରେ ନାରଙ୍ଗୀ ରଙ୍ଗର ପରଦା: ଭିତରୁ ଏଭଳି ଦିଶେ ଭାଜପା ନେତା ମନୋଜ ତିଓ୍ବାରୀଙ୍କ ଘର

ବମ୍ବେ: ଭୋଜପୁରୀ ମନୋରଞ୍ଜନଜଗତ ସହ ଜଡ଼ିତ ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ମନୋଜ ତିଓ୍ବାରୀ ଜଣେ। ସେ ବର୍ତ୍ତମାନ ସମୟରେ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି ମଧ୍ୟ କରିଛନ୍ତି। ଗାୟକରୁ ଅଭିନେତା ଏବଂ ପରେ ରାଜନେତା ପାଲଟିଥିବା ମନୋଜ ଭାଜପା…

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ ନିଜର…

କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହେଉଛନ୍ତି ଶିଶୁ: ଜାଣନ୍ତୁ କିଭଳି ଥାଏ ଲକ୍ଷଣ; ରହିବେ ସତର୍କ

ନୂଆଦିଲ୍ଲୀ,୧୨।୫: କୋଭିଡ ୧୯ର ଚିକିତ୍ସା କରୁଥିବା ଡାକ୍ତରମାନେ ମହାମାରୀର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହି ମହାମାରୀ ଏବେ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦେଖାଯାଉଛି। ବିଶେଷକରି ପିଲାଙ୍କ ଦେହରେ ଦୀର୍ଘଦିନ ଧରି ଜ୍ୱର ଏବଂ ଅନ୍ୟ ଲକ୍ଷଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri