୨୦ ଦିନରେ ଗୋଟିଏ ବିଶ୍ୱବିଦ୍ୟାଳୟର ୧୮ ପ୍ରଫେସରଙ୍କ ଜୀବନ ନେଲାଣି କରୋନା
ଜୟପୁର,୧୨।୫: କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଗତ ୨୦ ଦିନ ମଧ୍ୟରେ କରୋନାରେ ୧୮ ଜଣ କାର୍ଯ୍ୟରତ ପ୍ରଫେସର ପ୍ରାଣ ହରାଇଛନ୍ତି। ଏହା ଦୁଃଖଦାୟକ ଏବଂ ଚିନ୍ତାଜନକ ଥିବାରୁ ରାଜସ୍ଥାନ…
କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ: ଆଇସିୟୁରେ ଥିଲେ ୭୦ ରୋଗୀ
ଗାନ୍ଧୀନଗର,୧୨।୫: ଗୁଜରାଟର ଭବନଗରରେ ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ହୋଟେଲର ତୃତୀୟ ମହଲାର ଏକ କୋଠରୀରେ ନିଆଁ ଲାଗିଯାଇଥିଲା। ସହରର କାଲୁବା ରୋଡରେ ଥିବା ଜନରେସନ ଡାକ୍ତରଖାନାରେ ୭୦ ଜଣ ରୋଗୀ କୋଭିଡ…
ଥମୁନି ମୃତ୍ୟୁସଂଖ୍ୟା: ପୁଣି କରୋନା ନେଲା ୧୭ ଜୀବନ
ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ଅନୁଗୋଳ ଏବଂ…
ପୁଣି ବଢିଲା କରୋନା ଗ୍ରାଫ୍: ରାଜ୍ୟରେ ଆଜି ୧୦,୯୮୨ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୦,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୪୮୩୩ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
୨ ଜିଲାରେ ସ୍ଥିତି ଉଦ୍ବେଗଜନକ
ଭୁବନେଶ୍ୱର, ୧୨।୫(ବ୍ୟୁରୋ):ରାଜ୍ୟରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ୯,୭୯୩ ଚିହ୍ନଟ ହୋଇଛନ୍ତି। ଗତ ୪ଦିନ ହେବ କ୍ରମାଗତ ଭାବେ ହ୍ରାସ ପାଉଛି ଦୈନିକ ସଂକ୍ରମଣ। ଗତ ୭ତାରିଖରେ ୧୨,୨୩୮ଜଣ ଚିହ୍ନଟ ହୋଇ ସର୍ବକାଳୀନ ରେକର୍ଡ କରିଥିଲା। ଏହାପରେ…
ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ
ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ ଚନ୍ଦନଯାତ୍ରା ସହ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର…
ଶ୍ମଶାନରୁ ଫେରି ପୁଣି ଚିକିତ୍ସିତ ହେଲେ ଯୁବକ
ସମ୍ବଲପୁର,୧୨ା୫ (ବ୍ୟୁରୋ): ମଙ୍ଗଳବାର ସମ୍ବଲପୁର ବୁର୍ଲାସ୍ଥିତ ଭିମ୍ସାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ମୃତ ଘୋଷଣା ପରେ ଶ୍ମଶାନକୁ ନିଆଯାଇଥିଲା। ହେଲେ ସେଠାରେ ପରିବାର ବର୍ଗ ଜୀବିତ ଜାଣିବା ପରେ ପୁଣି ଭିମ୍ସାରକୁ ଚିକିତ୍ସା ପାଇଁ ଆଣିଥିଲେ। ଏ…
୧୬ ଦିନ ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା:ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନାରେ ସଂକ୍ରମିତ ହୋଇ ଗତ ୧୬ ଦିନ ହେବ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେପରି ଉନ୍ନତି ହେଉନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର…
୧୬ ଜିଲାରେ ହେବ ଆର୍ଟି-ପିସିଆର୍ ଟେଷ୍ଟିଂ ଲାବ୍
ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ରାଜ୍ୟର ୧୬ ଜିଲାରେ ଆର୍ଟି-ପିସିଆର୍ କୋଭିଡ୍-୧୯ ଟେଷ୍ଟିଂ ଲାବରେଟୋରି ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭଦ୍ରକ, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ଗଜପତି, ଜଗତ୍ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର,…
ଓଡ଼ିଶାରେ ୨୪.୪% ସଂକ୍ରମଣ: କେନ୍ଦ୍ର
ଭୁବନେଶ୍ୱର, ୧୨।୫(ବ୍ୟୁରୋ): ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଆନ୍ଧ୍ର ପଦେଶ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ବିହାର ଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। କିନ୍ତୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, କର୍ନାଟକ, କେରଳ, ତାମିଲନାଡ଼ୁ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା ଭଳି…
ରାଜ୍ୟରେ ୭ ଅକ୍ସିଜେନ ପ୍ଲାଣ୍ଟ କରିବ ଡିଆର୍ଡିଓ
ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ହେବ। ଏସବୁ ପ୍ଲାଣ୍ଟ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆର୍ଡିଓ) କରିବ। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ଏହି ଅକ୍ସିଜେନ ପ୍ଲାଣ୍ଟ ହେବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା…
ତାଲିମ ପଇସାରେ ବିଦେଶ ଗସ୍ତ
ଭୁବନେଶ୍ୱର,୧୨ା୫(ଅନିଲ ଦାସ):ଗଁାଗଣ୍ଡାରେ ରହୁଥିବା ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଅନେକେ ଘରେ ବସି ରହୁଛନ୍ତି। ସେହି ଯୁବତୀଯୁବକଙ୍କ ହାତକୁ କାମ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ…
Archives


