ମଦ ଦୋକାନରେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ…
ନୋଏଡା,୧୨।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ଜାରି ରହିଛି। ଉତ୍ତରପ୍ରଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କର ଚିନ୍ତା ବୃଦ୍ଧି ପାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ…
ଦେଶର ପ୍ରଧାନମନ୍ତ୍ରୀ ହେବେ କି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ସୋନୁ ସୁଦ
ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିବାର ରାହା ଦେଖାଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ବଲିଉଡ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟି ସୋନୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ଦେଶକୁ…
ପାକିସ୍ତାନ କାରାଗାରରେ ତିନି ବର୍ଷ ବନ୍ଦୀ ଥିଲେ ଏହି ଅଭିନେତା: ୫୦ ବର୍ଷରେ ବଲିଉଡରେ କରିଥିଲେ ପ୍ରବେଶ
ସିନେମା ଜଗତରେ ଏପରି ଅନେକ କଳାକାର ଅଛନ୍ତି, ଯାହାର ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଆଜିର ପିଢ଼ି ଅତୀତର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ବିଷୟରେ ଖୁବ କମ ଜାଣିଥିବେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଶ୍ରେଷ୍ଠ ଅଭିନେତା ବିଷୟରେ…
୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା
ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ…
ଏଭରେଷ୍ଟରେ କୋଭିଡ୍ ରେଖା ଟାଣୁଛି ଚାଇନା
ବେଜିଂ, ୧୨ା୫: ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟରେ ଚାଇନା କୋଭିଡ୍ ରେଖା ଟାଣିବାକୁ ଯୋଜନା କରିଛି। ନେପାଳରେ କରୋନା ସଂକ୍ରମଣର ବ୍ୟାପକ ଭାବେ ବଢ଼ିଚାଲିଥିବାବେଳେ ସେହି ଦେଶର ପର୍ବତାରୋହୀ ଯେପରି ଚାଇନା ନାଗରିକଙ୍କୁ ଭୂତାଣୁ ନ ବାଣ୍ଟନ୍ତୁ ସେଥିପାଇଁ ବେଜିଂ ଏହି…
ଇସ୍ରାଏଲ୍ରେ ଗଲା କେରଳୀଙ୍କ ଜୀବନ
ଗାଜା ସିଟି,୧୨।୫:ବିବାଦୀୟ ଜେରୁଜେଲମ୍କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ର ହମାସ୍ ଆତଙ୍କବାଦୀ ମୁହଁ।ମୁହିଁ ହୋଇଛନ୍ତି। ଇସ୍ରାଏଲ୍ ପକ୍ଷରୁ ମଙ୍ଗଳବାର ଗାଜା ଉପରେ ଆକାଶମାର୍ଗରୁ ରକେଟ ମାଡ଼ କରାଯାଇଛି। ଏହାର ଜବାବରେ ହମାସ୍ ଆତଙ୍କବାଦୀ ଶତାଧିକ ରକେଟ ମାଡ଼ କରିଛନ୍ତି।…
ଚାକିରି ନେଲା ଆଣ୍ଟିଲିଆ ମାମଲା
ମୁମ୍ବାଇ,୧୨ା୫: ସଚିନ ଓ୍ବାଜେ ଏନ୍ଆଇଏ କୋର୍ଟରେ ପୂର୍ବରୁ ଏକ ଚିଠି ଦାଖଲ କରିଥିଲେ। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ମାସକୁ ୧୦୦ କୋଟି ଟଙ୍କା ଅସୁଲି ପାଇଁ ତାଙ୍କ ଉପରେ ଚାପ ପକାଉଥିବା ନେଇ ମୁମ୍ବାଇ ପୋଲିସର ପୂର୍ବତନ କମିଶନର…
ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର
ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି ପାଇ ମୋଟ ଲୋକସଂଖ୍ୟା ୧୪୧ କୋଟି ଟପିଛି। ମଙ୍ଗଳବାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ…
କ୍ରିକେଟ୍କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଅକଲାଣ୍ଡ,୧୨।୫: ନ୍ୟୁଜିଲାଣ୍ଡର ଉଇକେଟ କିପର ବିଜେ ୱାଟଲିଂ କ୍ରିକେଟର୍ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଅନ୍ତିମ ମ୍ୟାଚ ପରେ ୱାଟଲିଂ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ୱାଟଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ…
ଭାରତକୁ ଟୁଇଟର ଦେଲା ୧୧୦ କୋଟି
ଓ୍ବାଶିଂଟନ୍, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର। ଏ ନେଇ ଟୁଇଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସେ ସୋମବାର ଟୁଇଟ୍ କରି ସୂଚନା ଦେଇଛନ୍ତି।…
ବିଶ୍ୱକୁ ବିପଦ ଭାରତ ଭାରିଆଣ୍ଟ
ନୂଆଦିଲ୍ଲୀ, ୧୨ା୫: ଭାରତରେ ଗତବର୍ଷ ଅକ୍ଟୋବରରେ ଦେଖାଦେଇଥିବା କରୋନା ଭାରିଆଣ୍ଟ ବି.୧.୬୧୭ ସାରା ବିଶ୍ୱ ପାଇଁ ଚିନ୍ତାଜନକ ବୋଲି କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ)। ଏହି ମ୍ୟୁଟାଣ୍ଟ ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ। ୩୦ରୁ ଅଧିକ ଦେଶରେ ଏହି ଭାରିଆଣ୍ଟ…
ଦାହ କରିପାରୁ ନାହାନ୍ତି
ନୂଆଦିଲ୍ଲୀ/ପାଟନା,୧୨ା୫: ଯେତେ ଲୁଚାଇଲେ ବି ଲୁଚୁନାହିଁ ସତ। ହସ୍ପିଟାଲରେ ଅକ୍ସିଜେନ ଓ ଅନ୍ୟ ଜରୁରୀ ସେବା ନ ପାଇ କରୋନା ରୋଗୀ ମରୁଛନ୍ତି। ଶ୍ମଶାନରେ ଶବ ଦାହ କରିବାକୁ ବି ଜାଗା ନାହିଁ। ମୃତଦେହ ସତ୍କାର କରି କରି ଥକିପଡ଼ିଲେଣି। ତେଣୁ…
Archives


