Posted inଫୁରସତ

ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହୁଁଥିଲେ ଦମ୍ପତି: ୯୦ ବର୍ଷରେ ପୂରଣ ହେଲା ଇଚ୍ଛା

ସମୁଦ୍ର କୂଳରେ କିଛି ମୁହୂର୍ତ୍ତ ବିତାଇବାକୁ ପ୍ରାୟ ସବୁ ଦମ୍ପତି ଚାହିଁଥାନ୍ତି। ମାତ୍ର ସୁଯୋଗ ଅଭାବରୁ କେହି କେହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି ତ ଆଉ କାହା ଇଚ୍ଛା ଇଚ୍ଛାରେ ହିଁ ରହିଯାଇଥାଏ।

ଆମେରିକାର କ୍ୟାରୋଲିନ୍‌ରେ ରହୁଥିବା ଏକ ଦମ୍ପତିଙ୍କ ଏହି ସ୍ବପ୍ନ ୯୦ ବର୍ଷ ବୟସରେ ପୂରଣ ହୋଇଛି। ଏହି ବୃଦ୍ଧ ଦମ୍ପତି ଜୀବନରେ ପ୍ରଥମଥର ସମୁଦ୍ର କୂଳକୁ ବୁଲିବାକୁ ଯାଇ ବେଶ୍‌ ସୁଖ ସାଉଁଟିଛନ୍ତି।

ବବି ଏବଂ ମ୍ୟାରି ରିଡ୍‌ ଏହି ମାସ ଆରମ୍ଭରେ ନିଜ ପରିବାର ସହ ମର୍ଟଲ ବିଚ୍‌କୁ ଛୁଟି କାଟିବାକୁ ଯାଇଛନ୍ତି। ଦୁଇଜଣ ରିଡ୍‌ସ ଗୋଲ୍‌ଫ କାର୍ଟରେ ବସି ମାଛ ଧରିବା ଦୃଶ୍ୟ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ଦମ୍ପତି କୁହନ୍ତି, ଆମେ ସବୁବେଳେ ସମୁଦ୍ର କୁଳକୁ ଯିବାକୁ ଚାହୁଁଥିଲୁ। ମାତ୍ର ଏତେ ବ୍ୟସ୍ତ ଜୀବନ ମଧ୍ୟରେ କେବେ ସେ ସୁଯୋଗ ମିଳି ନ ଥିଲା। ସେ କହିଛନ୍ତି, ଆମର ଏହି ଯାତ୍ରା ଜୀବନରେ ସବୁଠୁ ଆନନ୍ଦର ଦିନ। ଆମର ଏହି ଇଚ୍ଛା ଦୀର୍ଘବର୍ଷ ପରେ ପୂରଣ ହୋଇଥିବାରୁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ କୋଠାରୁ ଓହ୍ଲାଇବାକୁ ମାଙ୍କଡ଼ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।...

ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହରୁଖ

ଓ୍ବାଶିଂଟନ୍‌: ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର...

ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍‌ରେ ବିବାହ...

ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି...

ଏମିତି ଦେଶ, ଯେଉଁଠି ଚାକିରି ପାଇଁ ଠେଲିବାକୁ ପଡ଼େ ଟ୍ରେନ୍‌

ସାଧାରଣତଃ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିତାନ୍ତ ଆବଶ୍ୟକ। ଏହା ମୌଳିକ ଆବଶ୍ୟକତା। ଆଉ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜଣେ...

ଶଗଡ ଚଢିଲେ ଶିକ୍ଷକ, ଜାଣନ୍ତୁ କାହିଁକି

ମଧ୍ୟ ପ୍ରଦେଶର ଜଣେ ଶିକ୍ଷକ ଶଗଡ ଚଢି ଚର୍ଚ୍ଚାକୁ ଆସିଛନ୍ତି। ରାୟସେନ ଜିଲାର ସାଲେଗଡ ଗ୍ରାମର ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ନୀରଜ ସକ୍ସେନା ଶଗଡରେ...

ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ...

Advertisement
Archives

Model This Week