Posted inଜାତୀୟ

ମୋତିହାରିରେ ଡଙ୍ଗା ଓଲଟି ୬ ମୃତ

ପାଟନା,୨୬ ।୯: ବିହାରର ମୋତିହାରିରେ ଡଙ୍ଗା ଓଲଟି ୨୨ ଜଣ ବୁଡି ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଗଲାଣି । ବୁଢିଗଂଡକ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଦୀ କୂଳରେ ଲୋକେ ଏଣେତେଣେ ଦୌଡୁଥିବା ବେଳେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ସାରିଛନ୍ତି । କୁହାଯାଉଛି କି ଆବଶ୍ୟକତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବାକୁ ଏହା ଭାରସାମ୍ୟ ହରାଇ ଓଲଟି ପଡିଛି । ଡଙ୍ଗାରେ ୧୨ ଜଣ ଯାତ୍ରୀ ଯିବାର କ୍ଷମତା ଥିବା ବେଳେ ସେଥିରେ ୨୨ ଜଣ ଯାତ୍ରା କରିବାରୁ ଏହା ମଝି ନଦୀରେ ବୁଡି ଯାଇଥିବା କୁହାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ହିଂସା ମାମଲା: ଖାର୍ଗେଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧୀ ଦଳ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତରେ ପ୍ରତିନିଧୀ...

ମଣିପୁର ମହିଳାଙ୍କ ଭିଡିଓ ଭାଇରାଲ ମାମଲା: ଶୁଣାଣି ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ମାମଲାର ଶୁଣାଣି...

ନୀତୀଶଙ୍କଠାରୁ ଅଲଗା ହେବା ପରେ ଜେଡିୟୁରେ ଫାଟର ସଙ୍କେତ ଦେଲେ କୁଶୱାହା

ପାଟନା,୨୧ ।୨: ଜେଡିୟୁରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱାହା ଦଳରେ ଫାଟ ସୃଷ୍ଟି ହୋଇଥିବାର ଏକ ବଡ ସଙ୍କେତ ଦେଇଛନ୍ତି ।  ଏକ ପ୍ରେସ୍...

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ନୋଇଡା ସମେତ ଲକ୍ଷ୍ନୌ, ଗାଜିଆବାଦ, ଏବଂ ଆଗ୍ରା ସ୍କୁଲଗୁଡ଼ିକ ସୋମବାର ବନ୍ଦ ରହିବ ବୋଲି...

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ...

ମୋଦିଙ୍କ ଜନ୍ମଦିନରେ ସଙ୍କଟ ମୋଚନ ମନ୍ଦିରକୁ ୧.୨୫ କିଲୋ ଓଜନର ସୁନା ମୁକୁଟ ଦାନ କଲେ ପ୍ରଶଂସକ

ବାରଣାସୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ଥିବା ପ୍ରଶଂସକମାନେ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରକୁ...

ଏନ୍‌ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍‌ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ...

ପୁଣିଥରେ କେରଳକୁ ନିପା ଭାଇରସ୍‌ ଭୟ

ଥିରୁଭାନନ୍ତପୁରମ,୩।୬: କେରଳର ଜଣେ ୨୩ ବର୍ଷୀୟ ବ୍ୟକ୍ତି ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ଅବସ୍ଥାରେ ତାଙ୍କ ଦେହରେ ନିପା ଭାଇରସ୍‌ର ଲକ୍ଷଣ...

Advertisement
Archives

Model This Week