Home Left

ସ୍କୁଲ ନାମଲେଖା ଅବଧି ମାସେ ବୃଦ୍ଧି

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଅବଧିକୁ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ମେ’ ୩୧ ସୁଦ୍ଧା ନାମଲେଖା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ…

ଏହି ଅଭିନେତ୍ରୀଙ୍କୁ କିସ୍‌ ସିନ୍‌ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି ଏକ ଅଂଶ ପାଲଟିଗଲେ। ଫିଲ୍ମ ବ୍ୟତୀତ ସେ କେତୋଟି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ସୁପରହିଟ୍‌…

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଏବଂ ପରେ ଇଂଲଣ୍ଡ…

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ସର୍ବନାଶକାରୀ ମାନବୀୟ ଦୁଃଖ ଭାବେ ଅଭିହିତ କରି ଏହାକୁ…

ପ୍ରଥମ ଥର ପାଇଁ ମୋଦି ସରକାରକୁ ସମାଲୋଚନା କଲେ ଅନୁପମ

ନୂଆଦିଲ୍ଲୀ, ୧୨ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମର୍ଥକ ଭେଟେରାନ ଆକ୍ଟର ଅନୁପମ ଖେର ପ୍ରଥମ ଥର ପାଇଁ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ତାଙ୍କ ମତରେ କୋଭିଡ୍‌-୧୯ ମହାମାରୀ ସ୍ଥିତିରେ ସରକାର ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରୁ…

ଅଯୋଧ୍ୟାରେ ମୁସଲିମଙ୍କୁ ଗ୍ରାମ ମୁଖ୍ୟ ବାଛିଲେ ହିନ୍ଦୁ

ଅଯୋଧ୍ୟା, ୧୨ା୫ : ଉତ୍ତର ପ୍ରଦେଶର ଅଯୋଧ୍ୟାର ରୁଦାଉଲି ନିର୍ବାଚନ ମଣ୍ଡଳିର ରଜନପୁର ଗାଁରେ ଅନ୍ୟ ସାଧାରଣ ଗାଁ ଭଳି ବାସ କରୁଛନ୍ତି ଶହ ଶହ ହିନ୍ଦୁ ପରିବାର। କିନ୍ତୁ ହିନ୍ଦୁ ପ୍ରାଧାନ୍ୟ ଗାଁରେ ଗ୍ରାମ ପ୍ରଧାନ ଭାବେ ବଛାଯାଇଛି ଜଣେ…

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨ା୫: ଜନୈକା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ଅନନ୍ତେଇ ଗ୍ରାମର ବୋଲି ଜଣାପଡିଛି। ପୋଲିସ ଏକ ମାମଲା (ନଂ.୧୪୪/୨୧)…

ଡବ୍ଲ୍ୟୁଏଚ୍‌ଓର ରିପୋର୍ଟରେ ଯୋଡାଯାଇଛି ମନଇଚ୍ଛା ଶଦ୍ଦ

ନୂଆଦିଲ୍ଲୀ, ୧୨।୫: କରୋନା ଭୂତାଣୁର ବି.୧.୬୧୭ ମ୍ୟୁଟାଣ୍ଟକୁ ଭାରତୀୟ ଭାରିଆଣ୍ଟ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର ରିପୋର୍ଟରେ ଉକ୍ତ ଷ୍ଟ୍ରେନ୍‌ ସହ ‘ଭାରତୀୟ’ ଶବ୍ଦ ଯୋଡ଼ି ନ ଥିବା ବୁଧବାର କେନ୍ଦ୍ର…

କୋଭିଡ୍‌ ନିୟମ ଭାଙ୍ଗିଲେ ଲାଗିବ ହତ୍ୟା ଉଦ୍ୟମ ଦଫା

ଗୁଆହାଟି, ୧୨ା୫ : ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ସରକାର ବୁଧବାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ସେମି ସହରାଞ୍ଚଳର ସମସ୍ତ କାର୍ଯ୍ୟାଳୟ, ଧାର୍ମିକ ସ୍ଥଳ ଓ…

ଅନ୍ୟର ତ୍ରୁଟି ୨ଜଣଙ୍କୁ କାଳ ହେଲା

ବରଗଡ଼ ଅଫିସ୍‌/ବରପାଲି,୧୨।୫: ବରଗଡ଼ ଜିଲା ବରପାଲି ଥାନା ମହଦା କେନାଲ ଛକ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଆସୁଥିବା ବେଳେ ଗଛଡ଼ାଳ ଭାଙ୍ଗି ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରପାଲି ଥାନା ବିଶିପାଲି ଗ୍ରାମର…

ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ, ୧୨ା୫: ଦିଲ୍ଲୀରେ ଟିକା ଅଭାବ ଦେଖାଦେଇଥିବାବେଳେ କୋଭାକ୍ସିନ ଯୋଗାଇବାକୁ ମନା କରିଦେଇଛି ଭାରତ ବାୟୋଟେକ୍‌। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତ ବାୟୋଟେକ୍‌ ଏଭଳି କରିଥିବା ଏକ…

ପୁଣି ଥରେ ବଦଳିଲେ ଶ୍ରୀଲଙ୍କା ଦଳର ଅଧିନାୟକ

କଲମ୍ବୋ,୧୨।୫: ଶ୍ରୀଲଙ୍କାର ଦିନିକିଆ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅଧିନାୟକ ଦିମୁଥ କରୁଣାରତ୍ନେ, ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଓ ଦୀନେଶ ଚଣ୍ଡିମାଲଙ୍କୁ ଦଳରେ ଯାଗା ମିଳିନାହିଁ। ଓପନର କୁସାଲ ପେରେରାଙ୍କୁ ମିଳିଛି ନେତୃତ୍ୱ ଦାୟିତ୍ୱ। ଗତ ୫ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri