Home Left

ଗଞ୍ଜାମ ବ୍ଲକ ସିପିଏମ୍‌ ପକ୍ଷରୁ ଜାତୀୟ ରାଜପଥ ବନ୍ଦ

ଗଞ୍ଜାମ,୨୭।୯(ଡିଏନ୍‌.ଏ.): ଗଞ୍ଜାମରେ ଭାରତ ବନ୍ଦପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳୁ ଗଞ୍ଜାମ ବ୍ଲକ ସିପିଏମ୍‌ ପକ୍ଷରୁ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।ଫଳରେ ଉଭୟ ପାର୍ଶରେ ଶହ ଶହ ଗାଡିମୋଟର ଅଟକି…

ସମୂଦ୍ରକୂଳରେ ଭାସୁଥିଲା ମୃତଦେହ, ଦେଖିଲେ ମତ୍ସ୍ୟଜୀବୀ

ଗଞ୍ଜାମ,୨୭।୯(ଡିଏନ୍‌.ଏ.): ଗଞ୍ଜାମ ଥାନା ନୂଆଗାଁସ୍ଥିତ ସମୁଦ୍ର କୂଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ଭାସୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ପରିଚୟ ମିଳିପାରି ନାହିଁ। ଏହା ଦେଖିବା ପରେ ସ୍ଥାନୀୟ ମସ୍ୟଜୀବୀ ଗଞ୍ଜାମ ଥାନାକୁ ଖବର ଦେଇଥିଲେ । ଖବର…

କୃଷି ଆଇନକୁ ବିରୋଧ: କଂଗ୍ରେସର ରାଜପଥ ଅବରୋଧ

ପାଟଣା,୨୭।୯(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ସାରା ଦେଶରେ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ। ତେବେ ଏହାକୁ କଂଗ୍ରେସ, ବାମଦଳ ସହ ବିଭିନ୍ନ କୃଷକ ସଂଗଠନ…

ବୋମା ବିସ୍ଫୋରଣରେ ଭାଙ୍ଗିଲା ଜିନ୍ନାଙ୍କ ପ୍ରତିମୂର୍ତ୍ତି…

କରାଚି,୨୭।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ପାଇଁ ଏବେ ଏହା ବୁମେରାଂ ପାଲଟିଛି। ଧୀରେଧୀରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସ୍ଥାନୀୟ ଗ୍ବାଦରଠାରେ ଥିବା ମହମ୍ମଦ ଅଲ୍ଳୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିିକୁ ବୋମାରେ ଭାଙ୍ଗି ଦିଆଯାଇଛି। ଏଥିପାଇଁ ବାଲୁଚି ଫ୍ରଣ୍ଟର ନିଜକୁ…

ବୁଗୁଡ଼ାରେ ଭାରତ ବନ୍ଦର ପ୍ରଭାବ

ବୁଗୁଡ଼ା,୨୭।୯(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଗଞ୍ଜାମ ଜିଲା ବୁଗୁଡ଼ାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ବସ…

ଭାରତ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ବାଲେଶ୍ୱର ଅଫିସ,୨୭।୯: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଓ ବେସରକାରୀ ଅଫିସ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା…

ବଲାଙ୍ଗିରରେ ଭାରତ ବନ୍ଦ ପ୍ରଭାବ

ବଲାଙ୍ଗିର ଅଫିସ,୨୭।୯: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ସୋମବାର ସକାଳୁ ବଲାଙ୍ଗିର ଜିଲାରେ ବନ୍ଦ ପାଳନ ଜୋରଦାର କରାଯାଇଛି । ମିଳିତ ଚାଷୀ ସଙ୍ଗଠନ ବଲାଙ୍ଗିର ପକ୍ଷରୁ ପ୍ରଥମେ ସକାଳେ ପ୍ରଧାନ ଡାକଘର ସମ୍ମୁଖରେ ପିକେଟିଂ…

ବିବାଦରେ ବିପ୍ଳବ ଦେବ

ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ଶନିବାରର ବୋଲି କୁହାଯାଉଛି…

ଚିହ୍ନିଲେ ଦେଖି, ଏହି ପିଲାଟି ଏବେ କୋଟିକୋଟି ଦର୍ଶକଙ୍କ ହୃଦୟର ରାଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ସେମାନଙ୍କ ପିଲାଦିନର ଫଟୋସବୁ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପ୍ରଶଂସକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ। ଏବେ କରୀନା କପୁରଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଯାହାକୁ ତାଙ୍କ ଭଉଣୀ…

ଭାରତ ବନ୍ଦ: କୁଣ୍ଡଲି ସୀମାରେ କୃଷକ ମୃତ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହା ଅଧିକ…

ସମଲିଙ୍ଗୀ ବିବାହକୁ ଅନୁମତି,…

ବେର୍ନ,୨୭।୯: ସୁଇଜରଲାଣ୍ଡରେ ସରକାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ହୋଇଥିବା ଜନମତ ସଂଗ୍ରହରେ ୬୪.୧ ପ୍ରତିଶତ ନାଗରିକ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି। ପଶ୍ଚିମ ୟୁରୋପର କେତେକ ଦେଶରେ ପୂର୍ବରୁ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଥିଲା। ଏବେ ସୁଇଜରଲାଣ୍ଡ…

ନୋବେଲ ବିଜ୍ଞାନୀ ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌

ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ହାଇଡ୍ରୋଜେନ୍‌ ବବୁଲ୍‌ ଚାମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?