ନୋରାଙ୍କ ଅପସରା ଲୁକ୍‌

ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍‌ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ସୋସିଆଲ ମିଡିଆରେ ରହିଛନ୍ତି ତାଙ୍କର ମିଲିୟନ ଫଲୋୟର୍ସ । ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ନିଜର କିଛି ଭିଡିଓ ଓ ଫଟୋ ଶେୟାର କରି ସମସ୍ତଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି । ତାଙ୍କର ଗ୍ଲାମରସ୍ ଲୁକ୍ ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ । ଏହି ବିଦେଶୀ ନାୟିକା ନିକଟରେ ଭୁମ୍ପାଲର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହୋଇଛି । ଏଥିରେ ନୋରାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିବା କେଉଁ ଅପସରା । ନୋରାଙ୍କ ଏହି ଲୁକ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଭିୟୁଜ୍ ମିଳିଛି ଏହି ଭିଡିଓକୁ । କେବଳ ଏହି ଭିଡିଓ ନୁହେଁ ନୋରା ଯେତେବେଳେ ବି ଯେଉଁ ଭିଡିଓ ପୋଷ୍ଟ କରନ୍ତି ତାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ଦେଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କୋଟିର ବଙ୍ଗଳା ସାଙ୍ଗକୁ ଦାମୀ କାର୍‌ର ମାଲିକାଣୀ ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ବିଶେଷତଃ ଆଇଟମ୍‌ ଗର୍ଲ...

କରୱା ଚୌଥ୍‌ରେ ୧୯ବର୍ଷ ତଳର ଲେହେଙ୍ଗା ପିନ୍ଧିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭିନ୍ନ ଢ଼ଙ୍ଗରେ ଏଥର କରୱା ଚୌଥ୍‌ ପାଳନ କରିଛନ୍ତି। ସେ ବାହାଘରରେ ପିନ୍ଧିଥିବା ଲେହେଙ୍ଗାକୁ ପିନ୍ଧି ଏଥରର କରଓ୍ବା...

କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ, ଶାହରୁଖ ମଧ୍ୟରେ ଲାଗିଥିଲା ବିବାଦ

ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଏକଦା ସେମାନଙ୍କୁ ଭଲ ବନ୍ଧୁ କୁହାଯାଉଥିବା ବେଳେ ପରେ କୌଣସି କାରଣ...

‘ଗୀଥା ଗୋବିନ୍ଦମ’ରେ ଅଭିନୟ କରିବାକୁ ପ୍ରଥମେ ଅରାଜି ଥିଲେ ବିଜୟ

‘ଗୀଥା ଗୋବିନ୍ଦମ୍‌’ ଟଲିଉଡ୍‌ର ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ବିଜୟ ଦେବରାକୋଣ୍ଡା ଓ ରଶ୍ମୀକା ମନ୍ଦାନ୍ନା। ବକ୍ସ ଅଫିସରେ...

ନେଟଫ୍ଲିକ୍ସ-ଜୋମାଟୋ-ବ୍ଲିଙ୍କେଟ ମଧ୍ୟରେ ହୋର୍ଡିଂ ଓ୍ବାର: ଓଟିଟି କହିଲା ହମ୍‌ ଆପ୍‌କେ ହୈ କୌନ…

ମୁମ୍ବାଇ : ଏବେ ସୋସିଆଲ ମିଡିଆର ଯୁଗ। କମ୍ପାନୀଗୁଡ଼ିକ ଆକର୍ଷଣୀୟ ଟ୍ୟାଗଲାଇନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି, ଓଟିଟି କମ୍ପାନୀ ନେଟଫ୍ଲିକ୍ସ...

ନେହାଙ୍କ ଟିପ୍ସ୍‌

ମୁମ୍ବାଇ: କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର। ସମସ୍ତଙ୍କ ହୃଦୟରେ ରାଜ୍‌ କରନ୍ତି ସେ...

କଳାକାରଙ୍କ ମହଙ୍ଗା ଉପହାର: କାହାକୁ ଘର ତ ଆଉ କାହାକୁ ବିଏମ୍‌ଡବ୍ଲ୍ୟୁ କାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ନିକଟରେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ୪ଟି ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି।...

ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ...

Advertisement
Archives

Model This Week