ପିଲାଦିନର ବନ୍ଧୁ ହେଉଛନ୍ତି କୋହଲି-ଧୋନୀଙ୍କ ସ୍ତ୍ରୀ; ଗୋଟିଏ ସ୍କୁଲରେ ପଢ଼ିଛନ୍ତି ପାଠ…
ବମ୍ବେ: ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀଙ୍କ ପିଲାଦିନର ସାଙ୍ଗ ହେଉଛନ୍ତି ଅନୁଷ୍କା ଶର୍ମା। ଉଭୟ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସୋସିଆଲ ମିଡିଆରେ ଏବେ ଉଭୟଙ୍କ ପୁରୁଣା ଫଟୋ ଘୁରିବୁଲୁଛି। ଫଳରେ ଅନୁଷ୍କା ସାକ୍ଷୀଙ୍କ ସହ ଏକ…
୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍
ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଅଛନ୍ତି। ତାଙ୍କ ସଂଗଠନ ଙ୍ଏହି କଷ୍ଟଦାୟକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛି। ସେହ୍ବାଗ ଫାଉଣ୍ଡେସନ…
କରୋନା ସହ ଲଢ଼ୁଛନ୍ତି ଚହଲଙ୍କ ମା’ବାପା; ଭାବବିହ୍ବଳ ପୋଷ୍ଟ ଲେଖି…
ନୂଆଦିଲ୍ଲୀ,୧୬।୫: କରୋନାରେ ସଂକ୍ରମିତ ହୋଇଛନ୍ତି କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ମା’ବାପା। ଅବସ୍ଥା ଗୁରୁତର ଥିବାରୁ ଚହଲଙ୍କ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘରେ ତାଙ୍କ ମା’ଙ୍କ ଚିକିତ୍ସା ଜାରି ରହିଛି। ଏସବୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଚହଲ। ମା’ବାପାଙ୍କ ସହ…
ମନ୍ତ୍ରୀ ନିଜେ କରୋନା ପଜିଟିଭ୍ ଥାଇ ସଫା କରୁଛନ୍ତି ହସ୍ପିଟାଲ ଓ୍ବାର୍ଡ
ମିଜୋରାମ,୧୬।୫: କରୋନାର ଭୟାବହତା ବର୍ତ୍ତମାନ ପୂରା ଦେଶରେ ଦେଖିବାକୁ ମିଳିଛି। କୌଣସି ହସ୍ପିଟାଲରେ ବେଡ୍ ମିଳୁନି କି ଅକ୍ସିଜେନ ସିଲିଣ୍ଡର ନାହିଁ। ଏପରି ଖବର ମଧ୍ୟରେ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ଖୋଦ୍ ମନ୍ତ୍ରୀ…
ତାଉକାତେ ଆତଙ୍କ: ୫୮୦ କରୋନା ରୋଗୀଙ୍କୁ କରାଗଲା ସ୍ଥାନାନ୍ତର
ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ତଉକାତେ’ ବାତ୍ୟାର ପ୍ରଭାବ ଯୋଗୁ ବୃହନମୁମ୍ବାଇ ନଗର ନିଗମ(ବିଏମ୍ସି) ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ କେୟାର ସେଣ୍ଟରରୁ ୫୮୦ଜଣ ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।…
କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍କେ ବ୍ୟାଟ୍ସମ୍ୟାନ୍ ଦେଲେ କିଛି ଏଭଳି…
ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼ିଛି। ଏବେ ସେଭଳି ଜଣେ କ୍ରିକେଟର ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ)ର ବ୍ୟାଟ୍ସମ୍ୟାନ୍ ଋତୁରାଜ…
ହରିଆଣାରେ ବଢ଼ିଲା ଲକ୍ଡାଉନ
ଚଣ୍ଡିଗଡ଼,୧୬।୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ଲକ୍ଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରେ ଏବେ ହରିଆଣା ସରକାର ମଧ୍ୟ ଲକ୍ଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି। ହରିଆଣାରେ…
ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍…
କେମ୍ବ୍ରିଜ୍,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍ କରାଯାଇଛି। କେମ୍ବ୍ରିଜ୍ ନିକଟରେ ଥିବା ଶେର୍ପେଥ୍ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି। ଏଠାରେ ରହୁଥିବା ୧୭ ବର୍ଷ ବୟସ୍କ ୯୩ କିଲୋଗ୍ରାମ୍ ଓଜନର ରତ୍ନା ନାମକ ଏକ…
ଯୁବକ ଅନ୍ଲାଇନ୍ରେ ଅର୍ଡର କରିଥିଲେ ମାଉଥ୍ଓ୍ବାଶ୍: ଆମାଜନ ଯାହା ପଠାଇଲା ଜାଣିଲେ…
କରୋନା ମହାମାରୀ ସମୟରେ ଲୋକେ ବାହାରକୁ ଯିବା ପାଇଁ ଡରୁଥିବାରୁ ଅନ୍ଲାଇନ୍ରେ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି। ଏମିତି ମୁମ୍ବାଇର ଜଣେ ଯୁବକ ଆମାଜନରେ ୪୦୦ ଟଙ୍କାର ମାଉଥ୍ଓ୍ବାଶ ଅର୍ଡର କରିଥିଲେ। ମାତ୍ର ଯେତେବେଳେ ଏହା ଡେଲିଭରୀ ହେଲା ସେତେବେଳେ ପ୍ୟାକେଟ୍ ଖୋଲିବା…
କରୋନା କାଳରେ ବି ବାଦ୍ ପଡ଼ୁନି ପାକିସ୍ତାନ: ଡ୍ରୋନ୍ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର
ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା ପାଇଁ କୌଣସି ସୁଯୋଗର ହାତଛଡ଼ା କରୁନାହିଁ। ଇତିମଧ୍ୟରେ ଶନିବାର ଓ ରବିବାର ରାତ୍ର ମଧ୍ୟରେ…
ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଭୁବନେଶ୍ୱର,୧୬।୫(ବ୍ୟୁରୋ): ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ବିଚାରାଧୀନ କଏଦୀ ତ୍ରିପତି ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କିଛି ଦିନ ତଳେ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଚାରାଧୀନ କଏଦୀଙ୍କ ମୃତ୍ୟୁ…
ପ୍ରଥମ ଦରମା ଟଙ୍କା ଘରକୁ ପଠାଉଥିଲି: ଜୀବନ ବଲ୍ଲଭ ମାନସିଂହ
ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁହୁଡ଼ିଠାରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ରାଉରକେଲାରେ ବାଣିଜ୍ୟ ବିଭାଗରେ ଇଣ୍ଟରମିଡିଏଟ୍ ପଢିଥିଲି। ତା’ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଗ୍ରାଜୁଏସନ୍ ଶେଷ କଲି। ଇଚ୍ଛା ଥିଲା ସାମ୍ବାଦିକତା…
Archives


