Posted inଜାତୀୟ

ଉତ୍ତର ପ୍ରଦେଶ ନିର୍ବାଚନ: ମେଣ୍ଟପାଇଁ ଅଖିଳେଶଙ୍କୁ ଶିବପାଲ ଦେଲେ ୧୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ

ଲକ୍ଷ୍ନୌ,୨୯ ।୯: ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିୟାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିପାଲ ସିଂ ଯାଦବ କହିଛନ୍ତି ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ସେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ୧୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହାପରେ ତାଙ୍କ ଦଳ ରାଜ୍ୟର ସମସ୍ତ ୪୦୩ ଆସନରେ ପ୍ରାର୍ଥି ଦେବା କଥା ନିନ୍ତା କରିବ । ଶିବପାଲ ଆହୁରି ମଧ୍ୟ କହିଛନ୍ତି ସମାଜବାଦୀ ପାର୍ଟି ପାଇଁ (ମୂଲାୟମ ସିଂ ଯାଦବ) ଦଳର ନେତାମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ କଠିନ ପରିଶ୍ରମରେ ପାର୍ଟିକୁ ଠିଆ କରିଛୁ ବୋଲି ଶିବପାଲ କହିଛନ୍ତି । ଆମେ ଚାହୁଁଛୁ ଦଳ ଆହୁରି ମଜଭୁତ ହେଉ । ଏଥିପାଥଁ ସମାଜବାଦୀ ପାର୍ଟି ସହ ମେଣ୍ଟକୁ ନେଇ ସମସ୍ତ ଦାୟିତ୍ୱ ସେ ଅଖିଳେଶଙ୍କ ଉପରେ ଛାଡି ଦେଇଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ଦଣ୍ଡାଦେଶକୁ ନେଇ ବିତର୍କ ଜାରି

ନୂଆଦିଲ୍ଲୀ,୮ା୧(ପି.ଟି.): ନିର୍ଭୟା ମାମଲାରେ ଦିଲ୍ଲୀର ଏକ କୋର୍ଟ ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ଓ୍ବାରେଣ୍ଟ ଜାରି କରିବା ପରେ ଫାଶୀ ଦଣ୍ଡାଦେଶ ଅପରାଧ ହ୍ରାସରେ ସହାୟକ...

ଭାରତ ପାଲଟିଛି ପୃଥିବୀର କରୋନା କ୍ୟାପିଟାଲ: ଜବାବ ଦିଅନ୍ତୁ ମୋଦି

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଘେରିବା...

ବଜେଟ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ, ୭୧୮ କର୍ମଚାରୀ ପଜିଟିଭ୍‌…

ନୂଆଦିଲ୍ଲୀ, ୧୩।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଠାରେ କରୋନା ବିସ୍ଫୋରଣ ଘଟିଛି। ପାର୍ଲାମେଣ୍ଟର ୭୧୮ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା...

ଆତଙ୍କବାଦୀଙ୍କ ପିଲାଙ୍କୁ ସ୍କଲାରଶିପ୍‌: ଅଣାଯିବ ନୂଆ ସରେଣ୍ଡର ଯୋଜନା

ଶ୍ରୀନଗର, ୯।୭: ଦେଶରେ ଆତଙ୍କବାଦକୁ ହଟାଇବା ଏବଂ ଆତଙ୍କବାଦୀଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସରେଣ୍ଡର ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ୧୯୯୫ଠାରୁ...

ଟୁଇଟର ପରେ ଏବେ ଇନ୍‌ଷ୍ଟାଗ୍ରାମ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୬।୬: ମୋଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର ପରେ ଏବେ ଫଟୋ ଓ ଭିଡ଼ିଓ ନେଟଓ୍ବାର୍କିଂ ସାଇଟ ଇନ୍‌ଷ୍ଟାଗ୍ରାମ ବି ଯାଞ୍ଚ ଘେରକୁ ଆସିଛି। ଦିଲ୍ଲୀ ପୋଲିସର...

୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ  ଶୀର୍ଷରେ ପହଞ୍ଚିବ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ...

ବିହାରବାସୀଙ୍କ ସେବା କରିପାରିବେ କେବଳ ୫୬ ଇଞ୍ଚ ଛାତି ଥିବା ଲୋକ: ନଡ୍ଡା

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସେଥିପାଇଁ ପ୍ରଚାର...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

Advertisement
Archives

Model This Week