Home Left

ବଢିଲା ସିଦ୍ଧୁଙ୍କ ଅଡୁଆ

ଚଣ୍ଡିଗଡ଼,୧୬।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ସିଦ୍ଧୁ ଏବଂ ସ୍ତ୍ରୀ ଡା ନବଜୋତ କୌର ସିଦ୍ଧୁଙ୍କୁ ବିରୋଧରେ ଭିଜିଲାନ୍ସ ଯାଞ୍ଚ୍‌ ଆରମ୍ଭ…

ପହଞ୍ଚିଲା ସ୍ପୁଟିନିକ୍‌-ଭିର ଦ୍ୱିତୀୟ ପର୍ଯ୍ୟାୟ ଟିକା

ହାଇଦ୍ରାବାଦ,୧୬।୫: ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ସ୍ପୁଟିନିକ୍‌-ଭିର ୬୦ ହଜାର ଡୋଜ ଦ୍ୱିତୀୟ ପର୍ଯ୍ୟାୟ ଟିକା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏନେଇ ଡକ୍ଟର ରେଡି ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ନମୁନା କେନ୍ଦ୍ରୀୟ ଡ୍ରଗ…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇଭେଣ୍ଟରେ କୃଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଚଣ୍ଡିଗଡ଼,୧୬।୫: ହରିୟାଣାରେ କରୋନା ଯୋଗୁ ଲକ୍‌ଡାଉନକୁ ଗୋଟିଏ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ଏହାସତ୍ତ୍ୱେ ହିସାର ଜିଲାର ଏକ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏହାକୁ ବିରୋଧ କରିଥିଲେ ଦୀର୍ଘ ଦିନ ହେଲା…

ଭାରତ, ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ରୋକିବାରେ ସକ୍ଷମ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା କରୋନାର…

କରୋନା ଆକ୍ରାନ୍ତ ସ୍ବାମୀଙ୍କୁ ଦେଖି ଏମିତି ପ୍ରେମ ପ୍ରକାଶ କଲେ ଶିଳ୍ପା ସେଟ୍ଟୀ

କରୋନାରେ କେବଳ ସାଧାରଣ ଲୋକ ନୁହଁନ୍ତି, ସେଲିବ୍ରିଟିମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ଏହାର ସର୍ବଶେଷ ଉଦାହରଣ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଦେଇଛନ୍ତି। ଶିଳ୍ପାଙ୍କୁ ଛାଡି ଏବେ ତାଙ୍କ ସମ୍ପୂଣ୍ଣ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସମୟରେ…

ବହୁବାର ଚାମ୍ପିୟନକୁ ହରାଇଲା ଅଣ୍ଡରଡଗ୍‌ ଲେସିଷ୍ଟର ସିଟି

ପୋର୍ତ୍ତୋ,୧୬।୫: ପ୍ରିମିୟର ଲିଗ୍‌ର ଅଣ୍ଡରଡଗ୍‌ ଦଳ ଲେସିଷ୍ଟର ସିଟି ୧୩୭ ବର୍ଷରେ ପ୍ରଥମ ଥର ପାଇଁ ହାତେଇଛି ସମ୍ମାନଜନକ ଏଫ୍‌ଏ କପ୍‌। ତାହା ପୁଣି ୮ ଥର ଚାମ୍ପିୟନ ତଥା ଗତଥର ରନର୍ସଅପ୍‌ ଚେଲସିକୁ ହରାଇ। ମ୍ୟାଚ୍‌ ପୂର୍ବରୁ କେହି ଏଭଳି…

ରାହୁଲ କହିଲେ,‘ମୋତେ ଗିରଫ କର’

ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଥିବା ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯିବା ପରେ ଏହାକୁ ନେଇ ରାଜନୀତି ତେଜୁଛି। ଏହି ମାମଲାରେ କଂଗ୍ରେସ ମୋଦି…

‘ରାଧେ’ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ମେଡିକାଲ ଷ୍ଟାଫ୍‌, ଭିଡିଓ ଭାଇରାଲ

ମୁମ୍ବାଇ: କରୋନା ସମୟରେ ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍‌ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି ଏକ କରି ଦେଇଛନ୍ତି। ଏହି ସମୟରେ ମେଡିକାଲ ଷ୍ଟାଫ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଆପଣଙ୍କ ମନରେ ସକାରାତ୍ମକ ଭାବନା…

ଉଗ୍ର ରୂପ ନେଲା ‘ତାଉକ୍ତାଏ’: ଅନେକ ସ୍ଥାନରେ ଉପୁଡିଲା ଗଛ, ଭାଙ୍ଗିଲା ଘର

ଥିରୁଭାନନ୍ତପୁରମ୍‌,୧୬।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ଥିରୁଭାନନ୍ତପୁରମ୍‌ର ଏକ ଉପକୂଳବର୍ତ୍ତୀ ଗ୍ରାମ ବଲିଆଧୁରାରେ ବର୍ଷ ପବନ ଯୋଗୁ ଅନେକ…

କମ୍‌ ବୟସରେ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ ଗର୍ଲପ୍ରେଣ୍ଡଙ୍କ ସହ କରୁଛନ୍ତି ମସ୍ତି

କରୋନା ଯୋଗୁ ଆଇପିଏଲ୍‌ ସ୍ଥଗିତ ହେବା ପରେ ଏବେ କ୍ରିକେଟର୍‌ମାନେ ନିଜ ନିଜ ଘରକୁ ଫେରିଛନ୍ତି। କିଛି କ୍ରିକେଟର୍‌ ଗୋଆରେ ଛଟି କାଟୁଛନ୍ତି। ପୃଥ୍ବୀ ଶ’ଙ୍କ ପରେ ଏବେ ରାହୁଲ ଚହର ନିଜ ପ୍ରେମିକାଙ୍କୁ ଧରି ଛୁଟି କାଟୁଛନ୍ତି। ରାହୁଲ ପ୍ରେମିକାଙ୍କ…

ସ୍ବାସ୍ଥ୍ୟ ଟିମ୍‌ ଉପରକୁ ଆକ୍ରମଣ

ଅରୈୟା,୧୬।୫: ସାରା ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଏପର୍ଯ୍ୟନ୍ତ ଏହାର ଭୟାବହତାକୁ ବୁଝିପାରୁନାହାନ୍ତି ଲୋକେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେତେକ ଅମାନିଆ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ…

ପିଲାଦିନର ବନ୍ଧୁ ହେଉଛନ୍ତି କୋହଲି-ଧୋନୀଙ୍କ ସ୍ତ୍ରୀ; ଗୋଟିଏ ସ୍କୁଲରେ ପଢ଼ିଛନ୍ତି ପାଠ…

ବମ୍ବେ: ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀଙ୍କ ପିଲାଦିନର ସାଙ୍ଗ ହେଉଛନ୍ତି ଅନୁଷ୍କା ଶର୍ମା। ଉଭୟ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସୋସିଆଲ ମିଡିଆରେ ଏବେ ଉଭୟଙ୍କ ପୁରୁଣା ଫଟୋ ଘୁରିବୁଲୁଛି। ଫଳରେ ଅନୁଷ୍କା ସାକ୍ଷୀଙ୍କ ସହ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri