Home Left

ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀରେ ଲକ୍‌ଡାଉନ ଯୋଗୁ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଗତିରେ ସାମାନ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନର ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି…

୪୦ ହଜାର ଜୀବନ ନେଉଛି ଡେଙ୍ଗୁ

ମେ’ ୧୬ରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏଡିସ୍‌ ପ୍ରଜାତିର ମଶା ଏଡିସ ଏଜିପ୍ଟି ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରିବାର…

ଅସହାୟଙ୍କ ସାହା ପାଲଟିଛନ୍ତି ଜଳନ୍ଧର

ନିରାକାରପୁର,୧୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ଜାଗାରେ ନିରାଶ୍ରୟ, ଅସହାୟ, ଭିକ୍ଷୁକ, ମାନସିକ ବିକାରଗ୍ରସ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏମାନଙ୍କ…

କାନ୍ଧ ଦେଲେନି ପଡ଼ୋଶୀ: କରୋନା ରୋଗୀଙ୍କ ମୃତଦେହ ସତ୍କାର କଲେ ବିଡିଓ

କେସିଙ୍ଗା,୧୬।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ପଞ୍ଚାୟତର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିବାରୁ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ଉପସ୍ଥିତିରେ ରବିବାର ସକାଳେ…

ଏହି ରାଜ୍ୟର ମହିଳାମାନେ କରୁଛନ୍ତି ‘କରୋନା ମାଇ’ ପୂଜା

ବାରାଣସୀ,୧୬।୫: କରୋନା ଭାଇରସ୍‌ ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, କେତେକ ରାଜ୍ୟରେ ଲକ୍‌ଡାଉନ ମଧ୍ୟ ବିଫଳ ହେଉଥିବା…

ଜେଲ କର୍ମଚାରୀଙ୍କୁ ମୋବାଇଲ ମନା

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଝାରପଡ଼ା ସ୍ବତନ୍ତ୍ର ଜେଲ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଗ୍ରହଣ କରାଯାଇଛି। କାରାଗାର ଅଧିକ୍ଷକ, ଜେଲରଙ୍କ ବ୍ୟତୀତ ଅନ୍ୟ କର୍ମଚାରୀମାନେ ଡ୍ୟୁଟି ସମୟରେ ଜେଲ ଭିତରକୁ ମୋବାଇଲ ଫୋନ ନେଇ ପାରିବେ ନାହିଁ। ସେହିପରି ଜେଲ ଆଇଜିଙ୍କ ତତ୍ତ୍ୱାବଧାନରେ ଏକ…

ଆମ୍ବୁଲାନ୍ସ୍‌ରେ ରୋମାନ୍ସ: ଧରାପଡ଼ି ୩ ଯୁବକ, ଜଣେ ଯୁବତୀ ଜେଲ୍‌ ଗଲେ…

ବାରାଣସୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କୁ ନେବା ଆଣିବା ଲାଗି ଆମ୍ବୁଲାନ୍ସ୍‌ ବି ମିଳୁନି। ମାତ୍ର ଆମ୍ବୁଲାନ୍ସ୍‌ ଭିତରେ ରୋମାନ୍ସ୍‌ କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ି ୩ ଯୁବକ ଏବଂ ଜଣେ ଯୁବତୀଙ୍କୁ…

ଡାକ୍ତରଙ୍କ ପରିବାର ଲୋକଙ୍କୁ ଦିଆଯାଉ କୋଭିଡ୍‌ ଟିକା

କଟକ ଅଫିସ, ୧୬ା୫: ପରିବାରଲୋକଙ୍କୁ କୋଭିଡ୍‌-୧୯ ଟିକା ଦେବା ପାଇଁ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପତ୍ର ପ୍ରଦାନ କରାଯାଇଛି। ଜୁନିୟର ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା…

ମେ’ ୨୪ ଯାଏ ବଢ଼ିଲା କରୋନା କର୍ଫ୍ୟୁ: ରାସ୍ତାକଡ଼ ଦୋକାନୀଙ୍କୁ ହଜାରେ, ଗରିବଙ୍କୁ ମିଳିବ ରାଶନ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶରେ କରୋନାର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ…

ଡିୟୁରେ କରୋନା ଆତଙ୍କ: ୨୫ କର୍ମଚାରୀଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କୁ ୟୁନିଭରସିଟି ଟିଚରର୍ସ ଓ୍ବେଲଫେୟାର ଫଣ୍ଡ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ମୂଳକ…

ବଢ଼ିପାରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଗତ କିଛିଦିନ ହେବ ସଂକ୍ରମଣ ହାର ୧୦ ହଜାର ଉପରେ ରହୁଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ମେ’ ୫ ତାରିଖରୁ ସମଗ୍ର ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଆସନ୍ତା ୧୯…

ଜମିବାଡ଼ିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବଲାଙ୍ଗୀର ଅଫିସ,୧୬।୫: ବଲାଙ୍ଗୀର ଜିଲା ସଇଁତଳା ଥାନା କୁମ୍ଭାରୀ ଗ୍ରାମରେ ଜମିବାଡ଼ି କଳହକୁ ନେଇ ଶନିବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri