ଖୁସି ଖବର: ଭାରତୀୟ ଦଳର କୋଚ ହେବେ ରାହୁଲ ଦ୍ରାଭିଡ
ନୂଆଦିଲ୍ଲୀ,୨୦।୫:ଭାରତୀୟ କ୍ରିକେଟ ଦଳ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର କୋଚିଂ ଦାୟିତ୍ୱ ଗ୍ରହଣ କରିବେ। ତେବେ ଦ୍ରାଭିଡଙ୍କୁ ଏହି ସିରିଜ୍ ପାଇଁ କେବଳ କୋଚ୍ ଦାୟିତ୍ୱ…
କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ
ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିବା ସହ ଅନେକ ଘରଦ୍ୱାର ଭାଙ୍ଗିପଡ଼ିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ…
କୃଷକଙ୍କ ଚେତାବନୀ: ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ ସରକାର
ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ପୁଣି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ସରକାର ଆମ କଥା ଶୁଣନ୍ତୁ ଏବଂ ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ। ଏହାସହ ପୁଣିଥରେ ୩…
ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…
ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ ବସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ଏକ…
ରଥଖଳାର ୩ ମହାରଣା, ୫ ଭୋଇ ସେବକ କରୋନା ଆକ୍ରାନ୍ତ
ପୁରୀ ଅଫିସ,୨୦ା୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାମ ଚାଲିଥିବା ବେଳେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ରଥ କାର୍ଯ୍ୟ ନିର୍ମାଣ ଚାଲିଥିବା ବେଳେ ଗୁରୁବାର ଆଉ ୩ ମହାରଣା ଏବଂ ୫ ଭୋଇ ସେବକ କରୋନା…
୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ
ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ…
ଏବେ ବାଇକ୍-କାର୍ ପାଇଁ କରିହେବ ନୋମିନି…
ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍ ଅବା କାର୍ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି ମାଲିକଙ୍କୁ…
ଅବକାରୀ ବିଭାଗର ଚଢ଼ାଉ: ୨ଗିରଫ
ପଦ୍ମପୁର,୨୦।୫(ଡି.ଏନ୍.ଏ): ଭଦ୍ରକ ଜିଲାରେ ଅବକାରୀ ବିଭାଗ ଚଢ଼ାଉ କରିଛି। ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ବଜାର ଓ ସାବରଙ୍ଗ ଛକରେ ଥିବା ଚୋରା ମଦ ଦୋକାନ ଉପରେ ଏହି ଚଢ଼ାଉ କରାଯାଇଛି। ଅବକାରୀ ବିଭାଗର ଏହି ଚଢ଼ାଉ ସମୟରେ ୧୫୦ ଲିଟର…
୭ଦିନ ପାଇଁ ସିଲ୍ ହେଲା ୭ଦୋକାନ
ପଦ୍ମପୁର,୨୦।୫(ଡି.ଏନ୍.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା ଦେଶୀ ମଦ ଦୋକାନ ଓ ବିଦେଶୀ ମଦ ଦୋକାନ, ୨ଟି ଲୁଗା ଦୋକାନ, ଗୋପାଳପୁରର…
ଆପତ୍ତି ଜନକ ସିନ୍ ପାଇଁ ଏହି ହଲିଉଡ୍ ଫିଲ୍ମ ଭାରତରେ ବ୍ୟାନ୍: ରାହୁଲଙ୍କ ବିରୋଧରେ ଗୁଜବ…
ନୂଆଦିଲ୍ଲୀ,୨୦।୫: କେତେକ ଆପତ୍ତି ଜନକ ଦୃଶ୍ୟ ଥିବାରୁ ୨୦୧୫ରେ ହଲିଉଡ୍ ଫିଲ୍ମ ଫିଫ୍ଟି ଶେଡସ୍ ଅଫ୍ ଗ୍ରେକୁ ଭାରତୀୟ ସେନସର ବୋର୍ଡ ପକ୍ଷରୁ ରିଲିଜ୍ ପାଇଁ ଅନୁମତି ମିଳି ନ ଥିଲା। ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ସହିତ ଅଶ୍ଳୀଳ ଦ୍ୱି ଅର୍ଥ…
ଐଶ୍ୱର୍ଯ୍ୟାଙ୍କ ପାଇଁ ବିଦେଶରୁ ୧୬ କିଲୋର ଏକ ପାର୍ଶଲ ପଠାଇଥିଲେ ଜଣେ ବ୍ୟକ୍ତି: ଖୋଲିଲା ବେଳକୁ…
ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମା’ ହେବା ପରେ ଆଉ ବେଶୀ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ୨୦୦୬ରେ ମୁମ୍ବାଇର ଏକ ଡାକଘରକୁ ଐଶ୍ୱର୍ଯ୍ୟାଙ୍କ ପାଇଁ ନେଦରଲ୍ୟାଣ୍ଡରୁ ୧୬ କିଲୋଗ୍ରାମ ଏକ…
ଗୋଟିଏ ଫଟୋ ଯୋଗୁ ଜନ୍-ବିପାଶାଙ୍କ ମଧ୍ୟରେ ଭାଙ୍ଗିଯାଇଥିଲା ପ୍ରେମ ସମ୍ପର୍କ
ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ ଏବଂ ଅଭିନେତା ଜନ ଅବ୍ରହାମଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ। ଉଭୟ ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ଏପରିକି ଉଭୟ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ। ଫିଲ୍ମ ‘ଜିସ୍ମ’ର ଶୁଟିଂ…
Archives


