Home Left

ଅଗଷ୍ଟ ୨୮ରୁ ଆରମ୍ଭ ହେବ ସିପିଏଲ

କିଙ୍ଗ୍‌ ଷ୍ଟନ, ୨୦।୫ : ଆସନ୍ତା ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ)ର ୨୦୨୧ତମ ସିଜନ। ଏହାର ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ। ୨୦୨୦ ସିଜନ ଭଳି ଏଥର ମଧ୍ୟ ବାୟୋ…

ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ। ଅଂଶୁଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। କୁଲଡ଼ିହା…

ଭଉଣୀ ଆଗରେ ୮ବର୍ଷର ଭାଇଙ୍କୁ ହାଣି ହତ୍ୟା

କଣ୍ଟାବାଞ୍ଜି,୨୦ା୫: ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ପଣ୍ଡରେନ ଗାଁର ଜଣେ ନାବାଳକଙ୍କୁ ସେହି ଗାଁର ଜଣେ ବ୍ୟକ୍ତି ଗୁରୁବାର ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ ଜୟରାମ ଗହୀରଙ୍କ ପୁଅ ପରମେଶ୍ୱର(୮)। ସକାଳେ ନାବାଳିକା ଭଉଣୀ ଟିକେମନୀ(୧୨)ଙ୍କ ସହ…

ଡବ୍ଲ୍ୟୁଟିସି ଫାଇନାଲରେ ଯୋଗଦେବେ ଦର୍ଶକ

ସାଉଥାମ୍ପଟନ, ୨୦।୫ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କୁ ଅନୁମତି ମିଳିବ। ୪ ହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ବହୁ ପ୍ରତିକ୍ଷିତ ୫ ଦିନିଆ…

ବିବାହ ଭୋଜିରେ ସାମିଲ ହୋଇଥିଲେ ୩୦୦ ଅତିଥି, ବେଙ୍ଗଡିଆଁ ମାରି ଫେରିଲେ

ଭିଣ୍ଡ, ୨୦।୫ : କୋଭିଡ୍‌ କଟକଣା ଖାତିର ନ କରି ବିବାହ ଭୋଜିରେ ଯୋଗଦେଇଥିଲେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଅତିଥିମାନେ। ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଲକ୍‌ଡାଉନ ଗାଇଡ୍‌ଲାଇନ ପାଳନ କରୁ ନ ଥିବାରୁ ଦଣ୍ଡ ସ୍ବରୂପ ଅତିଥିଙ୍କୁ…

 ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହେଲେ ହୃଷୀକେଶ ମଲ୍ଲିକ

ଭୁବନେଶ୍ୱର,୨୦।୫: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ କରିଛନ୍ତି। ଏହି…

ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର

ଚେନ୍ନାଇ,୨୦।୫: କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ ଏବଂ ହୋମଯଜ୍ଞ କରୁଛନ୍ତି। ତାମିଲନାଡୁରେ ସଦ୍ୟତମ ଉଦାହରଣ…

ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ହେଲେ ପିନାରାଇ ବିଜୟନ

ଥିରୁଭାନନ୍ତପୁରମ୍‌,୨୦।୫: ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ଭାବରେ ପିନାରାଇ ବିଜୟନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ଶପଥ ପାଠ କରାଇଥିଲେ। ୭୫ ବର୍ଷୀୟ ପିନାରାଇଙ୍କ ସହ ୨୧ ଜଣ…

ସପ୍ତାହକୁ ୨ ଦିନ ଗଡ଼ିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଗଡ଼ିବ। କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ହେଉ ନ ଥିବାରୁ ରେଳ ବିଭାଗ ଏପରି ପଦକ୍ଷେପ ନେଇଛି। ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଟାଟା କେବଳ ମଙ୍ଗଳବାର ଚାଲିବ। ସେହିପରି…

୧୫ ଦିନ କରୋନା ସହ ସଂଗ୍ରାମ କରି ଶେଷରେ ହାରିଗଲେ ଏହି ବ୍ୟାଙ୍କ ଅଧିକାରୀ

ବୁଗୁଡ଼ା,୨୦ା୫(ଡି.ଏନ୍‌.ଏ.): ମହାମାରୀ କରୋନାର ଦିତୀୟ ଲହରି ମୃତ୍ୟୁର ତାଣ୍ଡବ ରଚି ଚାଲିଥିବା ବେଳେ ଏହାର ଶିକାର ପାଲଟିଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ l ଦୀର୍ଘ ୧୫ ଦିନ କାଳ ସଂଗ୍ରାମ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଆସିକା ସମବାୟ ବ୍ୟାଙ୍କର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ଚାକିରି

ଲକ୍ଷ୍ନୌ,୨୦।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥିବାବେଳେ କୋଭିଡ ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ। ସମ୍ପୃକ୍ତ ପରିବାର ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ ସହାନୁଭୂତି…

ଏହି ଫୁଲର ଦୁର୍ଗନ୍ଧରେ ନାକ ଫାଟିପଡୁଛି, ତଥାପି ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆମେରିକାର ସବୁଠୁ ସୁନ୍ଦର ସହର କୁହାଯାଉଥିବା ଫ୍ରାନ୍ସିସ୍କୋରେ ଏକ ଦୁର୍ଲଭ ଫୁଲ ଫୁଟିଛି। ଯାହାକୁ ଦେଖିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଲୋକଙ୍କ ସୁଅ ଛୁଟୁଛି। ସବୁ ଫୁଲର ବାସ୍ନା ଥିବା ବେଳେ ଏହି ଫୁଲଟି କିନ୍ତୁ ଦୁର୍ଗନ୍ଧରେ ଫାଟିପଡୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri