ଏହି ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ ଭାଙ୍ଗିଯିବା ପରେ ପ୍ରଥମ ସ୍ବାମୀ ଖୋଲିଲେ ମୁହଁ, କହିଦେଲେ ଏମିତି କିଛି..
ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଏବେ ଟିଭି ରିଆଲିଟି ଶୋ ଖତରୋଂ କେ ଖିଲାଡି ୧୧ ପାଇଁ କେପଟାଉନରେ ଶୁଟିଂ କରୁଛନ୍ତି। କିନ୍ତୁ କେପଟାଉନରେ ପହଞ୍ଚିବା ମାତ୍ରେ ଶ୍ୱେତା ପୁଣି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଫସିଯାଇଛନ୍ତି। ତାଙ୍କ ଚାରି ବର୍ଷର…
ସୁନ୍ଦରଙ୍କ ପାଇଁ ବାପାଙ୍କ ବଳିଦାନ
ଚେନ୍ନାଇ,୨୦।୧୮: କରୋନା ଯୋଗୁ କ୍ରିକେଟରଙ୍କ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଖେଳାଳିଙ୍କୁ କଠିନ ବାୟୋ ବବୁଲରେ ରହିବାକୁ ପଡୁଛି। କରୋନା ଯୋଗୁ ଭାରତୀୟ କ୍ରିକେଟର ୱାଶିଂଟନ ସୁନ୍ଦରଙ୍କୁ ତାଙ୍କ ବାପାଙ୍କଠାରୁ ଦୂରରେ ରହିବାକୁ ପଡିଛି। ସୁନ୍ଦରଙ୍କ ପିତା କହିଛନ୍ତି ଯେ, କରୋନା…
ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…
ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ ସୂଚନା ଜାରି କରାଯାଇଛି। କାଶିଲେ ଅବା ଛିଙ୍କିଲେ କରୋନା ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ୧୦…
ଭୋଟ ମାଗିବାକୁ ଗାଁ ଆସିଲେ ମିଳିବ ଠେଙ୍ଗାମାଡ଼: ଭାଜପା ବିଧାୟକଙ୍କୁ ଗ୍ରାମବାସୀଙ୍କ ଜବାବ…
ଡେରାଡୁନ୍,୨୦।୫: ଉତ୍ତରାଖଣ୍ଡରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାଜପା ବିଧାୟକ ଦେଶରାଜ କର୍ନଓ୍ବାଲଙ୍କୁ ଝବରେଡ଼ା ଗାଁର ଲୋକେ ଛାଟ ଦେଖାଇଛନ୍ତି। ଦେଶରାଜ ଝବରେଡା ଗାଁକୁ ଉପେକ୍ଷା କରିଥିବା ଅଭିଯୋଗ କରି ଗ୍ରାମବାସୀମାନେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ…
ପପ୍ ଷ୍ଟାର ରିହାନାଙ୍କୁ ଡେଟ୍ କରୁଛନ୍ତି ଏହି ରାପର ବୟ
ହଲିଉଡ୍ର ପପ୍ ଷ୍ଟାର ରିହାନାଙ୍କୁ ଆମେରିକାର ରାପର ଆସପ ରକି ଡେଟିଂ କରୁଛନ୍ତି। ଏକଥା ନିଜେ ସ୍ବୀକାର କରିଛନ୍ତି ରକି। ସେ କହିଛନ୍ତି, ମୁଁ ରିହାନାଙ୍କ ସହ ଡେଟ୍ରେ ଅଛି। ଏକ ସାକ୍ଷାତକାରରେ ରିହାନାଙ୍କୁ ଜୀବନର ପ୍ରେମ ବୋଲି କହିଥିଲେ ରକି।…
ଏମ୍କେସିଜିରେ ଅକ୍ସିଜେନ ଷ୍ଟୋରେଜ ଭେସେଲ ସିଷ୍ଟମ ସ୍ଥାପନ: ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୦।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, କରୋନାରେ ଆକ୍ରାନ୍ତ ହୋଇଥିବା ମୃତ ବ୍ୟକ୍ତିଙ୍କ ଅନ୍ତିମ…
ଛତ୍ରପୁର ହସ୍ପିଟାଲରେ ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ
ଛତ୍ରପୁର,୨୦।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଉଦ୍ବେଗଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଓ ରୋଗୀଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସହ ଲଢ଼ିବା ପାଇଁ ଗଞ୍ଜାମ ଜ଼ିଲା…
ବାତ୍ୟାରେ ଭାଙ୍ଗିଲା ଏହି ଅଭିନେତ୍ରୀଙ୍କ ଘର
ମୁମ୍ବାଇ: ମୁମ୍ବାଇରେ କିଛିଦିନ ତଳେ ବାତ୍ୟା ‘ତାଉକ୍ତାଏ’ ତାଣ୍ଡବ ରଚିଥିଲା। ଫଳରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ବଡ଼ବଡ଼ ଗଛ ବି ଉପୁଡ଼ିପଡ଼ିଥିଲା। ଏହି ବାତ୍ୟା ମୁହଁରୁ ବର୍ତ୍ତିନି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତଙ୍କ ଘର। ସମୁଦ୍ରରୁ ଆସୁଥିବା ବଡ଼ ବଡ଼…
କରୋନା ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ: ରାଜସ୍ଥାନରେ ଚିହ୍ନଟ ହେଲେ ୭ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ଜୟପୁର,୨୦।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଦେଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାଜସ୍ଥାନରେ ୭୦୦ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାର ଏବେ ଆକ୍ସନମୁଡରେ…
ଖୁସି ଖବର: ଭାରତୀୟ ଦଳର କୋଚ ହେବେ ରାହୁଲ ଦ୍ରାଭିଡ
ନୂଆଦିଲ୍ଲୀ,୨୦।୫:ଭାରତୀୟ କ୍ରିକେଟ ଦଳ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର କୋଚିଂ ଦାୟିତ୍ୱ ଗ୍ରହଣ କରିବେ। ତେବେ ଦ୍ରାଭିଡଙ୍କୁ ଏହି ସିରିଜ୍ ପାଇଁ କେବଳ କୋଚ୍ ଦାୟିତ୍ୱ…
କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ
ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିବା ସହ ଅନେକ ଘରଦ୍ୱାର ଭାଙ୍ଗିପଡ଼ିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ…
କୃଷକଙ୍କ ଚେତାବନୀ: ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ ସରକାର
ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ପୁଣି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ସରକାର ଆମ କଥା ଶୁଣନ୍ତୁ ଏବଂ ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ। ଏହାସହ ପୁଣିଥରେ ୩…
Archives


