ଧନୀ ହେବା ଲାଗି ପାକିସ୍ତାନକୁ ଏମିତି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ହସିହସି ଗଡ଼ିବେ। ଅତୀତରେ ଏହିପରି ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ମାତ୍ର ଏହି ଭିଡିଓଟି ସେଗୁଡ଼ିକ ମଧ୍ୟରୁ ଟିକେ ନିଆରା। ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…
କେଆର୍କେଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କଲେ ସଲମାନ
ମୁମ୍ବାଇ: ଇଦ୍ ଅବସରରେ ରିଲିଜ୍ ହୋଇଥିବା ସଲମାନ ଖାନ୍ଙ୍କ ଫିଲ୍ମ ‘ରାଧେ ୟୋର୍ ମୋଷ୍ଟ୍ ଓ୍ବାଣ୍ଟେଡ୍ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ, କେବଳ ଭାରତରେ ଫିଲ୍ମ ପ୍ରଥମ ଦିନରେ ୧୦୮କୋଟିରୁ ଅଧିକ ଆୟ କରିଥିଲା। ଏହି ଫିଲ୍ମ…
ଏହି ଅଭିନେତ୍ରୀ ନିଜକୁ କହିଲେ ବେଡ୍ରୁମ୍ ପ୍ରିନ୍ସେସ୍
ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ମାତ୍ର ସେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ଦୁନିଆରେ ପାଦ ରଖିନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଅର୍ସଙ୍କ ସଂଖ୍ୟା ଅଧିକ। ଖୁସି…
ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି: ୮୦୦ଥର ଫୋନ୍ ପରେ ବି ମିଳିଲାନି ସହାୟତା
ଭୋପାଳ,୨୬।୫: ମଧ୍ୟପଦେଶରେ କରୋନା ପରେ ଏବେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ପ୍ରାୟ ୬୦ଟି ଇଞ୍ଜେକ୍ସନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟବିଭାଗ ଦାବି କରିଛି। ହେଲେ ରାଜ୍ୟରେ ଇଞ୍ଜେକ୍ସନର ଅଭାବ ଦେଖାଯିବା ପରେ…
‘ମର୍ଡର’ ସିନେମା ପରେ ମୋତେ ନଷ୍ଟ ଚରିତ୍ରର ମହିଳା ବୋଲି ଲୋକେ ଭାବୁଥିଲେ: ମଲ୍ଲିକା
ବମ୍ବେ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କୁ ପରିଚୟ ଦେଇଥିଲା ୨୦୦୪ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ମର୍ଡର’। ଅଭିନେତା ଇମ୍ରାନ ହାସମୀଙ୍କ ସହ ଫିଲ୍ମରେ ଅନେକ ବୋଲ୍ଡ ସିନ୍ ଦେଇଥିଲେ ସେ। ଇତି ମଧ୍ୟରେ ଏହାକୁ ୧୭ ବର୍ଷ ବିତିଛି। ଏବେ ମଲ୍ଲିକା…
କୋହଲିଙ୍କୁ କୋଚିଂ ଫି’ ମାଗିଲେ ଏହି ଫୁଟବଲ୍ ଖେଳାଳି
ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି। ଭିଡିଓରେ କୋହଲି ଏକ ଫ୍ରି କିକ ସହିତ ଦୂରରୁ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି।…
କେନ୍ଦୁଝରରେ ୟାସ୍ର ପ୍ରଭାବ: ୧୪୯୬୨ଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
କେନ୍ଦୁଝର,୨୬।୫(ସ୍ବ.ପ୍ର.): ବାତ୍ୟା ୟାସ୍ର ଭୟାବହକୁ ଦେଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସକାଳ ୮ଟା ସୁଦ୍ଧା ୧୪,୯୬୨ ଜଣ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ବାତ୍ୟା ପାଇଁ ରାଜ୍ୟ…
ଅକ୍ସିଜେନ୍ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଲେ କର୍ମଚାରୀ, ଅଧିକାରୀ ଛୁଟି ଦେଉ ନ ଥିବା ଅଭିଯୋଗ…
ରାଞ୍ଚି,୨୬।୫: ଝାଡ଼ଖଣ୍ଡ ରାଞ୍ଚିରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଅଧିକାରୀ ଛୁଟି ନ ଦେବାରୁ ସେ ଅକ୍ସିଜେନ୍ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଛନ୍ତି। କର୍ମଚାରୀଙ୍କ ପରିବାର ସଦସ୍ୟ ସିଲିଣ୍ଡର ନେଇ ତାଙ୍କ ସହିତ ଆସିଛନ୍ତି। ବୋକାରୋ ସ୍ଥିତ ସେକ୍ଟର-୪ଠାରେ ଥିବା ପଞ୍ଜାବ…
କ୍ରିକେଟ୍ ଛାଡି ଏବେ ଫୁଟ୍ବଲ୍ ଖେଳିଲେ କୋହଲି: ପ୍ରଶଂସକ କହିଲେ..
ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡ ଗସ୍ତରେ ଯାଉଥିବା ଖେଳାଳିଙ୍କ ସହ କୋହଲି ମୁମ୍ବାଇରେ ବିସିସିଆଇ ଦ୍ୱାରା ପ୍ରସ୍ତୁତ ବାୟୋ-ବବୁଲରେ ଅଛନ୍ତି। ଭାରତୀୟ ଖେଳାଳିମାନେ ଜୁନ ୨ରେ ଇଂଲଣ୍ଡ ଯିବେ।…
ସନ୍ଧ୍ୟା ଯାଏ ରହିବ ‘ୟାସ’ର ବିପଦ
ଭୁବନେଶ୍ୱର,୨୬।୫(ବ୍ୟୁରୋ): ବୁଧବାର ‘ୟାସ’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାକୁ ଆଉ ୩ରୁ ୪ ଘଣ୍ଟା…
ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ
ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ଭାରତରେ ମଧ୍ୟ ଟିକାକରଣ କାର୍ଯ୍ୟ ପୂରାମାତ୍ରାରେ ଚାଲିଛି। ମାତ୍ର କେତେକ ଦେଶରେ ଏଥିରେ ଅବହେଳା…
କ୍ରୁର ଶାସକଙ୍କ କ୍ରୁର ଭଉଣୀ: ଶୀର୍ଷ ଅଧିକାରୀଙ୍କୁ ଗୁଳି କରି କଲେ ହତ୍ୟା,ଦେଶରେ ଆତଙ୍କ…
ପୋୟାଙ୍ଗ୍ୟାଙ୍ଗ୍,୨୬।୫: ଉତ୍ତର କୋରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। କ୍ରୁର ଏକଛାତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ପଥଙ୍କୁ ତାଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ୍ ଆପଣେଇଛନ୍ତି। ନିରଙ୍କୁଶ କ୍ଷମତା ବାଟରେ ଦେଖା ଦେଉଥିବା ପ୍ରତିବନ୍ଧକକୁ ହଟାଇବା ଲାଗି ୟୋ…
Archives


