ପୋଲିସ ରୋଲ୍‌ ପାଇଁ…

ଥିଏଟର ଅଭିନେତା ପୃଥ୍ବୀରାଜ ଆଚାର୍ଯ୍ୟଙ୍କ ଖୁସି କହିଲେ ନ ସରେ। କାରଣ ଯେଉଁଭଳି ଭୂମିକାଟିଏ ସେ ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି। ଚଳଚ୍ଚିତ୍ରଟି ହେଲା ପିନୁ ନାୟକଙ୍କ ନିର୍ଦ୍ଦେଶିତ ‘ଲଗାମ୍‌’। କଥା କ’ଣ କି ରିଲିଜ ଅପେକ୍ଷାରେ ଥିବା ଏହି ଫିଲ୍ମରେ ତାଙ୍କୁ ପୋଲିସ ଅଫିସର ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ହେଲେ ଏହି ଭୂମିକା ପାଇଁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। ଏ ସମ୍ପର୍କରେ ପୃଥ୍ବୀରାଜ କହନ୍ତି, ‘ଏହି ଫିଲ୍ମରେ ମୁଁ ଜଣେ ସଚ୍ଚୋଟ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛି। ଏହି ରୋଲ୍‌କୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ ମୁଁ କେତେଜଣ ପୋଲିସ ଅଫିସରଙ୍କ ସହ ମିଶି ଜଣେ ସଚ୍ଚୋଟ ପୋଲିସ ବିଷୟରେ ଜାଣିଥିଲି। ପରବର୍ତ୍ତୀ ସମୟରେ ଏହାକୁ ତୁଲାଇବାରେ ମୋତେ କଷ୍ଟ ହୋଇ ନ ଥିଲା। ଏହି ଫିଲ୍ମର କାହାଣୀ ଏବଂ ଉପସ୍ଥାପନା ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଆଶା ରଖିଛି।’ ଏହାବ୍ୟତୀତ ସେ ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଏହାର ଟାଇଟଲ ରହିଛି ‘ଅକ୍ସିଜେନ୍‌’ ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଆଗଧାଡ଼ିର ନିର୍ଦ୍ଦେଶକ ପିନୁ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଘରେ ବାସନ ଧୋଉଛନ୍ତି ଏହି ଷ୍ଟାର

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା...

ଭାଇଜାନ୍‌ ହେଲେ ଟ୍ରୋଲ୍‌ : ଆଉ କାହା ପାଇଁ ନୁହେଁ ରାଖୀ ସାଓ୍ବନ୍ତଙ୍କ ଲାଗି

କିଛି ସପ୍ତାହ ପୂର୍ବରୁ ରାକ୍ଷୀ ବିଗ୍‌ ବସ୍‌ରେ ରୁବିନା ଦିଲାଇକ୍‌ଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଳାଙ୍କ ସହ ପ୍ରେମ ଆରମ୍ଭ କରିଥିଲେ। ଯାହାକୁ ଅଭିନବ...

‘ପସନ୍ଦ ନ ଥିଲେ ଦେଖ ନାହିଁ’

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏ ପ୍ରକାର ଚର୍ଚ୍ଚାଠାରୁ ନିଜକୁ କିପରି ଦୂରରେ ରଖାଯାଇ ପାରିବ ସେ ନେଇ...

ଆୱାର୍ଡ ଶୋ’ରେ ଷ୍ଟେଜ୍‌ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ...

‘ଚକଡା ଏକ୍ସପ୍ରେସ’ ପାଇଁ ଟାଣ ଖରାରେ ଟ୍ରେନିଂ ନେଉଛନ୍ତି ଅନୁଷ୍କା, ଶେୟାର କଲେ ଫେସ ଟ୍ୟାନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ସ୍ୱାମୀ ବିରାଟ କୋହଲି...

ହେମା ମାଳିନୀଙ୍କୁ ବିବାହ କରିବା ଧର୍ମେନ୍ଦ୍ରଙ୍କ ପକ୍ଷେ ଏତେ ସହଜ ନ ଥିଲା…

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ୮୭ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିବେ। ଧର୍ମେନ୍ଦ୍ର ତାଙ୍କର...

ପରଲୋକରେ ଭେଟେରାନ ଅଭିନେତା ସତ୍ୟନାରାୟଣ

ମୁମ୍ବାଇ: ଭେଟେରାନ ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣଙ୍କର ପରଲୋକ ଘଟିଛି। ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

ୟୁଟ୍ୟୁବରେ ରିଲିଜ ହେବ ଇରଫାନଙ୍କ ଫିଲ୍ମ

ନୂଆଦିଲ୍ଲୀ,୨।୭: ସ୍ବର୍ଗତ ବଲିଉଡ ଅଭିନେତା ଇରଫାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ଅଭିନେତାଙ୍କ ରିଲିଜ ହୋଇ ନ ଥିବା ଫିଲ୍ମ ‘ଦୁବାଇ ରିଟର୍ନ’...

Advertisement
Archives

Model This Week