Posted inଜାତୀୟ

ଉତ୍ତରାଖଣ୍ଡରେ ଭାଜପାକୁ ଝଟ୍‌କା

ଡେରାଡୁନ,୧୧ ।୧୦: ପାଖେଇ ଆସୁଛି ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ । ଏହି ସମୟରେ ସେଠାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି କୁହାଯାଉଛି । ସୋମବାର ଉତ୍ତରାଖଣ୍ଡର ଭାଜପା ନେତା ୟଶପାଲ ଆର୍ଯ୍ୟ ଓ ତାଙ୍କ ବିଧାୟକ ପୁଅ ସଞ୍ଜିବ ଆର୍ଯ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଏମାନେ କଂଗ୍ରେସ ନେତା ହରିଶ ରାୱତ ଓ କେସି ଭେନୁଗୋପାଳଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଛନ୍ତି । ୟଶପାଲ ଆର୍ଯ୍ୟ ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ଗୋଟିଏ ପଟେ ଉତ୍ତରାଖଣ୍ଡରେ ଆଗକୁ ଅଛି ବିଧାନସଭା ନିର୍ବାଚନ ଅନ୍ୟପଟେ ଭାଜପା ସେଠାରେ ସରକାର ଗଠନ କରିବାକୁ ଚାହିଁ ବସିଛି । ହେଲେ ଏପଟେ ଭାଜପା ନେତା ଦଳ ଛାଡି କଂଗ୍ରେସର ମିଶିବା ପାର୍ଟି ପାଇଁ ଏକ ଧକ୍କା ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ…

ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ…

ବଢୁଛି କିଡନୀ ରୋଗ: ୪ ଦିନରେ ଗଲାଣି ଏତିକି ଜଣଙ୍କ ଜୀବନ

ଅମରପାଲି, ୩୦।୪ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ଓ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ କିଡନୀ ରୋଗ ଏବେ ମହାମାରୀ ଭଳି…

ଦୁଇ ଟ୍ରକ୍‌ ମୁହାଁମୁହିଁ ପରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଚାଳକ

ହେମଗିର,୩୦ା୪(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାସ୍ଥିତ ଗୋପାଳପୁର ଡିବିଏଲ କମ୍ପାନୀ ସମ୍ମୁଖରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ହେବାରୁ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍‌ ଚାଳକ ନିଆଁରେ ପୋଡ଼ି ହୋଇ…

‘ପାକିସ୍ତାନ ଯିବୁ ନାହିଁ’, ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କାହିଁକି ଏଭଳି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩୦ା୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ କମ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଠୋର ଆଭିମୁଖ୍ୟ ଗ୍ରହଣ…

ଇରାନର ନୂଆ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ, କହିଲେ…

ଓ୍ବାଶିଂଟନ୍‌,୩୦।୪: ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ପୁଣିଥରେ ସ୍ଥଗିତ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି…

ଶେଷ ପର୍ଯ୍ୟାୟରେ ମା’ ରାମଚଣ୍ଡୀ ମନ୍ଦିରର ନବୀକରଣ କାର୍ଯ୍ୟ: ଏମ୍‌ପି-ବିଧାୟକ ସମୀକ୍ଷା କରି କହିଲେ…

ମହାକାଳପଡ଼ା,୩୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ରାମଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଏମ୍‌ପି…

କାଜୁ ବଗିଚାରେ ପଡ଼ିଛି ଦନ୍ତାହାତୀର ମୃତଦେହ, ବନବିଭାଗର ତଦନ୍ତ ଆରମ୍ଭ

ବଲାଙ୍ଗୀର,୩୦।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଚାନୁଟମାଲ ଗାଁର ଏକ କାଜୁ ବଗିଚାରେ ଗୋଟିଏ ଦନ୍ତାହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବନ ବିଭାଗ…

ଯୁବତୀ-ଯୁବକଙ୍କ ଭିତରେ ପଶିଲା ପୋଲିସ, ୩କର୍ମୀଙ୍କୁ ପିଟିପିଟି…

କଟକ,୩୦।୪(ପ୍ରଭୁକଲ୍ୟାଣ ପାଲ୍): କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସ କର୍ମଚାରୀଙ୍କୁ ଅସାମାଜିକ ଯୁବକଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri