ଭୀମସାରରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ
ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା (ଭୀମସାର)ରେ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି। ଭୀମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ, ମୃତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସର ଲକ୍ଷଣଥିଲା। ସେ ୫-୬ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି…
ପିଇବା ପାଣି ପାଇପ୍ରୁ ବାହାରୁଛି ସାପ…
ଭୋପାଳ,୩୧।୫: ପିଇବା ପାଣି ପାଇପ୍ରୁ ଛୋଟ ଛୋଟ ସାପ ଛୁଆ ବାହାରୁଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଟିକମ୍ଗଡ଼ରେ ସରକାରୀ ସପ୍ଲାଏ ପାଣି ପାଇପ୍ରୁ ପାଣି ସହିତ ସାପ ବାହାରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ମିଳିବା ପରେ…
ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍: ଅକ୍ଟୋବର ୧୦ରେ ଫାଇନାଲ୍!
ନୂଆଦିଲ୍ଲୀ,୩୧।୫: କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ଆଇପିଏଲ ୨୦୨୧ର ୧୪ ତମ ସିଜନର ବାକି ମ୍ୟାଚ୍ ୟୁଏଇରେ ଖେଳାଯିବ। ନିକଟରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ସଭାରେ ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ଘୋଷଣା କରାଯାଇଥିଲା। ଆଇପିଏଲ ୨୦୨୧ର ଦ୍ୱିତୀୟ…
କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କା
ଓ୍ବାଶିଂଟନ,୩୧ା୫: ସମଗ୍ର ବିଶ୍ୱକୁ ମହାମାରୀ କରୋନା କବଳିତ କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ଏପରି ଘଟଣା ସତ୍ତ୍ୱେ କିଛି ଲୋକ କରୋନା ଟିକା ନେବାକୁ ନାରାଜ। ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଟିକା ନେବା ପାଇଁ…
ଟିକାକରଣ ପରେ ଆଣ୍ଟିବଡ଼ି ତିଆରି ନ ହେବାରୁ କମ୍ପାନୀ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ
ଲକ୍ଷ୍ନୌ,୩୧।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଟିକା ନେବା ପରେ ବି ତାଙ୍କ ଭିତରେ ଆଣ୍ଟିବଡ଼ି ତିଆରି ହୋଇପାରି ନ ଥିଲା। ଫଳରେ ଉକ୍ତ ବ୍ୟକ୍ତି ଜଣକ ସିରମ ଇନ୍ଷ୍ଟିଚ୍ୟୁଟ, ଆଇସିଏମ୍ଆର, ବିଶ୍ୱ…
ଶ୍ୱାସରୁଦ୍ଧ ହୋଇ ଘରମାଲିକ, ଶ୍ରମିକଙ୍କ ଜୀବନ ଗଲା
ଫୁଲବାଣୀ ଅଫିସ,୩୧ା୫: ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଟବାରି ଗାଁରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱାସରୁଦ୍ଧ ହୋଇ ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସନ୍ତୋଷ କହଁର…
କ’ଣ ଖାଇ ନିଜକୁ ଫିଟ୍ ରଖିଛନ୍ତି ବିରାଟ କୋହଲି: ଜାଣନ୍ତୁ
ଭାରତୀୟ ଅଧିନାୟକ ବିରାଟ କୋହଲି ଫିଟନେସକୁ ନେଇ ବହୁତ ଗମ୍ଭୀର। ସେ ଫିଟ ରହିବାକୁ ସାଥୀ ଖେଳାଳିଙ୍କୁ ମଧ୍ୟ କୁହନ୍ତି। ଭାରତୀୟ ଦଳ ଆଗାମୀ ଇଂଲଣ୍ଡ ଗସ୍ତ ଯିବା ପୂର୍ବରୁ ମୁମ୍ବାଇରେ କ୍ୱାରାଣ୍ଟାଇନ୍ରେ ଅଛି। ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ…
ଆଜି ବିଶ୍ୱ ତମାଖୁ ନିରୋଧୀ ଦିବସ: ସତର୍କତା ହିଁ ଜରୁରୀ
ସାରା ବିଶ୍ୱରେ ମାନବ ସଭ୍ୟତା ବହୁ ଘାତପ୍ରତିଘାତ ସହ ମୁକାବିଲା କରି ପୃଥିବୀପୃଷ୍ଠରେ ବଞ୍ଚତ୍ ରହିବା ନିମନ୍ତେ ପ୍ରୟାସ ଜାରି ରଖିଆସିଛି। ସମାଜରେ ୧୮ ବର୍ଷରୁ ଊଦ୍ଧର୍ବ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ଦୈନନ୍ଦିନ ବିଡ଼ି, ସିଗାରେଟ୍, ପିକା, ହୁକା, ଖଇନି,…
ବ୍ରେନ୍ ଷ୍ଟ୍ରୋକ୍
ଜଣେ ବ୍ୟକ୍ତି ସମ୍ମୁଖୀନ ହେଉଥିବା ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାଗୁଡିକ ମଧ୍ୟରୁ ବ୍ରେନ୍ ଷ୍ଟ୍ରୋକ୍ ଅନ୍ୟତମ। ତେବେ ଏହାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଦରକାର। ଅଧିକାଂଶ ସମୟ ଟେନସନରେ ରହିବା, ଡାଇବେଟିସ୍, ନିଶାଦ୍ରବ୍ୟ ସେବନ, ମେଦବହୁଳତା, କୋଲେଷ୍ଟରଲ ପରିମାଣ…
ଫଙ୍ଗସ୍ : ଆଉ ଏକ ମହାମାରୀ
ଦୁଇ ହଜାର ମସିହା ଆରମ୍ଭରୁ କେବଳ ଆମେ ଓଡ଼ିଶାବାସୀ ଏହି କୋଭିଡ୍-୧୯କୁ ସହ୍ୟ କରି ଚାଲିଛୁ। ବହୁତ ଜଣ ନିଜର ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ହରାଇ ସାରିଲେଣି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର କମିବାକୁ ବସିଲାଣି। କିନ୍ତୁ ଏବେଠୁ ଆମେ…
ଆର୍ଥିକ ସ୍ଥିତି ଦେଖୁ ନ ଥିବାରୁ ଆପତ୍ତି
ଅନୁଗୋଳ ଅଫିସ, ୩୧ା୫: କରୋନା କାରଣରୁ କିଏ ଚାକିରି ହରାଇଛନ୍ତି ତ ଆଉ କିଏ ମାସ ମାସ ଧରି ବ୍ୟବସାୟରୁ ବଞ୍ଚିତ ରହିଛନ୍ତି। ଖଟିଖିଆ ଦିନମଜୁରିଆଙ୍କ ହାତରେ କାମ ନାହିଁ। ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ ଅବସ୍ଥାରେ। ଏପରି କି କରୋନା…
ଟେକ୍ନିକାଲ ରିସେସନ, ସେନ୍ସେକ୍ସ ସ୍ତର ୫୦ ହଜାର
ନୂଆଦିଲ୍ଲୀ: ୨୦୧୯ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ଥିଲା। ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଯେତେବେଳେ ବିଭିନ୍ନ…
Archives


