Home Left

ଆମେ ଦୁଇ ଆମର ତିନି: ସରକାରଙ୍କ ନୂଆ ନିୟମ…

ବେଜିଂ,୩୧।୫: ଚାଇନାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏବେ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଣିକି ଦେଶରେ ଦମ୍ପତିମାନେ ତିନି ସନ୍ତାନ ଜନ୍ମ ଦେଇପାରିବେ। ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ଦେଶରେ…

ଲକ୍‌ଡାଉନ୍‌ରେ ଲୁଟ୍‌ ଉଦ୍ୟମ: କଟିଲା ମହିଳାଙ୍କ ବେକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ଏଥିରେ ମହିଳା ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ବେକରେ ଆଘାତ ଲାଗିଛି। ରାଜଧାନୀର ନୟାପଲ୍ଲୀ ଭିଆଇପି ଅଞ୍ଚଳର ମୁଖ୍ୟ ରାସ୍ତାରେ ଏ ଘଟଣା ଘଟିଛି।…

କେବଳ ଏହି କାରଣ ପାଇଁ ଇଣ୍ଡଷ୍ଟ୍ରିର କୌଣସି ହିରୋଙ୍କୁ ବିବାହ କରି ନ ଥିଲେ ମାଧୁରୀ, ଜୁହି

ବଲିଉଡରେ ଏକ ସମୟ ଥିଲା ଯେତେବେଳେ ଲୋକେ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ପାଇଁ ପାଗଳ ଥିଲେ। ସେହି ସମୟରେ ଏହି ଦୁଇ ଅଭିନେତ୍ରୀ ମଧ୍ୟ ନିଜ ମଧ୍ୟରେ କଠୋର ପ୍ରତିଯୋଗିତା କରୁଥିଲେ। ଉଭୟ ମାଧୁରୀ ଏବଂ ଜୁହି ସେମାନଙ୍କ…

କୋହଲିଙ୍କୁ ଅନୁଷ୍କାଙ୍କ ପ୍ରଶ୍ନ: ମୋ ହେଡଫୋନ୍‌ କେଉଁଠି ରଖିଛ, ଜବାବରେ ମିଳିଲା ଏମିତି ଉତ୍ତର

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ରୁ ୨୨ ଜୁନ ମଧ୍ୟରେ ଇଂଲଣ୍ଡରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଐତିହାସିକ ଟାଇଟଲ ମ୍ୟାଚ ଖେଳାଯିବ।…

ସିଟ୍‌ ବେଲ୍ଟ ଲଗାଇବାକୁ କହିବାରୁ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଲେ ମହିଳା ଯାତ୍ରୀ

ଓ୍ବାଶିଂଟନ୍‌,୩୧।୫: ପ୍ରାୟ ସମୟରେ ବିମାନ ଯାତ୍ରା ସହ ଜଡ଼ିତ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବର ଯାତ୍ରୀଙ୍କ ସହ ର୍ଦୁବ୍ୟବହାର ଘଟଣା ସାମ୍ନାକୁ ଆସିଥିବା ବେଳେ ଆଉ କେତେବେଳେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ସହ ର୍ଦୁବ୍ୟବହାର…

କ୍ରିକେଟ୍‌ କ୍ୟାରିୟର୍‌ରେ ସଚିନଙ୍କ ଏହି ୨ ଇଚ୍ଛା ହୋଇନି ପୂରଣ

ମୁମ୍ବାଇ,୩୧।୫: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦୀର୍ଘ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରାଜୁତି କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ତଥାପି, ତାଙ୍କର ଇଚ୍ଛା ପୂରଣ ହୋଇ…

ମାସ୍କ ପିନ୍ଧି ଖାଇବା ଅର୍ଡର କଲେ ଦେବାକୁ ପଡ଼ିବ ଜରିମାନା

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ ବି କରୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ…

ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ କ୍ରୋକେର ପ୍ରଜାତିର ମାଛ ଧରି ଏହାକୁ ୭୨ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ବିରଳ…

ଭାରତୀୟ ଦଳକୁ ଚେତାବନୀ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୩୧।୫: ଜୁନ୍‌ ୨ରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବ୍ୟତୀତ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ…

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୦ ଦିନ…

ଏକ ଘରୁ ଯୁବକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ, ରାସ୍ତାରୋକୋ କଲେ ଲୋକେ

ନୟାଗଡ଼ ଅଫିସ,୩୧ା୫: ନୟାଗଡ଼ ଟାଉନ ଥାନା ଘଡୁଆଳ ଛକରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ କଇଥଗାଡ଼ିଆ ଗାଁ ସଭାପତି ବିଜୟ ନାୟକ ଓରଫ୍‌ ଆଲେଖ। ବିଜୟ ଜଣେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ରିକୋଭରି କର୍ମଚାରୀ…

ଗତ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ: ସେଥିରୁ ଜଣେ କରୋନା ପଜିଟିଭ୍‌

ପାଟନା,୩୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବିହାର ଦରଭଙ୍ଗାରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଦରଭଙ୍ଗା ମେଡିକାଲ କଲେଜରେ ଗତ ୨୪ଘଣ୍ଟାରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉକ୍ତ ୪ଜଣ ଶିଶୁଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri