ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ

ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି ଅବସ୍ଥାରେ କେତେକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ଗଣ୍ଠି ହାଡ଼ ମଝିରେ ଥିବା ଲିଗାମେଣ୍ଟର ନମନୀୟତା ହ୍ରାସ ପାଇବାରେ ଲାଗିଥାଏ। ଫଳରେ କାମ କରିବା ସମୟରେ ଯନ୍ତ୍ରଣା ହୋଇଥାଏ। ମାତ୍ର ସଚେତନତା ଏବଂ ସନ୍ତୁଳିତ ଆହାର ଦ୍ୱାରା ଏଭଳି ସମସ୍ୟାଠୁ ଦୂରେଇ ରହିବା ସମ୍ଭବ। ଅବଶ୍ୟ ଏହି ଶାରୀରିକ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୧୯୯୬ଠାରୁ ପ୍ରତିବର୍ଷ ଅକ୍ଟୋବର ୧୨ରେ ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ ପାଳନ କରାଯାଉଛି। ଏହି ଅବସରରେ ପୃଥିବୀରେ ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ଜୀବନକୁ ସହଜ କରିବା ଲାଗି ଚେଷ୍ଟା କରାଯାଇଥାଏ। ଆର୍ଥ୍ରାଇଟିସ୍‌ରେ ୧୦୦ରୁ ଅଧିକ ପ୍ରକାରର ଶାରୀରିକ ଅବସ୍ଥାକୁ ବର୍ଗୀକୃତ କରାଯାଇଛି। ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଦିନ କିଛି ସହଜ ବ୍ୟାୟାମ ସହିତ ସନ୍ତୁଳିତ ଖାଦ୍ୟ ପ୍ରତି ଗୁରୁତ୍ୱ ପ୍ରଦାନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପି ଓଠ ପାଇଁ…

ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ କେବେ କେବେ ବିଭିନ୍ନ କାରଣରୁ ଓଠ କଳା ପଡ଼ିଯିବା ଅନେକଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ।...

ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରେ ଏସବୁ ମସଲା…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ବ୍ଲଡ୍‌ ସୁଗାର ସମସ୍ୟା ଦେଖାଯାଇଥାଏ। ଏହାକୁ ନେଇ ଲୋକେ ମାନସିକ ଚିନ୍ତାଗସ୍ତ ହୋଇଥାନ୍ତି। ତେବେ ନିତିଦିନିଆ ଜୀବନରେ କେତେକ କାର୍ଯ୍ୟ କଲେ...

ରଙ୍ଗ ଖେଳ: ହୋଲିର ମଜା ନେବା ପାଇଁ କ’ଣ ସବୁ କରିବାକୁ ହେବ

ଗୋଟିଏ ପଟେ ବସନ୍ତର ପରଶ ତ ଅନ୍ୟପଟେ ରଙ୍ଗର ପସରା। ସେଥିପାଇଁ ତ ହୋଲି ଖେଳର ମଜା ନିଆରା। ରଙ୍ଗର ଏଇ ଖେଳରେ ଥାଏ ଭଲପାଇବାର...

ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ

ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ...

ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ସୁନା ରୁପା ବାଦ୍‌ ବର୍ତ୍ତମାନ ଅନେକ ଆର୍ଟିଫିସିଆଲ୍‌ ଜୁଏଲେରିକୁ କେବଳ ଝିଅମାନେ ନୁହନ୍ତି ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି। ହେଲେ ଏଗୁଡ଼ିକ ଶୀଘ୍ର ଖରାପନ ହେବା...

ମାନବ ବିବର୍ତ୍ତନ ବୀକ୍ଷଣ

କିଏ ପାଇଛନ୍ତି: ସୁଇଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏବଂ ୬୭ ବର୍ଷ ବୟସ୍କ ସ୍ବାଣ୍ଟେ ପାବୋ ଚଳିତ ବର୍ଷ ଲାଗି ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନରେ...

ଡାଟା ଟ୍ରାନ୍ସଫରର ନୂଆ ଉପାୟ

ସାଧାରଣତଃ ଗୋଟିଏ ଚିପ୍‌ରୁ ଅନ୍ୟ ଚିପ୍‌କୁ ଡାଟା ଟ୍ରାନ୍ସଫର ପାଇଁ ବିଦ୍ୟୁତର ଆବଶ୍ୟକତା ହୋଇଥାଏ। ହେଲେ ଏଣିକି ବିଦ୍ୟୁତ ନ ଥିଲେ ମଧ୍ୟ ଏପରି କାମକୁ...

ଘରେ କ’ଣ ଥିଲେ ମା’ ଲକ୍ଷ୍ମୀ ହୁଅନ୍ତି ଅସନ୍ତୁଷ୍ଟ; ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁସାରେ, ଘର ପରିବେଶ ସଫା, ସୁତୁରା ରହିଲେ ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। ହେଲେ...

Advertisement
Archives

Model This Week