Posted inଜାତୀୟ

ପଞ୍ଚକୁଲାରେ ୧୪୪ ଧାରା

ପଞ୍ଚକୁଲା,୧୨ ।୧୦: ଡେରା ସଚ୍ଚା ସୌଦାର ପୂର୍ବତନ ପ୍ରବନ୍ଧକ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ଓ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଦଣ୍ଡବିଧାନର ଶୁଣାଣି ମଙ୍ଗଳବାର କରାଯିବ । ଏହା ପଞ୍ଚକୁଲା ସ୍ଥିତ ହରିୟାଣାର ବିଶେଷ ସିବିଆଇ କୋର୍ଟ ଦ୍ୱାରା ଅଭିଯୁକ୍ତଙ୍କୁ ଦଣ୍ଡର ଶୁଣାଣି କରାଯିବ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଛି । ମୁଖ୍ୟ ଅପରାଧି ଗୁରମିତ ରାମ ରହିମଙ୍କୁ ରୋହତକର ସୁନରିୟା ଜେଲରୁ ଭିଡିଓ କନଫରେନସିଂ ମାଧ୍ୟମରେ ଉପସ୍ଥାପନ କରାଯିବ । ହେଲେ ଅନ୍ୟ ଅଭିଯୁକ୍ତମାନେ ପଞ୍ଚକୁଲା ସ୍ଥିତ ହରିୟାଣାର ବିଶେଷ ସିବିଆଇ କୋର୍ଟରେ ଉପସ୍ଥିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଏନ୍‌ଆର୍‌ସି-ଏନ୍‌ପିଆର୍‌ ଗରିବଙ୍କ ଉପରେ ଟାକ୍ସ’

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଶାସକ ଭାଜପା ଓ ବିରୋଧୀ...

ପିପିଇ କିଟ୍‌ ପିନ୍ଧି ପ୍ରଣବ ମୁଖାର୍ଜୀଙ୍କୁ କାନ୍ଧେଇଲେ ଯବାନ

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର ବ୍ୟବସ୍ଥା କରାଯାଇଥିଲା।...

ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ ଜାପାନ ସମ୍ରାଟ୍‌

ଟୋକିଓ,୧୭।୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସୋମବାର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ନିମନ୍ତ୍ରଣ ରକ୍ଷା ସହ ବ୍ରିଟେନ୍‌ ରାଜପରିବାରକୁ ସମ୍ମାନ ଜଣାଇ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ...

ସ୍ବତନ୍ତ୍ର ବିମାନରେ ଭାରତ ଆସିବେ ୮ ଚିତାବାଘ

ନୂଆଦିଲ୍ଲୀ,୧୫।୯: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଖାସ୍‌ ହେବାକୁ ଯାଉଛି। ଏହି ଦିନ ଦେଶରେ ବିଲୁପ୍ତ ୮ ଚିତାବାଘ ନାମ୍ବିଆରୁ...

ଯୁଦ୍ଧ ପରିସ୍ଥିତି ଉପୁଜିଲେ ଏକାଠି ହୋଇପାରନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨।୭: ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲ୍‌ଏସିରେ ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ବିବାଦ ବଢିବାରେ ଲାଗିଛି। ଅନ୍ୟପଟେ ପାକିସ୍ତାନ ସୀମାରେ ଯେମିତି କିଛି ଅସୁବିଧା ଦେଖା...

ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ

ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ...

ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ହେବାରୁ ଗୃହକୁ ଆସନ୍ତା କାଲି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ...

Advertisement
Archives

Model This Week