Home Left

ସୀମାରେ ଆଉ ୫୦ ହଜାର ସେନା ମୁତୟନ

ନୂଆଦିଲ୍ଲୀ, ୨୯ା୬: ଦୀର୍ଘ ୭୦ ବର୍ଷ ପରେ ଚାଇନା ପ୍ରତି ପୂର୍ବରୁ ଥିବା ପ୍ରତିରକ୍ଷା ଆଭିମୁଖ୍ୟ ବଦଳାଇଛି ଭାରତ। ଆକ୍ରୋଶ ଓ ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ଏହି ପଡ଼ୋଶୀ ଦେଶ ସହ ଆକ୍ରମଣାତ୍ମକ ବ୍ୟବହାର ପାଇଁ ଭାରତ ସେନାକୁ ବିକଳ୍ପ ଭାବେ…

ପୁଣି ଖୋଲିଲା ପାକିସ୍ତାନର ଅସଲ ମୁଖା

ଇସଲାମାବାଦ୍‌,୨୯।୬: ପାକିସ୍ତାନର ପୁଣି ଥରେ ପୋଲ୍‌ ଖୋଲିଛି। ଏଥର ଦେଶର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ତାଙ୍କ ଦେଶର ପୋଲ୍‌ ଖୋଲିଛନ୍ତି। ରସିଦ ସ୍ବୀକାର କରିଛନ୍ତି ଯେ ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ପରିବାର ରାଜଧାନୀ ଇସଲାମାବାଦ ରୁହନ୍ତି। କେବଳ ଏତିକି ନୁହେଁ,…

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ : ଖୋର୍ଦ୍ଧାକୁ କାଟିଲା ବାଲେଶ୍ୱର

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ଆତ୍ମଘାତୀଙ୍କ ପଛରେ ଜିମି

ଡିସ୍‌ନି ହଟ୍‌ଷ୍ଟାରରେ ରିଲିଜ ହୋଇଛି ‘କଲର୍‌ ବମ୍‌’ର ଟ୍ରେଲର। ଏଥିରେ ମୁଖ୍ୟ ଭୂମିକାରେ ଥିବା ଜିମି ଶେରଗିଲ୍‌ଙ୍କୁ ଜଣେ ପୋଲିସ ଅଫିସରଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସ୍କୁଲ ଉପରେ ବୋମା ପକାଇବାକୁ ଯାଉଥିବା ଜଣେ ଆତ୍ମଘାତୀଙ୍କୁ ରୋକିବା ଉପରେ ଫିଲ୍କର କାହାଣୀ…

ସୁଇଡେନ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ୍‌ ଗତ ସପ୍ତାହରେ ପାର୍ଲାମେଣ୍ଟରେ ଆସ୍ଥା ଭୋଟ ହାରିବା ପରେ ସୋମବାର ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ଥିବାବେଳେ ଏବେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଦାୟିତ୍ୱ ଦେବାକୁ ୬୩ ବର୍ଷୀୟ ଷ୍ଟିଫାନ ବାଚସ୍ପତିଙ୍କୁ…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଭାବି ସ୍ବାମୀ କୋରୀ ଟ୍ରାନଙ୍କ ସହ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏକ ଖୁସି ସେ ଖବର ବାଣ୍ଟିଛନ୍ତି। ଏହି ଖବର ପରେ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି…

କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା ବିହାରରେ ଘଟିଛି। ବନ୍ୟା ଯୋଗୁ ବିହାରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। କିଶନଗଞ୍ଜ ଜିଲାରେ…

ଏବେ ସ୍ତ୍ରୀଙ୍କ ପାଇଁ ମୋ ମୁଣ୍ଡ ଖାଇବାର ସମୟ ଆସିଛି: କାହିଁକି ଏମିତି କହିଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ଅଛନ୍ତି। ସେ ମଧ୍ୟ ଲାଇମଲାଇଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କ୍ରମାଗତ ଭାବରେ ଅପଡେଟ କିମ୍ବା ଫଟୋ ଶେୟାର କରୁଥିବା ତାଙ୍କୁ କ୍ୱିଚିତ୍‌…

ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହା ଆମେରିକା, ୟୁରୋପ ସମେତ ବିଶ୍ୱର ୮୫ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି।…

ଏମିତି କାମ କରି ଜରିମାନା ଦେଲେ ଜାଡେଜା

ସାଧାରଣତଃ ସେଲିବ୍ରିଟିମାନେ ରାସ୍ତାରେ ଆବର୍ଜନା ନ ପକାଇବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି। କିନ୍ତୁ ଯଦି ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଆବର୍ଜନା ପକାଇବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଏହାଠାରୁ ଲଜ୍ଜାଜନକ ବିଷୟ କ’ଣ ହେବ। ପୂର୍ବତନ ଟିମ…

ଗୋଟିଏ ଦିନରେ ୭୪୩ କୋଟି ଟଙ୍କା ରୋଜଗାର କଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ଜଣାଶୁଣା। କୋହଲିଙ୍କ ବାର୍ଷିକ ଆୟ ୨୦୦ କୋଟି। କିନ୍ତୁ ଆପଣ ଜାଣନ୍ତି କି ଜଣେ ଖେଳାଳି ମଧ୍ୟ ଅଛନ୍ତି ଯିଏ କେବଳ ଗୋଟିଏ ମ୍ୟାଚରେ ଭାରତୀୟ…

ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍‌ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ତୁରନ୍ତ ଅଧିକ ଟିକା ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri