ଏକରୁ ଅଧିକ ସ୍ବାମୀ ରଖିପାରିବେ ମହିଳା!
କେପ୍ଟାଉନ୍,୨୯।୬: ଗୋଟିଏ ବିବାଦୀୟ ପ୍ରସ୍ତାବ ଯୋଗୁ ଦକ୍ଷିଣ ଆଫ୍ରିକା ସରକାର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ମହିଳାମାନେ ଏକରୁ ଅଧିକ ସ୍ବାମୀ ରଖିପାରିବେ। ଏହି ଦେଶର ପୁରୁଷଙ୍କ ପାଇଁ ପୂର୍ବରୁ ଏକରୁ ଅଧିକ ବିବାହ କରିବା ପାଇଁ ମଞ୍ଜୁରୀ…
ମାତୃତ୍ୱ ସମୟରେ ପିନ୍ଧିଥିବା ଡ୍ରେସ୍କୁ ନିଲାମ କରିବେ ଅନୁଷ୍କା: କାରଣ ଜାଣିଲେ କରିବେ ବାଃ ବାଃ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ସେ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏବେ ସେ ଏକ ଭଲ କାରଣ ପାଇଁ ମାତୃତ୍ୱ ସମୟରେ ପିନ୍ଧିଥିବା ପୋଷାକକୁ ନିଲାମ…
ସତ ହୋଇଥିଲା ଧୋନୀଙ୍କ ଭବିଷ୍ୟବାଣୀ
ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଖେଳକୁ ଭଲ ଭାବେ ପଢିବା ଏବଂ ଖେଳାଳିଙ୍କୁ ସେମାନଙ୍କର ଶକ୍ତି ଏବଂ ଦୁର୍ବଳତା ଅନୁସାରେ ବ୍ୟବହାର କରିବାର ଅତ୍ୟନ୍ତ ଦକ୍ଷତା ଅଛି। ପଡିଆରେ ତାଙ୍କ ରଣନୀତିର ଏପରି ଅନେକ ଉଦାହରଣ ଅଛି। ସେ…
୫୬ଦିନ ପରେ ଇନ୍ଷ୍ଟାଗ୍ରାମ୍କୁ ଫେରିଲେ ଦୀପିକା
ମୁମ୍ବାଇ: ବଲିଉଡ୍ ଡିଭା ଦୀପିକା ପାଦୁକନ ହେଉଛନ୍ତି ସେହି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ନୁହଁନ୍ତି। ସୋସିଆଲ ମିଡିଆରେ ପ୍ରାୟ ତାଙ୍କୁ ଦେଖିବାକୁ ମିଳେ ନାହିଁ। ଗତ ଥର ଦୀପିକା ପ୍ରାୟ ୨ମାସ ପୂର୍ବରୁ ଅର୍ଥାତ୍…
ବିଶାଳକାୟ ଗେଣ୍ଡାର ଦାମ୍ ୧୮ହଜାର
ହାଇଦ୍ରାବାଦ,୨୯।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଏକ ନଦୀ ମୁହାଣରୁ ଏକ ବିଶାଳକାୟ ସମୁଦ୍ର ଗେଣ୍ଡା ଉଦ୍ଧାର ହୋଇଛି। ଏହି ସାମୁଦ୍ରିକ ଗେଣ୍ଡାକୁ ୧୮ହଜାର ଟଙ୍କାରେ ନିଲାମ କରାଯାଇଛି। ଏହି ଗେଣ୍ଡାକୁ ସିରିନକ୍ସ ଆର୍ୟୁନସ ଭାବେ ଚିହ୍ନଟ କରାଯାଇଛି। ଏହା ବିଶ୍ୱର…
ଖରାପ ବ୍ୟାଟିଂ ସତ୍ତ୍ୱେ ଶୁଭମନ ଗିଲ୍ଙ୍କୁ ମିଳିଲା ଖାସ୍ ସମ୍ମାନ
ଲଣ୍ଡନ,୨୯।୬: ଭାରତୀୟ କ୍ରିକେଟ୍ ଦଳର ଓପନର୍ ଶୁଭମନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବ୍ୟାଟ୍ସମ୍ୟାନ ଭାବେ ବିଫଳ ହୋଇଥାଇ ପାରନ୍ତି, କିନ୍ତୁ ଫିଲ୍ଡିଂ ପାଇଁ ତାଙ୍କୁ ନିଶ୍ଚିତ ଭାବେ ଏକ ବିଶେଷ ସମ୍ମାନ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା…
ଚାରିଧାମ ଯାତ୍ରା: ରାଜ୍ୟ ସରକାରଙ୍କ ୟୁ-ଟର୍ନ
ଡେରାଡୁନ,୨୯।୬: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ନେଇ ରାଜ୍ୟ ସରକାର ଏବେ ୟୁ-ଟର୍ନ ନେଇଛନ୍ତି। ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ଚାରିଧାମ ଯାତ୍ରାକୁ ଉତ୍ତରାଖଣ୍ଡ ସରକାର ସ୍ଥଗିତ ରଖିଛନ୍ତି। ସୋମବାର ଉତ୍ତରାଖଣ୍ଡ ହାଇକୋର୍ଟ ଯାତ୍ରା ଉପରେ ରୋକୋ ଲଗାଇବାକୁ ନିର୍ଦ୍ଦେଶ ଦେବା ପରେ…
ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା
ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ…
କେଜରିଓ୍ବାଲଙ୍କ ମିଶନ ପଞ୍ଜାବ
ଚଣ୍ଡିଗଡ଼,୨୯।୬: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ନିର୍ବାଚନୀ ବିଗୁଲ ବାଜିସାରିଲାଣି। ନିଜ ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେଠାରୁ କସ୍ରତ ଆରମ୍ଭ କଲେଣି। ଇତିମଧ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍…
୧୦ ବର୍ଷ ନାବାଳିକା ହେଲେ ଗର୍ଭବତୀ,ଶିଶୁ ପୁତ୍ରଙ୍କୁ ଦେଲେ ଜନ୍ମ…
ଲଣ୍ଡନ,୨୯।୬: ବ୍ରିଟେନ୍ରେ ଜଣେ ୧୦ ବର୍ଷ ନାବାଳିକା ଗର୍ଭବତୀ ହେବା ଏବଂ ପରେ ଶିଶୁପୁତ୍ରଙ୍କୁ ଜନ୍ମ ଦେବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନାବାଳିକା ଜଣକ ୩୦ ସପ୍ତାହ ଗର୍ଭ ପରେ ୧୧ ବର୍ଷ ବୟସରେ ପ୍ରସବ…
ଇତିହାସ ରଚିଲେ ଏହି ଅଭିନେତା: ୮ଥର ପାଇଁ କରିବାକୁ ଯାଉଛନ୍ତି ଏହି ରୋଲ୍
ଟିଭି ଅଭିନେତା ତରୁଣ ଖାନ୍ନା ଇତିହାସ ରଚିଛନ୍ତି। ଅଷ୍ଟମ ଥର ପାଇଁ ଭୋଲେ ଶଙ୍କରଙ୍କ ଚରିତ୍ରରେ ଅଭିନୟ କରିବାର ରେକର୍ଡ ତରୁଣଙ୍କ ନାମରେ ହେବାକୁ ଯାଉଛି। ମାତା ବୈଷ୍ଣୋ ଦେବୀଙ୍କ ଉପରେ ନିର୍ମିତ ସାଗର ୱାଲର୍ଡର ପ୍ରାୟ ୧୨ଟି ଏପିସୋଡ ୱେବ…
ରାଜ୍ୟରୁ ପୁଣି ୪୦ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୯।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉଥିଲା। ମଙ୍ଗଳବାର କରୋନା ଆଉ ୪୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି। ଏହି ୪୦…
Archives


