ମହାଭାରତରେ ଅଭିନୟ ଲାଗି ସାଇନ୍‌ କରି ସୁଦ୍ଧା କାହିଁକି ମନା କରିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ କରିବାକୁ ସେ ଏଗ୍ରିମେଣ୍ଟ ସାଇନ୍‌ କରିଥିଲେ । ମାତ୍ର ପରେ ୁ ଏହା ନ କରିବା ପାଇଁ ସେ ନିର୍ମାତାଙ୍କୁଅନୁରୋଧ କରିଥିଲେ। ମହାଭାରତର ଦ୍ରୌପଦୀଙ୍କ ଭୂମିକା କରିବାକୁ ଜୁହି ରାଜି ହୋଇଥିଲେ । ମାତ୍ର ଦ୍ରୌପଦୀଙ୍କ ଶୁଟ୍‌ର ୩ ମାସ ପୂର୍ବରୁ ଜୁହିଙ୍କ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍‌’ ରିଲିଜ୍‌ ହୋଇଥିଲା। ପରେ ଜୁହି ଫିଲ୍ମରେ କାମ କରିବାକୁ ଚାହୁଁଥିବା ଚୋପ୍ରାଙ୍କୁ ନିବେଦନ କରି କହିଥିଲେ। ପରେ ସେ ତାଙ୍କ ଏଗ୍ରିମେଣ୍ଟ କ୍ୟାନ୍‌ସେଲ୍‌ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ପୋଷ୍ଟକୁ ନେଇ ପାକିସ୍ତାନୀ ଅଭିନେତାଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୪:ନିକଟରେ ପ୍ରିୟଙ୍କା ଚୋପ୍ରା ଇନ୍‌ଷ୍ଟାଗ୍ରାମରେ ପାକିସ୍ତାନ ଡାଇରେକ୍ଟର ସରମିନ୍‌ ଔବେଦଙ୍କୁ ନେଇ ଏକ ପୋଷ୍ଟ ଶେୟାର୍‌ କରିଛନ୍ତି। ଏହି ପୋଷ୍ଟରେ ସେ ସରମିନ୍‌ଙ୍କୁ ଷ୍ଟାର୍‌ ଓ୍ବାର୍ସ...

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

ମେରେ ଦୋ ଦୋ ବାପ୍‌

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଗୋପୀ କିଷନ୍‌’ରେ ସୁନୀଲ ସେଟ୍ଟିଙ୍କ ରୋଲ୍‌କୁ। ଏଥିରେ ସେ ଡବଲ ରୋଲ୍‌ରେ ଦର୍ଶକଙ୍କ ସାମ୍‌ନାକୁ ଆସିଥିଲେ। ଏଥିରେ ତାଙ୍କର...

ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ...

କଷ୍ଟ୍ୟୁମ ଦାମ୍‌ ୧.୫କୋଟି

କରୀନା କପୁର ଥରେ ନିଜ କଷ୍ଟ୍ୟୁମ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ମଧୁର ଭଣ୍ଡାରକରଙ୍କ ‘ହିରୋଇନ୍‌’ ଫିଲ୍ମରେ ସେ ଏକ କଷ୍ଟ୍ୟୁମ ପିନ୍ଧିଥିଲେ, ଯାହାର ଦାମ୍‌...

ଦର୍ଶକଙ୍କୁ ପସନ୍ଦ ଆସୁଛି ଓ୍ବେବ ସିରିଜ ‘ଦ କାସିନୋ’

ମୁମ୍ବାଇ: ଜି୫ର ବହୁ ପ୍ରତିକ୍ଷିତ ଥ୍ରିଲର ‘ଦ କାସିନୋ’ ରିଲିଜ ହୋଇ ସାରିଛି। ଏହି ଓ୍ବେବ ସିରିଜକୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି। କେବଳ...

ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର

ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି...

‘ଥ୍ରୀ ଇଡିଅଟ୍ସ’ର ଏହି ଦୃଶ୍ୟ ଲାଗି ମଦ୍ୟପାନ କରିଥିଲେ କଳାକାର; ଆମିର ଦେଇଥିଲେ…

ବମ୍ବେ: ଚଳଚ୍ଚିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବାନ୍ଧି ରଖେ। ଏଥିପାଇଁ ତ କିଛି ଦୃଶ୍ୟ କନ୍ଦାଏ ତ କିଛି ହସିବାକୁ ବାଧ୍ୟ କରେ। ସେଭଳି...

Advertisement
Archives

Model This Week